Browsing Category

ପ୍ରମୁଖ ଖବର

ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଲେ ଦୁର୍ବୃତ

ଆନନ୍ଦପୁର- ଚୋରି କରିବାକୁ ଆସି ଘରେ ନିଆଁ ଲଗାଇଦେଲେ ଦୁର୍ବୃତ । ଘରେ ଥିବା ଜଣେ ବୃଦ୍ଧା ଓ ତାଙ୍କ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଳଭି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁରେ । ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ମିଳିଥିବା
Read More...

ସେପ୍ଟେମ୍ବର ୨୯ରୁ +୩ ଶେଷ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ କଲେଜର +୩ ଶେଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲି । ସେହିପରି ସେପ୍ଟେମ୍ବର ୨୨ରୁ ୨୬ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନଲାଇନ ମାଧ୍ୟମରେ କରାଯିବ ।
Read More...

ଇ-ଗୋପାଲ ଆପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାର ଆରମ୍ଭ କରିବାର ସହିତ ଇ-ଗୋପାଳ ଆପ୍ ଶୁଭ ଉଦାଘଟନ କରିବେ । ଏହା କୃଷକଙ୍କୁ ବଜାର ବୃଦ୍ଧି ଓ ବିଭିନ୍ନ ପ୍ରକାର ସୂଚନା ବିଷୟରେ ଅବଗତ କରିବ । ଆତ୍ମନିର୍ଭାର ଶୀଳ ଭାରତ ଯୋଜନା ୨୦୨୦-୨୧ରୁ
Read More...

ରାଜ୍ୟରେ ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ରାଜ୍ୟରେ ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରର ୨୩୧୫ ହୋଇଥିବା ବେଳେ ୧୬୭୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୮୭, କଟକ ୩୯୨, ଅନୁଗୁଳ ୧୧୪, ବାଲେଶ୍ୱର ୭୪,ବରଗଡ ୧୬୯,
Read More...

ଗିରଫ ହେଲେ ରିପବ୍ଳିକ ଟିଭିର ଦୁଇ ସାମ୍ବାଦିକ

ମୁମ୍ବାଇ- ରିପବ୍ଳିକ ଟିଭି ଚ୍ୟାନଲର ଦୁଇ ସାମ୍ବାଦିକଙ୍କୁ ଗିରଫ କରଛି ମୁମ୍ବାଇ ପୋଲିସ । ରିର୍ପାଟର ଅନୁଜ କୁମାର ସାହୁ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ୟଶପାଲଜିତ ସିଂହ ଗିରଫ ହୋଇଛନ୍ତି । ଏଥିସହ ତାଙ୍କ ସହ ଯାଇଥିବା ଓଲା ଡ୍ରାଇଭର ପ୍ରଦୀପ ଦିଲ୍ଲୀପ ଧାନାଭଡେଙ୍କୁ ମଧ୍ୟ ପୋଲିସ ଗିରଫ
Read More...

କରୋନାରେ ଆଖି ବୁଜିଲେ ଭିଡିଓ ଏଡିଟର ରୁଦ୍ରପ୍ରସାଦ ମହାପାତ୍ର

ଭୁବନେଶ୍ୱର- ବରିଷ୍ଠ ଭିଡିଓ ଏଡିଟର ରୁଦ୍ରପ୍ରସାଦ ମହାପାତ୍ର କରୋନାରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳେକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା । କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ କିମସି କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା
Read More...

କରୋନାରେ ଆକ୍ରାନ୍ତ ଚିହ୍ନଟ ହେଲେ ନବରଙ୍ଗପୁର ବିଧାୟକ ଓ ତାଙ୍କ ପତ୍ନୀ

ନବରଙ୍ଗପୁର- ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ ଓ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ହୋମ ଆଇସୋଲେସନରେ ଥିବା ସଦାଶିବ କହିଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ଟେଷ୍ଟ
Read More...

ମୁମ୍ବାଇରେ କଙ୍ଗନା ରଣାୱତ

ମୁମ୍ବାଇ- ମୁମ୍ବାଇରେ ପଂହଚିଲେ କଙ୍ଗନା ରଣାୱାତ । ପ୍ଲସ ସିକ୍ୟୁରିଟି ବଳୟ ଭିତରେ ହିମାଚଳ ପ୍ରଦେଶରୁ ବାହାରିରୁ ମୁମ୍ବାଇ ଆସିଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ପଂହଚିବା ପରେ ଖୁବ ଭିଡ ଦେଖିବାକୁ ମିଳିଥିଲା । କର୍ଣ୍ଣିର ସେନା ଠାରୁ ଆରମ୍ଭ କରି ଆରପିଆଇ ପର୍ଯ୍ୟନ୍ତ ଲୋକେ
Read More...

କଳାହାଣ୍ଡି- କନ୍ଧମାଳ ସୀମାରେ ୪ ମାଓବାଦୀ ନିହତ

ଭୁବନେଶ୍ୱର- କଳାହାଣ୍ଡି-କନ୍ଧମାଳ ସୀମାରେ ପୋଲିସ ଏନକାଉଂଟରରେ ୪ ମାଓବାଦୀ ନିହତ ହୋଇଛନ୍ତି । କଳାହାଣ୍ଡି ଏସିପି ଏନେଇ ସୂଚନା ଦେଇଛନ୍ତି । ମାଓବାଦୀଙ୍କ ଲୁଚିଥିବା ଖବର ପାଇ କଳାହାଣ୍ଡି ପୋଲିସ ସର୍ଚଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀ ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ
Read More...

କେରଳ ଗଲେ ୬୦ ଶ୍ରମିକ

ଗଞ୍ଜାମ- ପେଟର ଜ୍ୱଳା ଆଗରେ ଫିକା ପଡିଲା କରୋନା ଡର । କରୋନାକୁ ଖାତିରି ନକରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଂଚଳରୁ୬୦ ଶ୍ରମିକ କେରଳ ଅଭିଭୁଖେ ଯାତ୍ରା କରିଛନ୍ତି । କରୋନା ପାଇଁ ଦୀର୍ଘ ୫ ମାସରୁ ଉଦ୍ଧ୍ୱର୍ ସମୟ ଧରି ହାତଗୋଡ ବାନ୍ଧି ବସିଥିବା ଶ୍ରମିକମାନେ ପୁଣି ଥରେ ବାହାର
Read More...