Browsing Category

ପ୍ରମୁଖ ଖବର

୨-୩ ଦିନ ଭିତରେ ଡିଏଲ ଓ ଏଲଏଲ ଡ୍ରାଇଭିଂ ଟେଷ୍ଟ

ଭୁବନେଶ୍ୱର- ୨-ରୁ ୩ ଦିନ ଭିତରେ ଡିଏଲ ଓ ଏଲଏଲ ଡ୍ରାଇଭିଂ ଟେଷ୍ଟ କରାଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଦିନକୁ ୨୦ ଜଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ । ଏହି ସମୟରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Read More...

କୋଭିଡ -୧୯ ମୃତ୍ୟୁ ବରଣ କରୁଥିବା ପୋଲିସ କର୍ମଚାରୀଙ୍କୁ ସଂପୂର୍ଣ୍ଣ ଦରମା : ପୋଲିସ ଡିଜି

ଭୁବନେଶ୍ୱର- କୋଭିଡ -୧୯ରେ ପ୍ରାଣ ହରାଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ଚାକିରୀ ଶେଷ ହେବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦରମା ଦେବାକୁ ପୋଲିସ ଡିଜି କହିଛନ୍ତି । ଆଜି ସେ ନେଇ ଭିଡିଓ କନଫେରେନ୍ସ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସବୁ ଜିଳ୍ଲାର
Read More...

ଆଜିଠାରୁ ବ୍ଳୁ ଓ ପିଙ୍କ ଜୋନରେ ଗଡିବ ମେଟ୍ରୋ ଟ୍ରେନ

ନୂଆଦିଲ୍ଲୀ- କରୋନା ଲକଡାଉନ ପାଇଁ ୧୭୧ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିବା ମେଟ୍ରୋ ଟ୍ରେନ ସେପ୍ଟମ୍ବର ୯ ତାରିଖ ଦିନ ୟୋଲୋ ଜୋନରେ ଗଡିଛି । ଆଜି ବ୍ଲୁ ଓ ପିଙ୍କ ଜୋନରେ ମେଟ୍ରୋ ଟ୍ରୋନ ଗଡିବା ଆରମ୍ଭ କରିଛି । ଦିଲ୍ଲୀ ମେଟ୍ରୋ ଟ୍ରୋନ କରର୍ପୋରେସନ ପକ୍ଷରୁ ଘୋଷଣା କରାଯାଇଥିଲା ୩ଟି
Read More...

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୭୦,୧୨୮କୁ ବୃଦ୍ଧି

ନୂଆଦିଲ୍ଲୀ- ଆଜି ଦେଶରେ ୮୯,୭୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩, ୭୦,୧୨୭ରେ ପଂହଚିଛି ଓ ୩୩,୯୮,୮୪୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଯାବତ୍ ୮,୯୭,୩୯୪ ସକ୍ରିୟ ମାମଲା ରହିଥିବା ବେଳେ ୭୩,୮୯୦ ଜଣଙ୍କ ମୃତ୍ୟୁ
Read More...

ବିଏମସି ପକ୍ଷରୁ କଙ୍ଗନାଙ୍କ ଅଫିସରେ ଭଙ୍ଗା କାର୍ଯ୍ୟ ଆରମ୍ଭ

ମୁମ୍ବାଇ- କଙ୍ଗନା ରାଣାୱତ ମୁମ୍ବାଇରେ ପଂହଚିବା ପୂର୍ବରୁ ବିଏମସି ତାଙ୍କ ଅଫିସର କିଛି ଅଂଶକୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ବିଏମସିର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ କଙ୍ଗନା ପୁଣିଥିରେ ମୁମ୍ବାଇକୁ ପାକିସ୍ତା ଅଧିକୃତ କାଶ୍ମୀର ବୋଲି କହିଛି । କଙ୍ଗନାଙ୍କ
Read More...

ସେପ୍ଟେମ୍ବର ୧୨ରୁ ପ୍ରବାସୀଙ୍କ ପାଇଁ ସ୍ପୋଶାଲ ଟ୍ରେନ ସେବା ଆରମ୍ଭ

ଭୁବନେଶ୍ୱର- ପ୍ରବାସୀ ଓଡିଆଙ୍କ ପାଇଁ ସେପ୍ଟେମ୍ବର ୧୨ ତାରିଖରୁ ୩ଟି ସ୍ପୋଶାଲ ଟ୍ରେନ ଗଡିବ । ପୁରୀ- ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ ଓ ଓଖା ରୁଟରେ ଏହି ଟ୍ରେନ ଚଳାଚଳ କରିବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଧର୍ମେନ୍ଦ୍ର ପ୍ରଧାନ
Read More...

ସେପ୍ଟେମ୍ବର ୨୧ରୁ ଖୋଲିବ ଆଂଶିକ ସ୍କୁଲ

ନୂଆଦିଲ୍ଲୀ- ସେପ୍ଟେମ୍ବର ୨୧ରୁ ଆଂଶିକ ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି । ଅଭିଭାବକଙ୍କ ପରାମର୍ଶ ଓ ଶିକ୍ଷକଙ୍କ ଲିଖିତ ଅନୁମତି ପରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଯାଇପାରିବେ । କିନ୍ତୁ କଂଟେନମେଂଟ ଜୋନ
Read More...

ଖାରଜ ହେଲା ରିଆଙ୍କ ଜାମିନ ଆବେଦନ

ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତିୀ । ଗତ ୩ ଦିନ ଧରି ମାରାଥନ ଜୋରା ପରେ ଏନସିବି ରିୟାଙ୍କୁ ଗିରଫ କରିଛି । ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାଜିଷ୍ଟେଟଙ୍କ ସାମ୍ନାରେ ରିୟା ଉପସ୍ଥିତି ଥିଲେ । ତେବେ
Read More...

ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ପରେ ଗୁରୁତର ଅସୁସ୍ଥ

ନଆଦିଲ୍ଲୀ- କରୋନା ଟୀକାକୁ ନେଇ ଆସିଛି ବଡ ଖବର । ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଟିକା ନେବା ପେର ଜଣେ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇଛନ୍ତି । ଏଥିପାଇଁ ଆଷ୍ଟ୍ରାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଟିକାର ପରୀକ୍ଷଣ ସ୍ଥଗିତ ରଖାଯାଇଛି । ମିଳିଥିବା ସୂଚନା
Read More...

ରାଜ୍ୟରେ ୩୭୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ପାର କରିଛି । ଗତ ୨୪ଘଂଟାରେ ୩୭୪୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୧୦ ହୋଇଥିବା ବେଳେ ୧୫୩୮
Read More...