Browsing Category

ପ୍ରମୁଖ ଖବର

ରାଜ୍ୟରେ ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ରାଜ୍ୟରେ ୩୯୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରର ୨୩୧୫ ହୋଇଥିବା ବେଳେ ୧୬୭୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୮୭, କଟକ ୩୯୨, ଅନୁଗୁଳ ୧୧୪, ବାଲେଶ୍ୱର ୭୪,ବରଗଡ ୧୬୯,
Read More...

ଗିରଫ ହେଲେ ରିପବ୍ଳିକ ଟିଭିର ଦୁଇ ସାମ୍ବାଦିକ

ମୁମ୍ବାଇ- ରିପବ୍ଳିକ ଟିଭି ଚ୍ୟାନଲର ଦୁଇ ସାମ୍ବାଦିକଙ୍କୁ ଗିରଫ କରଛି ମୁମ୍ବାଇ ପୋଲିସ । ରିର୍ପାଟର ଅନୁଜ କୁମାର ସାହୁ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ୟଶପାଲଜିତ ସିଂହ ଗିରଫ ହୋଇଛନ୍ତି । ଏଥିସହ ତାଙ୍କ ସହ ଯାଇଥିବା ଓଲା ଡ୍ରାଇଭର ପ୍ରଦୀପ ଦିଲ୍ଲୀପ ଧାନାଭଡେଙ୍କୁ ମଧ୍ୟ ପୋଲିସ ଗିରଫ
Read More...

କରୋନାରେ ଆଖି ବୁଜିଲେ ଭିଡିଓ ଏଡିଟର ରୁଦ୍ରପ୍ରସାଦ ମହାପାତ୍ର

ଭୁବନେଶ୍ୱର- ବରିଷ୍ଠ ଭିଡିଓ ଏଡିଟର ରୁଦ୍ରପ୍ରସାଦ ମହାପାତ୍ର କରୋନାରେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳେକୁ ତାଙ୍କୁ ୪୪ ବର୍ଷ ବୟସ ହୋଇଥିଲା । କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ କିମସି କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା
Read More...

କରୋନାରେ ଆକ୍ରାନ୍ତ ଚିହ୍ନଟ ହେଲେ ନବରଙ୍ଗପୁର ବିଧାୟକ ଓ ତାଙ୍କ ପତ୍ନୀ

ନବରଙ୍ଗପୁର- ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ ଓ ତାଙ୍କ ପତ୍ନୀ କୌଶଲ୍ୟା ପ୍ରଧାନ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ହୋମ ଆଇସୋଲେସନରେ ଥିବା ସଦାଶିବ କହିଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କରୋନା ଟେଷ୍ଟ
Read More...

ମୁମ୍ବାଇରେ କଙ୍ଗନା ରଣାୱତ

ମୁମ୍ବାଇ- ମୁମ୍ବାଇରେ ପଂହଚିଲେ କଙ୍ଗନା ରଣାୱାତ । ପ୍ଲସ ସିକ୍ୟୁରିଟି ବଳୟ ଭିତରେ ହିମାଚଳ ପ୍ରଦେଶରୁ ବାହାରିରୁ ମୁମ୍ବାଇ ଆସିଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ପଂହଚିବା ପରେ ଖୁବ ଭିଡ ଦେଖିବାକୁ ମିଳିଥିଲା । କର୍ଣ୍ଣିର ସେନା ଠାରୁ ଆରମ୍ଭ କରି ଆରପିଆଇ ପର୍ଯ୍ୟନ୍ତ ଲୋକେ
Read More...

କଳାହାଣ୍ଡି- କନ୍ଧମାଳ ସୀମାରେ ୪ ମାଓବାଦୀ ନିହତ

ଭୁବନେଶ୍ୱର- କଳାହାଣ୍ଡି-କନ୍ଧମାଳ ସୀମାରେ ପୋଲିସ ଏନକାଉଂଟରରେ ୪ ମାଓବାଦୀ ନିହତ ହୋଇଛନ୍ତି । କଳାହାଣ୍ଡି ଏସିପି ଏନେଇ ସୂଚନା ଦେଇଛନ୍ତି । ମାଓବାଦୀଙ୍କ ଲୁଚିଥିବା ଖବର ପାଇ କଳାହାଣ୍ଡି ପୋଲିସ ସର୍ଚଅପରେସନ ଆରମ୍ଭ କରିଥିଲା । ଆତଙ୍କବାଦୀ ଏହା ଜାଣିବା ପରେ ଉଭୟଙ୍କ ମଧ୍ୟରେ
Read More...

କେରଳ ଗଲେ ୬୦ ଶ୍ରମିକ

ଗଞ୍ଜାମ- ପେଟର ଜ୍ୱଳା ଆଗରେ ଫିକା ପଡିଲା କରୋନା ଡର । କରୋନାକୁ ଖାତିରି ନକରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଂଚଳରୁ୬୦ ଶ୍ରମିକ କେରଳ ଅଭିଭୁଖେ ଯାତ୍ରା କରିଛନ୍ତି । କରୋନା ପାଇଁ ଦୀର୍ଘ ୫ ମାସରୁ ଉଦ୍ଧ୍ୱର୍ ସମୟ ଧରି ହାତଗୋଡ ବାନ୍ଧି ବସିଥିବା ଶ୍ରମିକମାନେ ପୁଣି ଥରେ ବାହାର
Read More...

୨-୩ ଦିନ ଭିତରେ ଡିଏଲ ଓ ଏଲଏଲ ଡ୍ରାଇଭିଂ ଟେଷ୍ଟ

ଭୁବନେଶ୍ୱର- ୨-ରୁ ୩ ଦିନ ଭିତରେ ଡିଏଲ ଓ ଏଲଏଲ ଡ୍ରାଇଭିଂ ଟେଷ୍ଟ କରାଯିବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଦିନକୁ ୨୦ ଜଣଙ୍କ ଡ୍ରାଇଭିଂ ଟେଷ୍ଟ କରାଯିବ । ଏହି ସମୟରେ କୋଭିଡ ନିୟମ କଡାକଡି ଭାବେ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Read More...

କୋଭିଡ -୧୯ ମୃତ୍ୟୁ ବରଣ କରୁଥିବା ପୋଲିସ କର୍ମଚାରୀଙ୍କୁ ସଂପୂର୍ଣ୍ଣ ଦରମା : ପୋଲିସ ଡିଜି

ଭୁବନେଶ୍ୱର- କୋଭିଡ -୧୯ରେ ପ୍ରାଣ ହରାଉଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ଚାକିରୀ ଶେଷ ହେବା ପର୍ଯ୍ୟନ୍ତ ସଂପୂର୍ଣ୍ଣ ଦରମା ଦେବାକୁ ପୋଲିସ ଡିଜି କହିଛନ୍ତି । ଆଜି ସେ ନେଇ ଭିଡିଓ କନଫେରେନ୍ସ ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସବୁ ଜିଳ୍ଲାର
Read More...

ଆଜିଠାରୁ ବ୍ଳୁ ଓ ପିଙ୍କ ଜୋନରେ ଗଡିବ ମେଟ୍ରୋ ଟ୍ରେନ

ନୂଆଦିଲ୍ଲୀ- କରୋନା ଲକଡାଉନ ପାଇଁ ୧୭୧ ଦିନ ପର୍ଯ୍ୟନ୍ତ ବନ୍ଦ ରହିଥିବା ମେଟ୍ରୋ ଟ୍ରେନ ସେପ୍ଟମ୍ବର ୯ ତାରିଖ ଦିନ ୟୋଲୋ ଜୋନରେ ଗଡିଛି । ଆଜି ବ୍ଲୁ ଓ ପିଙ୍କ ଜୋନରେ ମେଟ୍ରୋ ଟ୍ରୋନ ଗଡିବା ଆରମ୍ଭ କରିଛି । ଦିଲ୍ଲୀ ମେଟ୍ରୋ ଟ୍ରୋନ କରର୍ପୋରେସନ ପକ୍ଷରୁ ଘୋଷଣା କରାଯାଇଥିଲା ୩ଟି
Read More...