ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩,୭୦,୧୨୮କୁ ବୃଦ୍ଧି
ନୂଆଦିଲ୍ଲୀ- ଆଜି ଦେଶରେ ୮୯,୭୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩, ୭୦,୧୨୭ରେ ପଂହଚିଛି ଓ ୩୩,୯୮,୮୪୪ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏଯାବତ୍ ୮,୯୭,୩୯୪ ସକ୍ରିୟ ମାମଲା ରହିଥିବା ବେଳେ ୭୩,୮୯୦ ଜଣଙ୍କ ମୃତ୍ୟୁ!-->…
Read More...
Read More...