କଙ୍ଗନାଙ୍କ ଅଫିସ ସାମ୍ନାରେ ବିଏମସିର ନୋଟିସ
ମୁମ୍ବାଇ- କଙ୍ଗନାଙ୍କ ଅଫିସ ସାମ୍ନାରେ ବିଏମସି ନୋଟିସ ଲଗାଇଛି । କଙ୍ଗନାଙ୍କ ଅଫିସ ବେଆଇନ ଭାବେ ନିର୍ମାଣ କରାଯାଇଛି ଏବଂ ବାଲକୋନୀକୁ ରୁମ ଭଳିଆ କରାଯାଇଛି । ସେହିଭଳି ଅନ୍ୟାନ୍ୟ ନିୟମକୁ ବି ଉଲ୍ଲଂଘନ କରିଛନ୍ତି ବୋଲି ବିଏମସି ତାଙ୍କ ନେଟିସରେ ଉଲ୍ଲେଖ କରିଛନ୍ତି । କଙ୍ଗନା!-->…
Read More...
Read More...