Browsing Category

ପ୍ରମୁଖ ଖବର

ରାଜ୍ୟରେ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ ୩ ହଜାର ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୩୪୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୦୯୪ ହୋଇଥିବା ବେଳେ ୧୩୯୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ
Read More...

ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟି ନେଲେ ଦୁର୍ବୃତ

ପିପିଲି- ଜଣେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୫୦ ହଜାର ଟଙ୍କା ,ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁବୃର୍ତ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳରୁ । ଗୁରୁତର ଆହାତ ହୋଇଥିବା ପରିବା ବ୍ୟବସାୟୀଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ
Read More...

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୨ ଲକ୍ଷ ୭୮ହଜାର ଟଙ୍କା ଲୁଟ

ଭୁବନେଶ୍ୱର- ଖେଳନା ବନ୍ଧୁକ ଦେଖାଇ ଦୃବୃର୍ତମାନେ ୨ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଛନ୍ତି । ଭୁବେନଶ୍ୱର ନନ୍ଦନବିହାର ନିକଟ ଏକ ବ୍ୟାଙ୍କରୁ ଲୁଟ ହୋଇଥିବା ଜଣାପଡିଛି । ଲୁଟେରାମାନେ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରକୁ ପଶିଥିଲେ । ଏହି ସମୟରେ ବ୍ୟାଙ୍କରେ ୩ ଜଣ କର୍ମଚାରୀ ଥିବା ସୂଚନା
Read More...

ଏକ ବର୍ଷରେ ଦେଢ ଲକ୍ଷରୁ ଅଧିକ ବିଦ୍ୟୁତ ବିଲ

ରାୟଗଡା- ଘରେ ମାତ୍ର ଗୋଟିଏ ଲାଇଟ କିନ୍ତୁ ବିଦ୍ୟୁତ ବିଲ ଆସିଛି ଏକ ଲକ୍ଷ ୫୫ ହଜାର ଟଙ୍କା । ଏଭଳି ଘଟଣା ରାୟଗଡା ଜିଲ୍ଲା ପାଲୁରୁପାଡୁ ଗ୍ରାମରେ ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଭଳି ବିଲ ଆସିଥିବା ଅଭିଯୋଗ ହୋଇଛି । ସୂଚନାଅନୁଯାୟୀ
Read More...

୪ରୁ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର- ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର,
Read More...

ପୋଲିସକୁ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ

କଟକ- ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷାଙ୍କ ଘରୋଇ ହିଂସା ମାମଲା ନୂଆ ମୋଡ ନେଉଛି । ଏବେ ବର୍ଷା ନିଜ ଜୀବନ ପ୍ରତି ବିପଦ ଦର୍ଶାଇ ପୋଲିସକୁ ସୁରକ୍ଷା ମାଗିଛନ୍ତି । ପୁରୀଘାଟ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଗତକାଲି ବର୍ଷା ଖାଉଥିବା ସମୟରେ ଦୁଇ ଜଣ ଅଜଣା ପୁରୁଷ ତାଙ୍କ
Read More...

ଏଲଏସିରେ ଉତେଜନା: ଚୀନକୁ ଭାରତର କଡା ଜବାବ

ନୂଆଦିଲ୍ଲୀ- ଏଲଏସିରେ ଚୀନା ସେନା ପକ୍ଷରୁ ଗୁଳିମାଡ । ଦକ୍ଷିଣ ପାଙ୍ଗଙ୍ଗ ଅଂଚଳରେ ଚୀନ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ତେବେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ସୀମାରେ ସଜାଗ ରହିଥିବା ଭାରତୀୟ ସେନା ଏହାର କଡା ଜବାବ ଦେଇଛି । ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିମାଡ
Read More...

୨୦୨୧ ପ୍ରାରମ୍ଭରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ୍ରମାଗତ ଭାବେ ମହାକାଶରେ ନୂତନ ରେକର୍ଡ ପ୍ରତିଷ୍ଠା କରୁଛି। ଏହି ପର୍ଯ୍ୟାୟରେ ଆଉ ଏକ ସଫଳତା ଯୋଡିବାକୁ ପ୍ରସ୍ତୁତ ହୋଇ ଇସ୍ରୋ, ୨୦୨୧ ପ୍ରାରମ୍ଭରେ ଚନ୍ଦ୍ରଯାନ-୩ ଅଭିଯାନ  ଆରମ୍ଭ କରିପାରେ। କେନ୍ଦ୍ର ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର
Read More...

କୋକାକୋଲା ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଦାୟିତ୍ୱ ନେବେ ସଙ୍କେତ ରାୟ

ଭୁବନେଶ୍ୱର- ଓଡିଆ ପୁଅ ସଙ୍କେତ ରାୟ କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଦାୟିତ୍ୱ ନେବେ । ୨୦୨୧ ଜାନୁଆରୀ ୧ ତାରିଖରେ ସେ ଟି କୃଷ୍ଣକୁମାରଙ୍କ ଠାରୁ ଦାୟିତ୍ୱ ନେବେ । ବର୍ତମାନ ସଙ୍କେତ କୋକାକୋଲା ଚାଇନାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି । ସେ ଭୁବନେଶ୍ୱର ଡିଏମ ସ୍କୁଲରେ
Read More...

କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବଇ :  ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି ଯେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଶାହା ମୋତେ କିଛି ଦିନ ପରେ
Read More...