ଶାଶୁଘର ଛାଡିବେନି ବର୍ଷା
ଭୁବନେଶ୍ୱର- ଶାଶୁଘର ଛାଡିବେନି ବର୍ଷା । ବର୍ଷାଙ୍କ ଓକିଲ ରାମକୃଷ ରଥ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶାଶୁଘରେ ରହି ଆଇନ ଅନୁସାରେ ନିଜକୁ ସୁରକ୍ଷା ଦେବେ । ସେ ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ଚାହୁଁଛନ୍ତି ଓ ନିଜ ସ୍ୱାମୀଙ୍କୁ ସୁପଥକୁ ଆଣିବା ପାଇଁ କହିଛନ୍ତି । ଘରୋଇ!-->…
Read More...
Read More...