ଏକ ବର୍ଷରେ ଦେଢ ଲକ୍ଷରୁ ଅଧିକ ବିଦ୍ୟୁତ ବିଲ
ରାୟଗଡା- ଘରେ ମାତ୍ର ଗୋଟିଏ ଲାଇଟ କିନ୍ତୁ ବିଦ୍ୟୁତ ବିଲ ଆସିଛି ଏକ ଲକ୍ଷ ୫୫ ହଜାର ଟଙ୍କା । ଏଭଳି ଘଟଣା ରାୟଗଡା ଜିଲ୍ଲା ପାଲୁରୁପାଡୁ ଗ୍ରାମରେ ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଏଭଳି ବିଲ ଆସିଥିବା ଅଭିଯୋଗ ହୋଇଛି । ସୂଚନାଅନୁଯାୟୀ!-->…
Read More...
Read More...