ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ
ଭୁବନେଶ୍ୱର- ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ । ବିଧାନସଭାରେ ସ୍ୱତନ୍ତ୍ର କାଂଉଟର କରାଯାଇ ସବୁ ବିଧାୟକ ଓ ଷ୍ଟାଫଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାନସଭାର ୫ ଦିନ ପରେ ମଧ୍ୟ ବିଧାୟକଙ୍କ ରାପିଡ ଟେଷ୍ଟ କରାଯିବ । ଏଥିସହ ବିଧାନସଭାକୁ ଆସୁଥିବା!-->…
Read More...
Read More...