Browsing Category

ପ୍ରମୁଖ ଖବର

ରାଜ୍ୟରେ ଗତ ୨୪ ଘଂଟାରେ ୫୦,୩୯୩ କରୋନା ଟେଷ୍ଟ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ୫୦,୩୯୩ କରୋନା ସାମ୍ପୁଲ ଟେଷ୍ଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟ ୮୭୯୪ କରାଯାଇଥିବା ବେଳେ ରା଼ପିଟ ଆଂଟିଜେନ ଟେଷ୍ଟ ୪୧ ଓ ଟ୍ରୁନଟ ଟେଷ୍ଟ ୧୪୮ ରହିଛି ।
Read More...

ଆଜି ପୃଥିବୀ ଦେଇ ଅତିକ୍ରମ କରିବ ଉଲକାପିଣ୍ଡ

ନୂଆଦିଲ୍ଲୀ- ଆଜି ଅପରାହ୍ମଣରେ ପୃଥିବୀ ଦେଇ ଅତିକ୍ରମ କରିବ ଉଲକାପିଣ୍ଡ । ଏହା ପୃଥିବୀ ଠାରୁ ୭୭ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ । ଯାହାକି ପୃଥିବୀ-ଚନ୍ଦ୍ରର ଦୂରତା ଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ । ଏହି ଉଲକାପିଣ୍ଡର ବ୍ୟାସ ୧୨୦ରୁ ୨୭୦ ରହିଛି । ବୈଜ୍ଞାନିକମାନେ
Read More...

ରାଜ୍ୟରେ ଆଖି ବୁଜିଲେ ଆଉ ୮ ଆକ୍ରାନ୍ତ

ଭୁବନେଶ୍ୱର- ଆଜି ରାଜ୍ୟରେ ୮ ଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪, ଖୋର୍ଦ୍ଧା, ରାୟଗଡା, ସୁନ୍ଦରଗଡ ଓ କୋରାପୁଟରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିିଭିନ୍ନ ରୋଗରେ
Read More...

ରାଜ୍ୟରେ ୨୪ଘଂଟାରେ ୩,୮୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩,୮୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୮୬ ଓ ସ୍ଥାନୀୟ ସଂକ୍ରମିତ ୧୫୨୪ ରହିଛି । ଚିିହ୍ନଟ ସଂକ୍ରମିତଙ୍କ ମଧ୍ୟର ଖୋର୍ଦ୍ଧାରୁ ସର୍ବାଧିକ ୭୯୭ , କଟକ ୩୨୨, ଗଞ୍ଜାମ ୧୦୮, ଯାଜପୁର
Read More...

ବୋମା ତିଆରି ବେଳେ ବିସ୍ଫୋରଣ

ଦେଓଗଡ- ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଘଟଣ ଘଟିଛି ଦେବଗଡ ଥାନା ଅନ୍ତର୍ଗତ କଲାଂଟିଚିଲାଣ୍ଡିଖୋଳ ଗାଁରେ । ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁ । ସୂଚନାଅନୁଯାୟୀ ଗତକାଲି ରାତିରେ ଜଣେ ସମ୍ପର୍କୀୟ ଘରକୁ ଯାଇ ବୋମା ପ୍ରସ୍ତୁତ
Read More...

ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଅଘଟଣ

ଝାରସୁଗୁଡା- ସ୍ଥାନୀୟ ଓପିଜିସି ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ୩ ନମ୍ବର ୟୁନିଟରେ ଆସ ହାଣ୍ଡଲିଂ ପ୍ଳାଣଂଟର ହପର୍ ଖସି ପଡିବାରୁ ୪ ଜଣ ଶ୍ରମିକ ଆହାତ ହୋଇଛନ୍ତି । ଆହାତଙ୍କୁ ପ୍ରଥମେ ଓପିଜିସି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା
Read More...

ଦୁର୍ଘଟଣାରେ ୮ ଓଡ଼ିଆ ମୃତ

ରାୟପୁର: ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରଟକୁ ଯାଉଥିବା ବସ୍ ଆଜି ଛତିଶଗଡ଼ର ଚେରିଖେଦି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ ଘଟିଥିଲା ବେଳେ ଡାକ୍ତର ଖାନାରେ ଆଉ ଜଣଙ୍କର
Read More...

ଭୁବନେଶ୍ୱରରୁ ୪୦୯ ନୂଆ କରୋନା ପଜିଟିଭ

ଭୁବନେଶ୍ୱର - ଆଜି ଭୁବନେଶ୍ୱରରୁ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୨ ହୋଇଥିବା ବେଳେ ୧୬୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ୩୪୪ ଜଣ ଆରୋଗ୍ୟଲାଭ କରିଛନ୍ତି ।
Read More...

ଆସନ୍ତାକଲି ପ୍ରକାଶ ପାଇବ ଆଇପିଏଲ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ- ଆସନ୍ତାକାଲି ଜାରି ହେବ ଆଇପିଏଲ କାର୍ଯ୍ୟସୂଚୀ । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର ୪ ତାରିଖରେ ଆଇପିଏଲ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିିସିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ । କିନ୍ତୁ କୌଣସି କାରଣ
Read More...

ଖୋର୍ଦ୍ଧା ଓ ବୈଦ୍ଧ ଜିଳ୍ଲାର ୨ ଶିକ୍ଷକ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର- ପବିତ୍ର ଗୁରୁ ଦିବସ ଅବସରରେ ଓଡିଶାର ୨ ଶିକ୍ଷକଙ୍କ ସମେତ ଦେଶର ୪୭ ଜଣ ଶିକ୍ଷକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ରଷ୍ଟ୍ରପତି ରାମନାଥ କୋବିନ୍ଦ ଭିଡିଓ କନଫରେସିଂ ଜରିଆରେ ଜାତୀୟ ଶିକ୍ଷକ ସମ୍ମାନୀତ କରିଛନ୍ତି । ଓଡିଶା ବୌଦ୍ଧ ଜିଲ୍ଲାର ହରଭଙ୍ଗା ସରସରା ଉଚ୍ଚ
Read More...