Browsing Category

ପ୍ରମୁଖ ଖବର

ଭୁବନେଶ୍ୱରରୁ ୪୦୯ ନୂଆ କରୋନା ପଜିଟିଭ

ଭୁବନେଶ୍ୱର - ଆଜି ଭୁବନେଶ୍ୱରରୁ ୪୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୪୨ ହୋଇଥିବା ବେଳେ ୧୬୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ୩୪୪ ଜଣ ଆରୋଗ୍ୟଲାଭ କରିଛନ୍ତି ।
Read More...

ଆସନ୍ତାକଲି ପ୍ରକାଶ ପାଇବ ଆଇପିଏଲ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ- ଆସନ୍ତାକାଲି ଜାରି ହେବ ଆଇପିଏଲ କାର୍ଯ୍ୟସୂଚୀ । ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ଏନେଇ ସୂଚନା ଦେଇଛନ୍ତି । ପୂର୍ବରୁ ସେପ୍ଟେମ୍ବର ୪ ତାରିଖରେ ଆଇପିଏଲ କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିିସିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ । କିନ୍ତୁ କୌଣସି କାରଣ
Read More...

ଖୋର୍ଦ୍ଧା ଓ ବୈଦ୍ଧ ଜିଳ୍ଲାର ୨ ଶିକ୍ଷକ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର- ପବିତ୍ର ଗୁରୁ ଦିବସ ଅବସରରେ ଓଡିଶାର ୨ ଶିକ୍ଷକଙ୍କ ସମେତ ଦେଶର ୪୭ ଜଣ ଶିକ୍ଷକ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ରଷ୍ଟ୍ରପତି ରାମନାଥ କୋବିନ୍ଦ ଭିଡିଓ କନଫରେସିଂ ଜରିଆରେ ଜାତୀୟ ଶିକ୍ଷକ ସମ୍ମାନୀତ କରିଛନ୍ତି । ଓଡିଶା ବୌଦ୍ଧ ଜିଲ୍ଲାର ହରଭଙ୍ଗା ସରସରା ଉଚ୍ଚ
Read More...

ପ୍ରକାଶ ପାଇଲା ଯୁକ୍ତ ୨ କଳା ରେଜଲ୍ଟ

ଭୁବନେଶ୍ୱର- ପ୍ରକାଶ ପାଇଲା ଚଳିତ ବର୍ଷ ଯୁକ୍ତ ୨ କଳା ପାରୀକ୍ଷା ରେଜଲ୍ଟ । ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଝିଅ । କଳାରେ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୧ ଲକ୍ଷ ୪୮ ହଜାର ୪୫୨ ପରୀକ୍ଷାର୍ଥୀ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍
Read More...

ମସ୍‌ଜିଦ୍‌ରେ ଏୟାର କଣ୍ଡିସନର ବିସ୍ଫୋରଣ : ୧୨ ମୃତ ୨୫ ଆହତ

ଢାକା- ଢକାର ଏକ ମସ୍‌ଜିଦ୍‌ରେ ୬ଟି ଏୟାର କଣ୍ଡିସନ ଏକକାଳୀନ ବିସ୍ଫୋରଣ ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହାତ ହୋଇଛନ୍ତି । କିନ୍ତୁ ଆହାତଙ୍କ ୯୦ ପ୍ରତିଶତ ପୋଡି ଯାଇଥିବାରୁ ଅତି ସଙ୍କଟଜନକ ଅବସ୍ଥାରେ ଅଛନ୍ତି । ଗ୍ୟାସ ଲିକ କାରଣରୁ ଏସିଗୁଡିକ ଫାଟିଥିବା ସନ୍ଦେହ
Read More...

ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ରିମାଣ୍ଡରେ ଗଲେ ରିଆ ଚ୍ରକବର୍ତୀଙ୍କ ଭାଇ ସୌଭିକ

ମୁମ୍ବାଇ- ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ଭାଇ ସୌଭିକ ଏବଂ ସୁଶାନ୍ତ ସିଂହରାଜପୁତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡଙ୍କୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଏନସିବି । ସୌଭିକଙ୍କୁ ରିମାଣ୍ଡରେ ନେବା ପ୍ରକ୍ରିୟାକୁ ତାଙ୍କ ଓକିଲ ବିରୋଧ କରିଥିଲେ । ରିମାଣ୍ଡ ବେଳେ
Read More...

ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର- ଆଇନଜୀବୀଙ୍କ ପାଇଁ ଖୁସି ଖବର । ଏଣିକି ଦୁର୍ବିପାକ, ମହାମାରୀରେ ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା । ଆଇନଜୀବୀ କଲ୍ୟାଣ ପାଣ୍ଠି ୧୯୮୭ ଆଇନରେ ଆର୍ଥିକ ସୟାହତା ପାଇଁ ବାଟ ଫିଟିଛି । ଏନେଇ ସରାକର ଗେଜଟ ନୋଟିଫିକେସନ ଜାରି କରିଛନ୍ତି । ପୂର୍ବରୁ ମୃତ୍ୟୁ ଓ ଅବସର ପରେ
Read More...

ଅନୁଭବଙ୍କ ବିରୋଧରେ ଏସଡିଜିଏମ କୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର- ସ୍ୱାମୀ ଅନୁଭବଙ୍କ ବିରୋଧରେ ଏସଡିଜିଏମ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶନୀ । ପାରିବାରିକ ହିଂସା ବିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି । ବର୍ଷା କରିଥିବା ଏତଲା ଜିଲ୍ଲା କୋର୍ଟଙ୍କ ଅଫିସଆଲ ୱେବସାଇଟରେ ସୂଚନା ପ୍ରଦାନ କରାଯାଇଛି ।
Read More...

ପ୍ରେସକ୍ରିପସନ ନଥିଲେ ହୋଇପାରିବ କୋଭିଡ ଟେଷ୍ଟ

ନୂଆଦିଲ୍ଲୀ- ଏଣିକି ପାଖରେ ଡାକ୍ତରଙ୍କ ପ୍ରେସକ୍ରିପସନ ନଥିଲେ ମଧ୍ୟ ପରୀକ୍ଷାଗାରକୁ ଯାଇ କୋଭିଡ ଟେଷ୍ଟ କରିପାରିବେ । ପୂର୍ବରୁ କୋଭିଡ ଟେଷ୍ଟ ସମୟରେ ପ୍ରେସକ୍ରିସନ ଅନିର୍ବାର୍ଯ୍ୟ ରହିଥିଲା । ଯାହାକୁ ସରକାର ଏବେ ବଦାଳଇ ଦେଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା
Read More...

୨୦୨୧ ମସିହା ପର୍ଯ୍ୟନ୍ତ କରୋନା ପ୍ରଭାବ

ନୂଆଦିଲ୍ଲୀ- ମହାମାରୀ କରୋନା ସମଗ୍ର ଦେଶକୁ ଥରହର କରୁଥିବା ବେଳେ ତାକୁ ନେଇ ଆସିଛି ରୋଚକ ତଥ୍ୟ । ଦେଶ ଏବର୍ଷ କରୋନା ଭୂତାଣୁ ମୁକ୍ତ ହୋଇପାରିବ ନାହିଁ । ୨୦୨୧ ମସିହାରେ ଭାତର ବିଭିନ୍ନ ଯାଗାରେ ଏହାର ପ୍ରଭାବ ରହିବ ବୋଲି ଏମ୍ସ ନିର୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ।
Read More...