Browsing Category

ପ୍ରମୁଖ ଖବର

ବିଜେଡିି ନେତା ଦୀପ୍ତିକାନ୍ତ ପରିଜାଙ୍କ ଅକାଳ ବିୟୋଗ

ଭୁବନେଶ୍ୱର- କେନ୍ଦ୍ରପଡା ଜିଲ୍ଲାର ଅନ୍ୟତମ ବିଜେଡି ନେତା ଦୀପ୍ତିକାନ୍ତ ପରୀଜାଙ୍କ ସଡକ ଦୁର୍ଘଟଣାରେ ଆଜି ଅକାଳ ବିୟୋଗ ଘଟିଛି । ପାଟକୁରା ଅଂଚଳର ଏହି ଯୁବ ରାଜନେତା ଶ୍ରୀ ପରିଜାଙ୍କୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଓଡିଶା ମୋ ପରିବାର’ ଯୁ୍ଗ୍ମ ସଚିବ ଭାବେ ନିଯୁକ୍ତି
Read More...

ରାଜ୍ୟରେ ୧୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱାର- ରାଜ୍ୟରେ ଆଜି ପୁଣି ୧୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩, ଖୋର୍ଦ୍ଧା ୨, ପୁରୀ, ରାୟଗଡା, ସମ୍ବଲପୁର, ଜଗତସଂହପୁର, ବାଲେଶ୍ୱର ଓ ଭଦ୍ରକ ଜିଳ୍ଲାରୁ ଜଣେ
Read More...

ରାଜ୍ୟର ୨୯ ଜିଲ୍ଲାରୁ ୩,୨୧୯ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୩,୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧,୯୩୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧,୨୮୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ
Read More...

ସଂସଦ ଅଧିବେଶନରେ ରହିବନି ପ୍ରଶ୍ନକାଳ

ନୂଆଦିଲ୍ଲୀ- କରୋନା ମହାମାରୀ ପାଇଁ ଚଳିତ ବବର୍ଷ ସଂସଦ ମୌସୁମୀ ଅଧିବେଶନେର ପ୍ରଶ୍ନକାଳ ରହିବନି । ଏନେଇ ରାଜ୍ୟସଭା ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆସନ୍ତା ସେପ୍ଟମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଏହି ଅଧିବେଶନ ଚଲିବ । ସଂସଦରେ ପ୍ରବେଶ ପୂର୍ବରୁ ସାଂସଦ କରୋନା
Read More...

ୟୁଜି ଓ ପିଜି ଫାଇନାଲ ପରୀକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର ନୂଆ ଗାଇଡଲାନ

ଭୁବେନଶ୍ୱର- କୋଭିଡ କଟକଣା ଭିତରେ ହେବ ଚଳିତ ବର୍ଷର ୟୁଜି ଓ ପିଜି ଶେଷ ସେମିଷ୍ଟାର ପାରୀକ୍ଷା । ଏଥିପାଇଁ ଉକ୍ରଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ୟୁଜି ପରୀକ୍ଷା ଅଫଲାଇନ ଓ ମଲ୍ଟିପଲ ଚଏସ ଦ୍ୱାରା କରାଯିବ । ସେହିପରି ପିଜି ପରୀକ୍ଷା ଅନଲାଇନରେ ହେବ ।
Read More...

ଆଜି ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନଟେ ବୈଠକ । ଅପରାହ୍ନ ୫ଟାରେ ଐତିହ୍ୟ କ୍ୟାବିନେଟ ବୈଠକ । ୫.୧୫ରେ କୃଷି କ୍ୟାବିନେଟ ବୈଠକ ଓ ଅପରାହ୍ନ ୫.୪୫ମିନିଟରେ ସାଧାରଣ କ୍ୟାବିନେଟ ବୈଠକ ବସିବ । ଏହି ବୈଠକରେ କିଛି
Read More...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ଏରସମା : ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ମହିଳାଙ୍କ ଶାଶୁ ଘର ଲୋକେ ହତ୍ୟା କରିଥିବା ଅଭିଯୋଗ , ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଉଥିବା ବେଳେ ପୁଲିସ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି । ଏହି ଘଟଣା ଘଟିଛି ଜଗସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଗୋଡା ପଂଚାୟତ ଆଂଉରୀବିର
Read More...

କଟକ ସିଏମସି ଓ ଡିସିପି କାର୍ଯ୍ୟାଳୟକୁ ସାଧରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

କଟକ-କଟକ ସିଏମସି ଓ ଡିସିପି କାର୍ଯ୍ୟାଳୟରେ କରୋନା ପଜିଟିଭ ଚିହ୍ନଟ ହେବାପରେ ସାଧରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସିଏମସି ଅଫିସ ୧୫ ଦିନ ଓ ଡିସିପି ଅଫିସ ୭ ଦିନ ଯାଏଁ ସାଧାରଣ ଲୋକେ ଯାଇପାରିବେନି ।
Read More...

ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢିଲା ସ୍ୱର୍ଗଦ୍ୱାର ଶବଦାହ ଅବଧି

ପୁରୀ- ସ୍ୱର୍ଗର୍ଦ୍ୱାର ଶବଦାହ ଅବଧିକୁ ଆଉ ମାସେ ଘୁଂଚାଇ ଦେଇଛନ୍ତି ଜିଳ୍ଲାପାଳ ବଲୱନ୍ତ ସିଂ । ଅର୍ଥାତ୍ ସେପ୍ଟେମମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିହାର ଜିଳ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାରରେ ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ କଟକଣା ଲଗାଯାଇଛି । ତେବେ କେବଳ ପୁରୀ
Read More...

ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସାଇକୋ ଲେଡି

ଭୁବନେଶ୍ୱର- ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ନୂଆ ଟ୍ୱିଷ୍ଟ । ଜଣେ ସାଇକୋ ଲେଡିକୁ ନେଇ ତାଙ୍କ ବାପା ଆଣିଲେ ସଙ୍ଗିନ ଅଭିଯୋଗ । ବାହାଘର ପୂର୍ବରୁ ଜଣେ ଯୁବତୀ ଆଦିତ୍ୟଙ୍କୁ ବ୍ଳାକମେଲିଂ କରୁଥିଲା । ଏ ଦିଗରେ କ୍ରାଇମବ୍ରାଂଚ ତଦନ୍ତ ନ କରୁଥିବାରୁ ସିବିଆଇ ତଦନ୍ତ ଦାବି ନେଇ ଆମେ
Read More...