Browsing Category

ପ୍ରମୁଖ ଖବର

ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର- ଆସନ୍ତା ୨୪ଘଂଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶା ଏବଂ ଉପକୂଳ ଓଡିଶାରେ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି,କନ୍ଧମାଳ, ବୌଦ୍ଧ, ଝାସୁଗୁଡା,ବରଗଡ,
Read More...

ଆଦିତ୍ୟ ମୃତ୍ୟୁ ମାମଲାର ନୂଆ ମୋଡ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଆଦିତ୍ୟ ମୃତ୍ୟୁମାମଲାରେ ଜଣେ ସାଇକୋ ଲେଡିଙ୍କ ହାତ ଅଛି ବୋଲି ତାଙ୍କ ବାପା କହୁଥିବା ବେଳେ ଆଜି ତାଙ୍କ ମା ମଧ୍ୟ ସମାନ କଥା କହିଛନ୍ତି । ଆମେ ସନ୍ଦେହ କରୁଛୁ, ମୋ ପୁଅ ମୃତ୍ୟୁରେ ସେ ଯୁବତୀଙ୍କ
Read More...

ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ଗୃହ ବିଭାଗର ନୂଆ ଏସପିଓ

ଭୁବନେଶ୍ୱର- ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ଗୃହ ବିଭାଗ ପକ୍ଷରୁ ନୂଆ ଏସପିଓ ଜାରି କରାଯାଇଛି । କୋର୍ଟରେ ହାଜର ହେବା ପୂର୍ବରୁ ଅଭିଯୁକ୍ତଙ୍କ କରୋନା ଟେଷ୍ଟ କରାଯିବ । ଯଦି ରିପୋର୍ଟ ପଜିଟିଭ ଆସେ ତେବେ ତାଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯିବ । କରୋନାରୁ ସୁସ୍ଥ
Read More...

ହସ୍ତ ଓ ବୟନ ଶିଳ୍ପମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ କରୋନା

ଭୁବନେଶ୍ବର : ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମନ୍ତ୍ରୀ ବର୍ତ୍ତମାନ ହୋମ୍ ଆଇସୋଲେସନରେ ରହିଥିବା ସୂଚନା ମିଳିଛି। କରୋନାରେ ସଂକ୍ରମିତ ହେବାପରେ ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ କରୋନା ପରୀକ୍ଷା
Read More...

ସେପ୍ଟେମ୍ବର ୫ରେ ଯୁକ୍ତ ୨ କଳା ରେଜଲ୍ଟ

ଭୁବନେଶ୍ୱର- ଆସନ୍ତା ୫ରେ ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ । ଏନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମାହାମାରୀ କରୋନା ପାଇଁ ସବୁ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଉଛି । ଅଗଷ୍ଟରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିଲା
Read More...

କରୋନାରେ ଆଖି ବୁଜିଲେ ଆଉ ୮ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଆଜି କରୋନା ନେଲା ଆଉ ୮ ମୁଣ୍ଡ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ୮ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩, କଟକ ୨, ଖୋର୍ଦ୍ଧା, କନ୍ଧମାଳ ଓ ବାଲେଶ୍ୱରରୁ ଜଣେ ଲେଖାଏଁ ରହିଛନ୍ତି । କନ୍ଧମାଳରୁ ପ୍ରାଣ ହରାଇଥିବା
Read More...

୩୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ୩୬୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୧୪ ଓ ସ୍ଥାନୀୟ ସଂକ୍ରମିତ ୧୪୧୭ ରହିଛି । ଆଜି ପୁଣି ଖୋର୍ଦ୍ଧାରେ ରେର୍କଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୨
Read More...

ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବେନେଶ୍ୱର- ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଜଣେ ବରିଷ୍ଠ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ରମେଶଙ୍କ ଅଫିସ ସମେତ ୬ଟି ସ୍ଥାନରେ ଚଢାଉ ଚାଳଛି । ଭୁବେନଶ୍ୱର, କଟକ, ଯାଜପୁର ଓ ପୁଡୁଚେରୀରେ ଥିବା ଘରେ ରେଡ ଚଲିଛି । ରମେଶଙ୍କ ପରିବାର
Read More...

ଖୋଲିବ ବାର ଓ ରେଷ୍ଟୁରାଂଟ

ଭୁବନେଶ୍ୱର- ଏଣିକି ରେଷ୍ଟୁରାଂଟରେ ବସି ଖାଇପାରିବେ ଜନସାଧାରଣ । ରାଜ୍ୟବ୍ୟାପୀ ବାର ଓ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏନେଇ ପର୍ଯ୍ୟଟନ ନିର୍ଦେଶକ ତଥା ଅତିରିକ୍ତ ସଚିବ ସଚିନ ରାମଚନ୍ଦ୍ର ଯାଦବ ଓଡିଶା ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ, ପଶ୍ଚିମଓଡିଶା
Read More...

ରାଜଧାନୀରୁ ୫୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୫୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୨୦ ଓ ୩୨୧ ଲୋକାଲ କେସ୍ ରହିଛି । ଭୁବନେଶ୍ୱର ମହାନଗର ନିଗମ ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୩୦୦ ଜଣ ଆରୋଗ୍ୟଲାଭ
Read More...