Browsing Category

ପ୍ରମୁଖ ଖବର

ଅଟ୍ରି ଉଷ୍ମ ପ୍ରସ୍ରବଣରେ ବନ୍ୟାଜଳ

ଖୋର୍ଦ୍ଧା- ମହାନଦୀର ଶାଖା ନଦୀରେ ବନ୍ୟା ଜଳ ଆସିବା ଯୋଗୁଁ ଖୋର୍ଦ୍ଧା ଅଟ୍ରି ଉଷ୍ମ ପ୍ରସ୍ରବଣ କେନ୍ଦ୍ର ଭିତରେ ୪ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବେଶ କରିଛି । ଏଥିସହ ବାଙ୍କୀ ଓ ତୁଳସୀପୁର ଜଳାର୍ଣ୍ଣବ ହୋଇଛି । ସେହିପରି ଦୟାନଦୀରେ ଆଜି ୩୦ ଫୁଟର ଘାଇ ସୃଷ୍ଟି ହୋଇ କଣାସ ବ୍ଳକର
Read More...

ମହାନଦୀରେ ବଡ ବନ୍ୟା!

ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାଜ୍ୟର ଉପକୂଳ ଅଞ୍ଚଳରେ ନାହିଁ ନଥିବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାଯିବା ଯୋଗୁଁ ଉପକୂଳ ଓଡିଶାରେ ବଡ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ
Read More...

ବନ୍ୟାରେ ପ୍ରଭାବିତ ୧୦ ଜିଲ୍ଲାର ୫୪ ବ୍ଳକ

ଭୁବନେଶ୍ୱର- ରାଜ୍ୟରେ ଲାଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖିଦେଇଛି । ବିଶେଷ କରି ମହାନଦୀର ଜଳସ୍ତର ଚିନ୍ତାର କାରଣ ପାଲଟିଛି । ରାଜ୍ୟର ୧୦ଟି ଜିଲ୍ଲାର ୫୪ଟି ବ୍ଳକ ୧୨୭୬ଟି ଗ୍ରାମ ପ୍ରଭାବିତ ହୋଇଛି । ଏହି ୧୦ଟି ଜିଲ୍ଲା ଗୁଡିକ ହେଲା କଟକ, ଜଚତସିଂହପୁର,
Read More...

ଦୈଡାରାଣୀ ଦୂତିଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରଷ୍କାର

ଭୁବନେଶ୍ୱର- ଜାତୀୟ କ୍ରିଡା ଦିବସ ଅବସରରେ ଦୈଡାରାଣୀ ଦୂତିଚାନ୍ଦଙ୍କୁ ମିଳିଲା ଅର୍ଜୁନ ପୁରଷ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୂତିଚାନ୍ଦଙ୍କ ସମେତ ୨୪ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଚଳିତବର୍ଷ କରୋନା ମହାମାରୀ ପାଇଁ ପୁରସ୍କାର ବିତରଣ ଉତ୍ସବ ଅନଲାଇନରେ
Read More...

ଜାମ୍ମୁକାଶ୍ମୀର ପୁଲୱାମାରେ ପୁଣି ଏନକାଉଂଟର

ଶ୍ରୀନଗର- ଜାମ୍ମୁକାଶ୍ମୀର ପୁଲୱାମାରେ ପୁଣି ଏନକାଉଂଟର । ଏହି ଏନକାଉଂଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ପରିଚୟ ମିଳିପରିନି । ଜାମ୍ମୁକାଶ୍ମୀରର ଜାଦୁରା ଅଂଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇଁ ପୋଲିସ, ସେନା, ସିଆରପିଏଫ ପକ୍ଷରୁ ମିଳିତ ଅପେରସନ କରାଯାଇଥିଲା ।
Read More...

ସେପ୍ଟେମ୍ବର ପହିଲାରୁ ମନ୍ଦିର ଖୋଲିବା ନେଇ ସେବାୟତ ସଂଘ ପକ୍ଷରୁ ଦାବି

ଭୁବନେଶ୍ୱର- ଦୀର୍ଘ ୬ ମାସ ଧରି ବନ୍ଦ ରହିଥିବା ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ସେପ୍ଟେମ୍ବର ପହିଲାରୁ ଖୋଲିବା ପାଇଁ ସେବାୟତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି । କରୋନା କଟକଣା ପାଇଁ ମନ୍ଦିର ଭିତରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ୧ ଲକ୍ଷରୁ ଅଧିକ ସେବାୟତ ଏବେ
Read More...

ରାଜ୍ୟରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର- ଆଜି ଉତର ଆଭ୍ୟନ୍ତରୀଣ ଓଡିଶା ଜିଲ୍ଲାମାନଙ୍କରେ ସ୍ୱଳ୍ପରୁୁ ମଧ୍ୟମ ଧରଣା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଳଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି,ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ
Read More...

ବନ୍ୟାସ୍ଥିତିର ମୁକାବିଲା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା କରିବା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଓ.ଡି.କ, ସିଂହଙ୍କୁ କଟକ ଜିଲ୍ଳା, ବାଲେଶ୍ୱରର ବିଶାଲ ଦେବ, ଭଦ୍ରକ ବିଷ୍ଣୁପଦ ସେଠୀ, ଯାଜପୁର ଭି.ଭି ଯାଦବ ଓ
Read More...

ଗୋଟିଏ ଦିନରେ ଖୋର୍ଦ୍ଧାରେ ୭୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା: ଦ୍ୱିତୀୟରେ ରାୟଗଡା

ଭୁବନେଶ୍ୱର- ଗତ ୨୪ ଘଂଟାରେ ରାଜ୍ୟରେ ୩୨୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୮୭ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୨୬୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ
Read More...

ରାଜ୍ୟରେ ଆଉ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ଆଜି କରୋନାରେ ୧୪ ଜଣଙ୍କ ଜୀବନ ଯାଇଛି । ଏନେଇ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକ ୧୪ଜଣଙ୍କ ମଧ୍ୟରୁ ବାଲେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ହୋଇଥିବା ବେଳେ ବରଗଡ, ଯାଜପୁର, ପୁରୀ ଓ
Read More...