ରାଜ୍ୟରେ ୨୬୦୨ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର- ରାଜ୍ୟରେ ଗତ ୨୪ଘଂଟାରେ ୨୬୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୫୬୧ ଓ ୧୦୪୧ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସୂଚନା ଓ ଲୋକ ସଂପର୍କ ପକ୍ଷରୁ ଏହି ସୂଚନା ମିଳିଛି । ଖୋର୍ଦ୍ଧା ଜିଳ୍ଲାରୁ ସର୍ବାଧିକ ୬୧୬ ,କଟକ ୨୩୬,!-->…
Read More...
Read More...