Browsing Category

ପ୍ରମୁଖ ଖବର

ଭୁବନେଶ୍ୱରରୁ ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜଧାନୀରୁ ପୁଣି ଆଜି ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୮୩ ଓ ୨୦୩ ଲୋକାଲ କେସ୍ ରହିଛି । ଅନ୍ୟପକ୍ଷରେ ୨୧୩ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଭୁବନଶ୍ୱେରରେ ମୋଟ ୮୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨୪ ସୁସ୍ଥ
Read More...

ଖୋଲିଲା ହୀରାକୁଦର ଆଉ ୪ ଗେଟ

ସମ୍ବଲପୁର- ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳସ୍ତର ବୃଦ୍ଧି ପାଇଛି । ତେଣୁ ହୀରାକୁଦର ଆଉ ୪ଟି ଗେଟ ଖୋଲିଛି । ଏହାକୁ ମିଶାଇ ୧୬ଟି ଗେଟ ଖୋଲାଯାଇଛି । ଏହି ୧୬ ଟି ଗଟେ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମ ଭିତରକୁ ଯେତିକି ପାଣି ନିଷ୍କାସିତ ହେଉଛି ତାଠାରୁ ଦୁଇ ଗୁଣ ଜଳ
Read More...

ଲାଇ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୭୦ଟି ପ୍ରଶ୍ନ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଫରେନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ବିଦ୍ୟାଶ୍ରୀଙ୍କୁ ୫ ଘଂଟା ଜେରାରେ ୭୦ ଟି ପ୍ରଶ୍ନ ପଚାରା ଯାଇଛି । ଏହି ପ୍ରଶ୍ନ ଗୁଡିକ କ୍ରାଇମବ୍ରାଂଚ ଟିମ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ଏହାପରେ
Read More...

କରୋନା ଯୋଦ୍ଧା ପିଲାଙ୍କ ପାଇଁ ସ୍କୁଲ ଫି ଛାଡ

ଭୁବନେଶ୍ୱର- କରୋନା ଯୋଦ୍ଧା ପିଲାଙ୍କ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି ଛାଡ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସ୍କୁଲ ଫି ଛାଡ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।
Read More...

ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର- ରାଜ୍ୟର ଲଘୁଚାପ ଜନିତ ଳଗାଣ ବର୍ଷା ଯୋଗୁଁ ବିିଭନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର
Read More...

ଗତ ୨୪ ଘଂଟାରେ ୬୮,୦୯୦ କରୋନା ଟେଷ୍ଟିଂଙ୍ଗ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୬୮,୦୯୦ କରୋନା ଟେଷ୍ଟିଂଙ୍ଗ ହୋଇଛି । ଦୈନିକ କରୋନା ଟେଷ୍ଟିଂଙ୍ଗ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସଂକ୍ରକ ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ଆରଟିପିସିଆର ୭୨୮, ରାପିଟ ଆଂଟିଜେନ ଟେଷ୍ଟ ୬୦,୮୮୬ ଓ ଟ୍ରୁନଟ ଟେଷ୍ଟ ୧୧୬ ରହିଛି ।
Read More...

ରାଜ୍ୟରେ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ପୁଣି ୭ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ମୃତକଙ୍କ ମଧ୍ୟରୁ ସମ୍ବଲପୁରରୁ ୩, ବରଗଡ ୨, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସମ୍ବଲପୁରରୁ ପ୍ରାଣ ହରାଇଥିବା ୩ ଜଣଙ୍କ ବୟସ ଯଥାକ୍ରମେ ୭୫,୫୮ ଓ ୬୦ ରହିଛି । ସେହିପରି ବରଗଡର ୨ ଜଣଙ୍କ
Read More...

ରାଜ୍ୟରେ ୯୦ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବଢିବାରେ ଲୠିଛି । ଅଗଷ୍ଟ ମାସରେ ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୩୩୮୪ ନୂଆ କରୋନା ପଜିଟଭି ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୧୨୮ ଓ ସ୍ଥାନୀୟ
Read More...

ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର- ମହାମାରୀ କରୋନାକୁ ଦୃଷ୍ଟିରେ ରଖି ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୋଦୀଙ୍କ ସହ ଫୋନରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପରୀକ୍ଷା ପାଇଁ ସମୟ ମଧ୍ୟ ଧାର୍ଯ୍ୟ ସରିଛି । ଏଭଳି
Read More...

ଫରେନସିକ ଲ୍ୟାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଭୁବନେଶ୍ୱର ଫରେନସିକ ଲ୍ୟାବରେ ଆରମ୍ଭ ହୋଇଛି । ବିଦ୍ୟାଶ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ ହୋଇଛି । ପ୍ରଶ୍ନ ପଚାରିବା ସମୟରେ ବିଦ୍ୟାଶ୍ରୀଙ୍କ ଗତିବିଧି, ଆଚରଣ,
Read More...