Browsing Category

ପ୍ରମୁଖ ଖବର

୩ ଦିନ ପାଇଁ ବରଗଡ ଜିଲ୍ଲାପାଳଙ୍କ ଅଫିସ୍ ବନ୍ଦ

ବରଗଡ- ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ ଦିନ ପାଇଁ କାର୍ଯ୍ୟାଳୟକୁ ସଟଡାଉନ ଘୋଷଣା କରାଯାଇଛି । ଅଜିଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ବରଗଡରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୪୫ରେ ପଂହଚିଥିବା
Read More...

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଆଦିତ୍ୟଙ୍କ ପତ୍ନୀ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ , ବାପାା ଓ ମା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ
Read More...

ମୟୂରଭଞ୍ଜରେ ୮୩୯୧ ସର୍ବାଧିକ କରୋନା ସାମ୍ପୁଲ ଟେଷ୍ଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସାମ୍ପୁଲ ଟେଷ୍ଟ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟାରେ ୫୮,୮୪୦ କରୋନା ଟେଷ୍ଟିଂଙ୍ଗ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଆରଟିପିସିଆର ଟେଷ୍ଟିଂଙ୍ଗ ୮୬୮୦, ରା଼ପିଟ
Read More...

ହୀରାକୁଦର ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର- ହୀରାକୁଦର ଆଉ ୪ ଟି ଗେଟ ଖୋଲା ଯାଇଛି । ବର୍ତମାନ ମୋଟ ୨୮ଟି ଗଟେ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଆଗକୁ ଆଉ ୩୬ଟି ଗେଟ ଖୋଲିଯିବାର ସମ୍ଭାବନା ରହିଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମ ଖୋଲିବା ଦ୍ୱାରା
Read More...

ଆସୁଛି ବଡ ବନ୍ୟା

କଟକ- ମହାନଦୀରେ ଆସୁଛି ବଡ ଧରଣା ବନ୍ୟା । ଏନେଇ ସୂଚନା ଦେଇଛନ୍ତି ଜଳ ସଂପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି । ଏବେ ହୀରାକୁଦ ଡ୍ୟାମର ମୋଟ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କିସିତ ହେଉଛି, ଓ ୬ ଲକ୍ଷ ୫୬ ହଜାର
Read More...

ୟୁଜି ଓ ପିଜି ପରୀକ୍ଷା ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ୟୁଜି ଓ ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ । ୟୁଜି ଓ ପିଜି ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତିର୍ଣ୍ଣ କରିହେବନି । ମହାମାରୀ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ତାରିଖ
Read More...

ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର- ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଆରଏମଆସିର ଟେକ୍ନିକାଲ ଓ ବିଏମସିର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ । ୨୫ ଟି ୱର୍ଡରେ ୫ ଟମ୍ ଏହି ସର୍ଭେ କରିବେ । ୨ ଟି ଗ୍ରୁପ କୁମ୍ୟନିଟି ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋର୍ଦ୍ଧାରୁ ୨, ରାୟଗଡା, ବଲାଙ୍ଗିର, ବରଗଡ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି ।
Read More...

ଚିହ୍ନଟ ହେଲେ ୩୬୮୨ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜି ୩୬୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର କରୋନା ହଟସ୍ପଟ ସାଜିଥିବା ଗଞ୍ଜମ ଜିଲ୍ଲାକୁ ପଛେରେ ଆଗରେ ରହିଛି ଖୋର୍ଦ୍ଧା । ପ୍ରତ୍ୟେକ ଦିନ ଖୋର୍ଦ୍ଧାରେ ରେକର୍ଡ ସଂଖ୍ୟାଙ୍କ ଆକ୍ରାନ୍ତ ଚିହ୍ନଟ
Read More...

ବିଦ୍ୟାଶ୍ରୀଙ୍କ ପରେ ୩ ସାଙ୍ଗଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶଙ୍କ ୩ ସହଯୋଗୀଙ୍କ ଭୁବନେଶ୍ୱର ଫରେନସିକ ଲ୍ୟାବରେ ଆରମ୍ଭ ହୋଇଛି ଲାଇ ଡିକେଟ୍ସନ ଟେଷ୍ଟ । ଗତକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ହୋଇଥିଲା ଏହି ଟେଷ୍ଟ । ବିଦ୍ୟାଶ୍ରୀଙ୍କୁ ୫ ଘଂଟା ଧରି ଟେଷ୍ଟ କରିଥିଲେ ଓ ୭୦ଟି ପ୍ରଶ୍ନ ପଚାରିଥିଲେ । ଆଦିତ୍ୟ ଦାଶ
Read More...