ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
କଟକ- ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏସଆରସି ପ୍ରଦୀପ ଜେନା ଏହି ସଂପର୍କରେ ସୂଚନା ଦେଇଛନ୍ତି । ବନ୍ୟା ଆଶଙ୍କା ସୃଷ୍ଟି ନେଇ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ ଜିଲ୍ଲାକୁ ସର୍ତକ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିଭଳି ନୟାଗଡ ଓ ଖୋର୍ଦ୍ଧା!-->…
Read More...
Read More...