୮ଟି ଜିଲ୍ଲାରେ ଲାଗୁ ହେଲା ଗହଣାରେ ହଲ୍ମାର୍କିଂ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍ମାର୍କିଂକୁ ରାଜ୍ୟର ୮ଟି ଜିଲ୍ଳାରେ ଲାଗୁ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଗଂଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜ ଓ ସମ୍ବଲପୁର । ଏହି ଜିଲ୍ଲାର ଅଳଙ୍କାର ଦୋକାନୀମାନେ କେବଳ!-->…
Read More...
Read More...