Browsing Category

ପ୍ରମୁଖ ଖବର

୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକ୍‌ଡାଉନ୍

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ବୃଦ୍ଧି କରିଛନ୍ତି । ଆଜି ଏଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହା ଘୋଷଣା କରି କହିଛନ୍ତି ଯେ, ସଂକ୍ରମଣକୁ ଦୃଷ୍ଟିରେ ରଖି
Read More...

ଦେଶରେ କମୁଛି ସଂକ୍ରମଣ, ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ୨୪ ଘଣ୍ଟାରେ ଆଉ ୪୫,୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୩,୬୨,୮୪୮କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୮୧୭
Read More...

କରୋନା ମୃତକଙ୍କୁ ଅନୁକମ୍ପା ସହାୟତା ଦିଅ

ନୂଆଦିଲ୍ଲୀ: ମହାମାରୀ କରୋନାରେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସଂକ୍ରାନ୍ତିୟ ଏକମାମଲାର ଶୁଣାଣୀ କରି ସର୍ବୋଚ୍ଚ ଅଦାଲତ ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ
Read More...

ସୀମାନ୍ତରେ ପୁଣି ୩ଟି ପାକ୍ ଡ୍ରୋନ୍‌

ଜମ୍ମୁ: କ୍ରମାଗତ ଚତୁର୍ଥ ଦିନରେ ଜମ୍ମୁର ତିନୋଟି ସ୍ଥାନରେ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଛି । ଗତ ରାତିର ଦ୍ୱିତୀୟାର୍ଦ୍ଧର ଶେଷ ଆଡ଼କୁ ଏହି ଡ୍ରୋନ୍‌ଗୁଡ଼ିକ ଜମ୍ମୁ ଅଞ୍ଚଳର ମିରନ୍ ସାହିବ, କାଲୁଚକ ଏବଂ କୁଞ୍ଜୱାନି ଅଞ୍ଚଳ ଆକାଶରେ ଉଡୁଥିଲେ । ଏହି ଘଟଣା ପରେ ସମଗ୍ର ଜାମ୍ମୁକାଶ୍ମୀରରେ
Read More...

ଦୂତୀ ଚାନ୍ଦଙ୍କୁ ଟୋକିଓ ଅଲିମ୍ପିକ୍ସ ଟିକେଟ

ନୂଆଦିଲ୍ଲୀ: ଓଡିଶାର ଦ୍ରୁତ ଧାବିକା ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବାପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିିଶ୍ୱ ରାଙ୍କିଂ ଆଧାରରେ ଦୂତୀ ଚାନ୍ଦ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ୧୦୦ ଓ ୨୦୦ ମିଟର ଦୌଡରେ ଦୂତୀ ଯୋଗ୍ୟତା ଅର୍ଜନ କରିଛନ୍ତି । ଏନେଇ ନିଜେ ଟ୍ୱିଟ କରି
Read More...

ଏସ୍‌ସିବିରେ ଏକ୍‌ମୋ ୟୁନିଟ୍ ପାଇଁ ଆଜି ଖୋଲିବ ଟେଣ୍ଡର

କଟକ: କଟକ ବଡ ଡାକ୍ତରଖାନାରେ ଏକ୍‌ମୋ (ଏକ୍ସଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜିନେସନ୍‌) ୟୁନିଟ୍ ଖୋଲିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ଏସ୍‌ସିବି ମେଡିକାଲର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଗଠିତ କମିଟିର ପରାମର୍ଶ କ୍ରମେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ
Read More...

କୋଭିଡ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ଦେବଗଡ: ଦେବଗଡ଼ରେ ବେଦାନ୍ତ ଗ୍ରୁପ୍ ସହଯୋଗରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଆଜି ଉଦ୍‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହାକୁ ଉଦ୍‌ଘାଟନ କରି କହିଥିଲେ ଯେ କୋଭିଡ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ
Read More...

ଦେଶରେ ୩୭,୫୬୬ ପଜିଟିଭ,୯୦୭ ମୃତ

ନୂଆଦିଲ୍ଲୀ,: ଦେଶରେ ଗତ ୨୪ ଘଂଟା ମଧ୍ୟରେ ୩୭,୫୬୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଗୋଟିଏ ଦିନରେ ୫୬.୯୯୪ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି । ଗୋଟିଏ ଦିନରେ ୯୦୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
Read More...

୩ଟି ସ୍ୱର୍ଣ୍ଣପଦକ ଜିଣି ବିଶ୍ୱର ୧ ନମ୍ବର ମାନ୍ୟତା ବଜାୟ ରଖିଲେ ଦୀପିକା କୁମାରୀ

ନୂଆଦିଲ୍ଲୀ: ପ୍ୟାରିସ୍‌ରେ ଅନୁଷ୍ଠିତ ‘ୱାର୍ଲଡ୍ କପ୍ ଷ୍ଟେଜ୍ ଥ୍ରି’ରେ ରବିବାର ଦିନ ଭାରତୀୟ ତୀରନ୍ଦାଜ୍ ଦୀପିକା କୁମାରୀ ପୁନର୍ବାର ବିଶ୍ୱର ୧ ନମ୍ବର ମାନ୍ୟତା ବଜାୟ ରଖିଛନ୍ତି । ପ୍ରଥମ ଥର ଲାଗି ୨୦୧୨ରେ ଶୀର୍ଷ ସ୍ଥାନ ହାସଲ କରିଥିବା ରାଞ୍ଚିବାସିନୀ ୨୭ ବର୍ଷୀୟ ଦୀପିକା ତିନୋଟି
Read More...

କୋଭିସିଲ୍ଡ ଟିକା ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା

ଲଣ୍ଡନ: କୋଭିଡ-୧୯ ଟିକା କୋଭିସିଲ୍ଡ ନେଇଥିବା ଭାରତୀୟଙ୍କୁ ୟୁରୋପ ପ୍ରବେଶ ଉପରେ କଟକଣା ଲାଗିବା ପରେ ଏହାକୁ ନେଇ ଆଗକୁ ଆସିଛନ୍ତି କୋଭିସିଲ୍ଡ ଟକା ନିର୍ମାତା ସେରମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଅଦାର ପୁନାୱାଲା । ପୁନାୱାଲା ଟ୍ୱିଟ ଯୋଗେ କହିଛନ୍ତି କି ଏନେଇ ଥିବା ସମସ୍ତ ଅସୁବିଧାକୁ ତୁରନ୍ତ
Read More...