Browsing Category

ପ୍ରମୁଖ ଖବର

ଅର୍ଜୁନ ପୁରସ୍କାର ପାଇଁ ବୀରେନ୍ଦ୍ର ଲାକ୍ରାଙ୍କ ନାମ ସୁପାରିଶ

ଭୁବନେଶ୍ୱର: ଜାତୀୟ କ୍ରୀଡା ପୁରସ୍କାର ପାଇଁ ରାଜ୍ୟ କ୍ରୀଡା ବିଭାଗର ସୁପରିସ । ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପାଇଁ ଦୌଡରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିସ୍ କରିଛନ୍ତି ରାଜ୍ୟ ସରକାର । ଏହାସହ ପୁରୁଷ ହକି ଦଳର ଷ୍ଟାର୍ ଡିଫେଣ୍ଡର ବୀରେନ୍ଦ୍ର
Read More...

ଦିନକରେ ୨୬୪୦ କୋଭିଡ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ୨୪ ଘଂଟା ମଧ୍ୟରେ ୨୬୪୦ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ଜଣ ରହିଛନ୍ତି । ଅନୁଗୁଳ ଜିଲ୍ଲାରୁ ୮୯ ଜଣ ନୂଆ ସଂକ୍ରମିତ
Read More...

କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଆଇସିୟୁରେ

ଢ଼େଙ୍କାନାଳ: ନିଜ କଣ୍ଠର ଯାଦୁଗରୀରେ ଅଗଣିତ ଫ୍ୟାନ୍ ସୃଷ୍ଟି କରିଥିବା କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ ହୋଇ ପଡିଛନ୍ତି । ଲିଭର ଶିରୋସିସ ସହିତ ହାର୍ଟ ଓ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ହୋଇ ରବିବାର ଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ଶକ୍ତି ମିଶ୍ର । ତାଙ୍କୁ
Read More...

୮ଟି ଜିଲ୍ଲାରେ ଲାଗୁ ହେଲା ଗହଣାରେ ହଲ୍‌ମାର୍କିଂ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ବାଧ୍ୟତାମୂଳକ ହଲ୍‌ମାର୍କିଂକୁ ରାଜ୍ୟର ୮ଟି ଜିଲ୍ଳାରେ ଲାଗୁ କରାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଗଂଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜ ଓ ସମ୍ବଲପୁର । ଏହି ଜିଲ୍ଲାର ଅଳଙ୍କାର ଦୋକାନୀମାନେ କେବଳ
Read More...

ଭାରତର ଭୁଲ୍ ମ୍ୟାପ ପାଇଁ ଟ୍ୱିଟରର ଏମଡି ମାହେଶ୍ୱରୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ସାତ ମାସରେ ଦ୍ୱିତୀୟ ଥର ଭାରତର ଭୁଲ ମାନଚିତ୍ର ପ୍ରଦର୍ଶନ କଲା ଟ୍ୱିଟର । ଏହା ପରେ ଟ୍ୱିଟରକୁ ଭାରତରେ ବ୍ୟାନ ପାଇଁ ଚାରି ଆଡୁ ଦାବି ହୋଇଛି । ପ୍ରବଳ ବିରୋଧ ପରେ ୱେବସାଇଟ୍ ବିବାଦୀୟ ନକ୍ସାକୁ ହଟାଇ ଦେଇଛି ଟ୍ୱିଟର । ଏହାରି ଭିତରେ ଉତରପ୍ରଦେଶର ବୁଲନ୍ଦସରରେ ଟ୍ୱିଟରର ଏମଡି
Read More...

ଜୁଲାଇ ୫ରୁ ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫର୍ମ ଫିଲଅପ୍‌: ମାଧ୍ୟମିକ ଶିକ୍ଷା ପରିଷଦ

କଟକ: ମାଟ୍ରିକ ମୂଲ୍ୟାୟନରେ ହୋଇଛି କି ତ୍ରୁଟି? ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉତର ରଖିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଓ ଉପସଭାପତି । ସେମାନେ କହିଛନ୍ତି ଯେ, ଶ୍ରେଣୀଗୃହ ପାଠପଢ଼ା ହୋଇ ନଥିବାରୁ ସେଥିପ୍ରତି ଧ୍ୟାନ ଦେଇ ପାଠ୍ୟକ୍ରମ କମା ଯାଇଥିଲା । ଶହେ ଦିନର ପାଠପଢ଼ା
Read More...

ଜୁଲାଇ ସୁଦ୍ଧା ଲାଗୁ କର ‘ୱାନ୍ ନେସନ ୱାନ୍ ରାସନ କାର୍ଡ’: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମଙ୍ଗଳବାର ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଅଣସଙ୍ଗଠିତ କ୍ଷେତ୍ର ଶ୍ରମିକ ଓ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ ପାଇଁ ଏନଆଇସି ସହଯୋଗରେ ଏକ ୱେସାଇଟ୍ ପ୍ରସ୍ତୁତ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି କୋର୍ଟ । ଏଥିସହ ୨୦୨୧ ଜୁଲାଇ ୩୧ ସୁଦ୍ଧା ସମସ୍ତ ଶ୍ରମିକଙ୍କ
Read More...

ରାଜ୍ୟରେ ଥମୁନି ମୃତ୍ୟୁ : ସଂକ୍ରମଣ ୩ହଜାର ଉପରେ ସ୍ଥିର

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକମଣରେ ମୃତ୍ୟୁ ସଂଖ୍ୟା ଥମୁନଥିବା ବେଳେ ଦୈନିକ ସଂକ୍ରମଣ ୩ହଜାର ଉପରେ ସ୍ଥିର ରହିଛି । ଆଜି ଦିନକରେ ୪୩ଜଣଙ୍କ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା ବେଳେ ୩୩୧୯ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ କରୋନାଜନିତ
Read More...

୧୦ କୋଟି ଜିଏସ୍‌ଟି ଫାଙ୍କି ବ୍ୟବସାୟୀ ଗିରଫ

ଭୁବନେଶ୍ୱର : ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ୧୦ କୋଟି ଟଙ୍କାରୀ ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗରେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁଙ୍କୁ ପୋଲିସ୍ ଗିରଫ କରିଛି । ଭୁବନେଶ୍ୱର ବାପୁଜିନଗରସ୍ଥିତ ଘରୁ ଜିଏସଟି ଅଧିକାରୀ ପୁଲିସ୍ ସହାୟତାରେ ତାଙ୍କୁ ଗିରଫ
Read More...

ଯୁକ୍ତ-୨ରେ ବଢିବ ସିଟ୍‌

ଭୁବନେଶ୍ୱର : ରାଜ୍ୟରେ ଯୁକ୍ତ-୨ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ କଲେଜ୍ ଗୁଡିକରେ କୌଣସି ସମସ୍ୟା ଉପୁଜିବ ନାହିଁ ଆବଶ୍ୟକ ହେଲେ କଲେଜ୍ ଆଧାରରେ ଆସନ (ସିଟ୍‌) ସଂଖା ବୃଦ୍ଧି କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବଡ଼ ବଡ଼
Read More...