Browsing Category

ପ୍ରମୁଖ ଖବର

କୋଭିଡ ସେଂଟରରେ ପାଳିତ ହେଲା ଗଣେଶ ପୂଜା

ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ସୋର ବ୍ଳକ କ୍ୱାରେନଟାଇନ ସେଂଟରରେ ପାଳିତ ହେଲା ଗଣେଶ ପୂଜା । ପ୍ରବାସୀ ମାନେ ସାରସ୍ୱତ କ୍ୱାରେନଟାଇନ ସେଂଟରେ ରହିଛନ୍ତି । ସୋର ସରପଂଚ ବିଶ୍ୱନାଥ ବେହେରା କେନ୍ଦ୍ର ଠାରୁ ଅନୁମତି ଆଣିବା ପରେ ପୂଜା କରିବାକୁ ଅନୁମତି ଦେଇଥିଲେ । ସରପଂଚ ଗଣେଶ ମୁର୍ତି ଓ
Read More...

ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଗର୍ଭବତି

ବାଲେଶ୍ଵର : ବାଲେଶ୍ଵର ଜିଲା ଖଇରା ଠାରେ ଏକ ଜନନୀ ଆମ୍ବୁଲାନ୍ସ ପୋଲ ତଳ ଓଲଟି ପଡିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଜ​ଣେ ଗର୍ଭବତିଙ୍କୁ ନେଇ ଆଜି ଭୋର ସମୟରେ ମେଡିକାଲ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୋର-କୁପାରୀ ରାସ୍ତାର କୋଚିଆକୋଇଲି ନୟନଯୋରି ପାଖରେ ପୋଲ ତଳକୁ
Read More...

ପେଟେଣ୍ଟ କ୍ଳବରେ ବ୍ରହ୍ମପୁର ଆଇଟିଆଇର ୩ ଉଦ୍ଭାବନ: ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା

ବ୍ରହ୍ମପୁର: ଆଇଆଇଟି ଓ ଏନଆଇଟି ଭଳି ଦେଶର ନାମକରା ଶିକ୍ଷାନୁଷ୍ଠାନ ଓ ଗବେଷଣା ଶିକ୍ଷାନୁଷ୍ଠାନ କ୍ଳବରେ ସାମିଲ ହୋଇଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଏହି ଆଇଟିଆଇ ପକ୍ଷରୁ ଉଦ୍ଭାବନ କରାଯାଇଥିବା ୩ ଟି ମେସିନ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦଗିକ ବିଭାଗର ପେଟେଣ୍ଟ ଜର୍ନାଲରେ ସ୍ଥାନ ପାଇଛି।
Read More...

ଅନୁପ୍ରବେଶକାରୀଙ୍କୁ ସେନାର ଏନକାଉଂଟର

ଶ୍ରୀନଗର- ଭାରତକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ସେନା ଏନକାଉଂଟର କରିଛି । ଏହି ଅନୁପ୍ରବେଶ କାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ ରାଇଫଳ ଜବତ ହୋଇଛି । ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଅନୁପ୍ରବେଶକାରୀ ଭାରତକୁ ପ୍ରବେଶ କରୁଥିଲେ ।
Read More...

ବିଏସ୍‌ଏଫ୍‌ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ : ପଞ୍ଜାବସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୫ ଜଣ ଅନୁପ୍ରବେଶକାରୀଙ୍କୁ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଗୁଳି କରି ନିହତ କରିଛନ୍ତି। ଏନେଇ ଶନିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନୁପ୍ରବଶେକାରୀମାନେ ପଞ୍ଜାବର ତରନ ତାରନ ଜିଲା ଦେଇ ଭାରତକୁ ପ୍ରବେଶ
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଅରୁଣାଚଳ ପ୍ରଦେଶ- ଅରୁଣାଚଳ ପ୍ରଦେଶ ସୁବନସିରି ଅଂଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିଚର ସ୍କେଲରେ ଏହାର ତ୍ରବିତା ୩.୫ ରେକର୍ଡ କରାଯାଇଛି । ପୂର୍ବରୁ ଅଗଷ୍ଟ ୬ ଅରୁଣାଚଳ ପ୍ରଦେଶର ତ୍ୱାୱାଙ୍ଗ ଅଂଚଳରେ ଭୂମିକମ୍ପ ହୋଇଥିଲା । ଏହାର ତ୍ରିବତା ୩.୦ ରହିଥିଲା ।
Read More...

ନୂଆଖାଇ ପାଇଁ ସାଧାରଣ ଲୋକଙ୍କୁ ସମଲେଶ୍ୱରୀ ମନ୍ଦିର ମନା

ସମ୍ବଲପୁର- ଆସନ୍ତା କାଲି ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ବ ନୂଆଖାଇ । ମା ସମଲେଇଙ୍କ ନିକଟରେ ନବାନ୍ନ ଭୋଗ କରାଯିବ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ପାଳିତ ହେବ ନୂଆଖାଇ ପର୍ବ । ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ । । ତେଣୁ ଲାଇଭ
Read More...

ନବରଙ୍ଗପୁର ୨ ଦିନିଆ ସଟଡାଉନ

ନବରଙ୍ଗପୁର- କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ୨ ଦିନିଆ ନବରଙ୍ଗପୁର ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଆସନ୍ତା ୨୫ ଓ ୨୬ ତାରିଖ ସଟଡାଉନ ବଳବତର ରହିବ । ଏହି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୩୩ରେ ପଂହଚିଥିବା ବେଳେ ୪୫୩ ସୁସ୍ଥ ହୋଇଛନ୍ତି ଓ ୨୭୭ ବିଭିନ୍ନ
Read More...

ଦିଲ୍ଲୀରୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରେ ହୋଇଥିବା ଗୁଳି ବିନିମୟରେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି 
Read More...

ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

କେରାପୁଟ : ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେବ ଅସୁସ୍ଥ ଥିବା ଜୟରାମ ପାଙ୍ଗି କରୋନା ପରୀକ୍ଷା କରାଇଥିଲେ। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଗୃହ ସଙ୍ଗରୋଧରେ ରହିଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ତାଙ୍କ
Read More...