Browsing Category

ପ୍ରମୁଖ ଖବର

ନବରଙ୍ଗପୁର ୨ ଦିନିଆ ସଟଡାଉନ

ନବରଙ୍ଗପୁର- କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ୨ ଦିନିଆ ନବରଙ୍ଗପୁର ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଆସନ୍ତା ୨୫ ଓ ୨୬ ତାରିଖ ସଟଡାଉନ ବଳବତର ରହିବ । ଏହି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୩୩ରେ ପଂହଚିଥିବା ବେଳେ ୪୫୩ ସୁସ୍ଥ ହୋଇଛନ୍ତି ଓ ୨୭୭ ବିଭିନ୍ନ
Read More...

ଦିଲ୍ଲୀରୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରେ ହୋଇଥିବା ଗୁଳି ବିନିମୟରେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି 
Read More...

ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

କେରାପୁଟ : ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେବ ଅସୁସ୍ଥ ଥିବା ଜୟରାମ ପାଙ୍ଗି କରୋନା ପରୀକ୍ଷା କରାଇଥିଲେ। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଗୃହ ସଙ୍ଗରୋଧରେ ରହିଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ତାଙ୍କ
Read More...

ଜେଇଇ ମେନ୍ ଓ ନେଟ ୟୁଜି ପରୀକ୍ଷା

ନୂଆଦିଲ୍ଲୀ- ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜେଇଇ ମେନ୍ ଓ ନେଟ ୟୁଜି ପ୍ରବେଶିକା ପରୀକ୍ଷା ହେବ ବୋଲି ନ୍ୟାସନାଲ ଟେଷ୍ଟ ଏଜେନ୍ସି ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମନେ ପରୀକ୍ଷା ଓ ନେଟ ୟୁଜି ସେପ୍ଟେମ୍ବର ୧୩ ତାରିଖରେ ହେବ ବୋଲି କୁହାଯାଇଛି ।
Read More...

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ

ଭୁବନେଶ୍ୱର- ଭଦ୍ରକ ବିଜେଡି ଲୋକସଭା ସଦସ୍ୟ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟଭି ଆସିଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । ମଞ୍ଜୁଲତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ହୋମ କ୍ୱାରେନଟାଂଇନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ
Read More...

ଦେଶରେ ଗୋଟିଏ ଦିନରେ ୬୯,୮୭୮ ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ଦେଶରେ ଗୋଟିଏ ଦିନରେ ନୂଆ ୬୯,୮୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୭୫,୭୦୧ରେ ପଂହଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏଯାବତ୍ ୬୩,୬୩୧ ଆକ୍ରାନ୍ତ
Read More...

ଉପେନ୍ଦ୍ର ସିଂ ହେଲେ ପିଇବା ପାଣି ଓ ସ୍ୱଛତାର ଅତିରିକ୍ତ ସଚିବ

ନୂଆଦିଲ୍ଲୀ- ଆଇଏସ ଅଫିସର ଉପେନ୍ଦ୍ର ସିଂ ହେଲେ ପିଇବା ପାଣି ଓ ସ୍ୱଛତାର ଅତିରିକ୍ତ ସଚିବ । ସିଂ ବର୍ତମାନ ଜଳଉତ୍ସ , ନଦୀର ଉନ୍ନତି ଓ ଗଙ୍ଗାନଦୀର ଉନ୍ନତି କରଣ ବିଭାଗର ସଚିବ ଅଛନ୍ତି । କ୍ୟାବିନେଟ ଏହି ପ୍ରସ୍ତାବ ଉପରେ ମୋହର ମାରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପେନ୍ଦ୍ର
Read More...

ପେଟ୍ରୋଲ ଦର ବୃଦ୍ଧି

ନୂଆଦିଲ୍ଲୀ- ଆଜି ପୁଣି ବଢିଛି ପେଟ୍ରୋଲ ଦର । ଏହା ୧୬ ପଇସାକୁ ବୃଦ୍ଧି ପାଇଛି ଏହି ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧,୩୫ ଥିବା ବେଳେ ମୁମ୍ମାଇରେ ଏହି ଦର ଲିଟର ପିଛା ୮୮.୦୨ ରହିଛି । ଦୀର୍ଘ ୨୩ ଦିନ ଧରି ଡିଜେଲ ଦର ସ୍ଥିର ରହିଥିବା ବେଳେ ପେଟ୍ରୋଲ ଦରରେ ପରିବର୍ତନ ଦେଖା
Read More...

ଓଡିଶାରେ ୬୦ ହଜାର ପାର କଲା କରେନା ଟେଷ୍ଟ ସଂଖ୍ୟା

ଭୁବନେଶ୍ୱର- ଗତ ୨୪ ଘଂଟାରେ ୬୧,୩୭୯ କରୋନା ଟେଷ୍ଟ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ର୍ୟାପିଡି ଆଂଟିଜେନ ଟେଷ୍ଟ ୫୪,୨୪୩ ଓ ଟ୍ରୁନଟ ଟେଷ୍ଟ ୮୨ ରହିଛି ।
Read More...

ଚୀନକୁ ପୁଣି ଏକ ଝଟକା

ନୂଆଦିଲ୍ଲୀ- ଅତ୍ୟାଧୁନିକ ସେମି ହାଇସ୍ପିଡ ବନ୍ଦେ ଭାରତ ଟ୍ରେନ ପାଇଁ ହୋଇଥିବା ଟେଣ୍ଡର ବାତିଲ ପରେ ଚୀନକୁ ଆଉ ଏକ ଝଟକା ଲାଗିଛି । ସପ୍ତାହେ ମଧ୍ୟରେ ନୂଆ ଟେଣ୍ଡର କରାଯିବ ଓ ମେକ ଇନ ଇଣ୍ଡିଆକୁ ଗୁରୁତ୍ୱ ଦିଆଯିବ । ଏହି ଟେଣ୍ଡରରେ ଚୀନର ସହଭାଗିଦାରୀ ସିଆରଆରସି ପାଓନିୟର ଇଲେକ୍ଟ୍ରକିକ
Read More...