Browsing Category

ପ୍ରମୁଖ ଖବର

ଆଜି ନୂଆଁଖାଇ : ଭକ୍ତଙ୍କୁ ମନ୍ଦିର ମନା, ଅନ୍‌ଲାଇନ୍‌ରେ ଦର୍ଶନ

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ ଭୋଗ। ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ । ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି
Read More...

ଆଉ ମାସେ ଗୁରୁତ୍ୱପୂର୍ଣ୍ଣ: ବିଏମସି କମିଶନର

ଭୁବନେଶ୍ୱର- ଜୁଲାଇ ଅପେକ୍ଷା ଅଗଷ୍ଟ ମାସରେ କରେନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ତେଣୁ ଆଉ ମାସେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମକୁ ସର୍ତକ ହୋଇ ରହିବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି । ଭଚବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟ
Read More...

ଆସନ୍ତା ଦୁଇ ବର୍ଷରେ ଲୋପ ପାଇବ କରୋନା ଭାଇରସ

ନୂଆଦିଲ୍ଲୀ- କରୋନା ମହାମାରୀ ଆସନ୍ତା ଦୁଇ ବର୍ଷରେ ଲୋପ ପାଇବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ୧୯୧୮ ମସିହାରେ ହୋଇଥିବା ସ୍ପାନିଶ ଭାଇରସ ତୁଳନାରେ କରୋନାକୁ ଶୀଘ୍ର ନିୟନ୍ତ୍ରଣ କରିହେବ । ଆଧୁନିକ ଯୁଗର ଚିକିତ୍ସା ବିଜ୍ଞାନ ଓ ଟେକନଲୋଜିରେ ଉନ୍ନତି ଯୋଗୁଁ ରୋଗକୁ
Read More...

କୋଭିଡ ସେଂଟରରେ ପାଳିତ ହେଲା ଗଣେଶ ପୂଜା

ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ସୋର ବ୍ଳକ କ୍ୱାରେନଟାଇନ ସେଂଟରରେ ପାଳିତ ହେଲା ଗଣେଶ ପୂଜା । ପ୍ରବାସୀ ମାନେ ସାରସ୍ୱତ କ୍ୱାରେନଟାଇନ ସେଂଟରେ ରହିଛନ୍ତି । ସୋର ସରପଂଚ ବିଶ୍ୱନାଥ ବେହେରା କେନ୍ଦ୍ର ଠାରୁ ଅନୁମତି ଆଣିବା ପରେ ପୂଜା କରିବାକୁ ଅନୁମତି ଦେଇଥିଲେ । ସରପଂଚ ଗଣେଶ ମୁର୍ତି ଓ
Read More...

ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ଗର୍ଭବତି

ବାଲେଶ୍ଵର : ବାଲେଶ୍ଵର ଜିଲା ଖଇରା ଠାରେ ଏକ ଜନନୀ ଆମ୍ବୁଲାନ୍ସ ପୋଲ ତଳ ଓଲଟି ପଡିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଜ​ଣେ ଗର୍ଭବତିଙ୍କୁ ନେଇ ଆଜି ଭୋର ସମୟରେ ମେଡିକାଲ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସୋର-କୁପାରୀ ରାସ୍ତାର କୋଚିଆକୋଇଲି ନୟନଯୋରି ପାଖରେ ପୋଲ ତଳକୁ
Read More...

ପେଟେଣ୍ଟ କ୍ଳବରେ ବ୍ରହ୍ମପୁର ଆଇଟିଆଇର ୩ ଉଦ୍ଭାବନ: ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା

ବ୍ରହ୍ମପୁର: ଆଇଆଇଟି ଓ ଏନଆଇଟି ଭଳି ଦେଶର ନାମକରା ଶିକ୍ଷାନୁଷ୍ଠାନ ଓ ଗବେଷଣା ଶିକ୍ଷାନୁଷ୍ଠାନ କ୍ଳବରେ ସାମିଲ ହୋଇଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ଏହି ଆଇଟିଆଇ ପକ୍ଷରୁ ଉଦ୍ଭାବନ କରାଯାଇଥିବା ୩ ଟି ମେସିନ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦଗିକ ବିଭାଗର ପେଟେଣ୍ଟ ଜର୍ନାଲରେ ସ୍ଥାନ ପାଇଛି।
Read More...

ଅନୁପ୍ରବେଶକାରୀଙ୍କୁ ସେନାର ଏନକାଉଂଟର

ଶ୍ରୀନଗର- ଭାରତକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ସେନା ଏନକାଉଂଟର କରିଛି । ଏହି ଅନୁପ୍ରବେଶ କାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ ରାଇଫଳ ଜବତ ହୋଇଛି । ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଅନୁପ୍ରବେଶକାରୀ ଭାରତକୁ ପ୍ରବେଶ କରୁଥିଲେ ।
Read More...

ବିଏସ୍‌ଏଫ୍‌ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ : ପଞ୍ଜାବସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୫ ଜଣ ଅନୁପ୍ରବେଶକାରୀଙ୍କୁ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଗୁଳି କରି ନିହତ କରିଛନ୍ତି। ଏନେଇ ଶନିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନୁପ୍ରବଶେକାରୀମାନେ ପଞ୍ଜାବର ତରନ ତାରନ ଜିଲା ଦେଇ ଭାରତକୁ ପ୍ରବେଶ
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଅରୁଣାଚଳ ପ୍ରଦେଶ- ଅରୁଣାଚଳ ପ୍ରଦେଶ ସୁବନସିରି ଅଂଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିଚର ସ୍କେଲରେ ଏହାର ତ୍ରବିତା ୩.୫ ରେକର୍ଡ କରାଯାଇଛି । ପୂର୍ବରୁ ଅଗଷ୍ଟ ୬ ଅରୁଣାଚଳ ପ୍ରଦେଶର ତ୍ୱାୱାଙ୍ଗ ଅଂଚଳରେ ଭୂମିକମ୍ପ ହୋଇଥିଲା । ଏହାର ତ୍ରିବତା ୩.୦ ରହିଥିଲା ।
Read More...

ନୂଆଖାଇ ପାଇଁ ସାଧାରଣ ଲୋକଙ୍କୁ ସମଲେଶ୍ୱରୀ ମନ୍ଦିର ମନା

ସମ୍ବଲପୁର- ଆସନ୍ତା କାଲି ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ବ ନୂଆଖାଇ । ମା ସମଲେଇଙ୍କ ନିକଟରେ ନବାନ୍ନ ଭୋଗ କରାଯିବ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ପାଳିତ ହେବ ନୂଆଖାଇ ପର୍ବ । ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ । । ତେଣୁ ଲାଇଭ
Read More...