Browsing Category

ପ୍ରମୁଖ ଖବର

ଆଜିଠାରୁ ଅନଲାଇନରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର- ଆଜିଠାରୁ ଅନଲାଇନରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟମ୍ବର ୯ ତାରିଖରେ ପ୍ରଥମ ମେଧାତାଲିକା ପ୍ରକାଶ ପାଇବ ଏବଂ ଏଥିରେ ମନୋନୀତ ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ନାମ ଲେଖାଇ ପାରିବେ । ଦ୍ୱିତୀୟ ମେଧା ତାଲିକା ସେପ୍ଟେମ୍ବର ୨୩ରେ ପ୍ରକାଶ
Read More...

କଟକରେ ହୋଇପାରିବନି ଗଣେଶ ପୂଜା

କଟକ- ଚଳିତ ବର୍ଷ କଟକ ସାର୍ବଜନୀନ ଯାଗାରେ ହୋଇପାରିବନି ଗଣେଶ ପୂଜା । କଟକ ଡିସିପି ପ୍ରତୀକ ସିଂହ ଅଜି ଏହା ସ୍ପଷ୍ଟ କରିଛନ୍ତି । କରୋନା ପରିସ୍ଥିତିକୁ ନେଇ ଡିସିପି ଏଭଳି ନିଷ୍ପତି ନେଇଛନ୍ତି । ଗଣେଶ ପୂଜା ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଥିଲା
Read More...

୫୦ ଲକ୍ଷ କୋଭିଡ ଟିକା କିଣିବ ଭାରତ

ନୂଆଦିଲ୍ଲୀ- ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ କରୋନା ଟିକା କିଣିବ ବୋଲି ଯୋଜନା କରିଛି । ଏହି ଟିକା ପୋଲିସ ,ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ଭଳି ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଥମେ ଦିଆଯିବ । ଯୋଗଣ ବ୍ୟବସ୍ଥା ବ୍ୟାପକ ହେଲେ ଯାଥାଶୀଘ୍ର ସାଧାରଣ ଜନତାଙ୍କୁ ଏହି ଟିକା
Read More...

ଦିନକରେ ୫୬ ହଜାରରୁ ଅଧିକ କରୋନା ଟେଷ୍ଟ

ଭୁବନେଶ୍ୱର- ଆରଟିିସିଆର, ଆଂଟିଜେନ ଓ ଟ୍ରୁଟନ୍ ମାଧ୍ୟମରେ ଦୈନିକ ୫୬ ହଜାର ୪୭୯ କରୋନା ଟେଷ୍ଟ କରାଯାଉଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଆରଟିିସିଆରରେ ୧୧ ହଜାର ୩୫୮ ଟେଷ୍ଟ ହୋଇଥିବା ବେଳେ ଆଂଟିଜେନ ଟେଷ୍ଟ ୪୪
Read More...

ସେପ୍ଟେମ୍ବରରେ ଘୋଷଣା ହୋଇପାରେ ବିହାର ବିଧାନସଭା ନିର୍ବାଚନ

ପାଟନା- ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ସେପ୍ଟେମ୍ବରରେ ଘୋଷଣା ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି । ଏହା ପୂର୍ବରୁ ସେ କହିଛନ୍ତି ଆମ ସରକାର ରାଜ୍ୟର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଆସିଛି ଏବଂ ପରବର୍ତି ସମୟରେ ଯଦି ଲୋକମାନେ ମାନେ ପୁଣି ଥରେ ମତେ ସୁଯୋଗ
Read More...

ଦେଶରେ ୬୮,୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୬୮,୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦୫,୮୨୩ରେ ପଂହଚିଛି ବେଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦେଶରେ ସୁସ୍ଥତା ହାର ୭୪.୩୦ ପ୍ରତିଶତ ରହିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ ହଜାର ୮୪୯ରେ
Read More...

ଓଡିଆ ଛାତ୍ରୀ କିଣିଲେ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢି

ଭୁବନେଶ୍ୱର- ୫୫ ହଜାର ଟଙ୍କା ଦେଇ ଓଡିଆ ଛାତ୍ରୀ କିଣିଲେ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢି । ଛାତ୍ରୀଙ୍କ ନାଁ ଦିବ୍ୟାଂଶୀ ମିଶ୍ର । ସେ ଗୁଆହାଟି ଆଇଆଇଟିରେ ପଢୁଛନ୍ତି । ନିଲାମରୁ ମିଳିଥିବା ସମସ୍ତ ଟଙ୍କା ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ । ଅଭିନେତ୍ରୀ ବିଦ୍ୟା
Read More...

ଜଳବିଦ୍ୟୁତ ପ୍ରକଳ୍ପରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ- ଗୁରୁବାର ରାତିରେ ତେଲେଙ୍ଗାନା ଜଳବିଦ୍ୟୁତ ପ୍ରକଳ୍ପରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ସମୟରେ ସେଠାରେ ୧୯ ଜଣ କର୍ମଚାରୀ ଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣ ସୁରକ୍ଷିତରେ ବାହାରି ଆସିଥିବା ବେଳେ ୯ ଜଣ ଏବେ ବି ଫସି ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଡିଭିଜିନ
Read More...

କରୋନା ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ପଞ୍ଜାବ ସରକାରଙ୍କ ନୂଆ ନିୟମ

ଅମୃତସର- କରୋନା ସଂକ୍ରଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ପଞ୍ଜାବ ସରକାର ପୁଣିଥରେ ଲକଡାଉନ କଟକଣାକୁ କଡାକଡି ଭାବେ ପାଳନ କରିବାକୁ କହିଛନ୍ତି । ଶନିବାର ଠାରୁ ଏହି ନିୟମ ଲାଗୁ କରାଯିବ । ସଂନ୍ଧ୍ୟା ୭ରୁ ଭୋର ୫ ପର୍ଯ୍ୟନ୍ତ ରାତ୍ରୀ କର୍ଫୁ ଲାଗୁ କରାଯିବ । ଏହା ଅଗଷ୍ଟ ୩୧ ତାରିଖ
Read More...

ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ୧୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪, ଖୋର୍ଦ୍ଧାରୁ ୨, ଅନୁଗୁଳ, କୋରାପୁଟ. ନୟାଗଡ ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ।
Read More...