Browsing Category

ପ୍ରମୁଖ ଖବର

ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ୧୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୪, ଖୋର୍ଦ୍ଧାରୁ ୨, ଅନୁଗୁଳ, କୋରାପୁଟ. ନୟାଗଡ ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି ।
Read More...

ରାଜ୍ୟର ୩୦ ଜିଲ୍ଲାରେ ୨୬୯୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୨୬୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୭୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୦୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୭୫, କଟକ ୨୦୭, ଅନୁଗୁଳ ୨୯, ବାଲେଶ୍ୱର
Read More...

ମାଲକାନଗିରି ତଳିଆ ଅଂଚଳ ଏବେ ବି ଜଳମଗ୍ନ

ମାଲକାନଗିରି- ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋବା ସହିତ ତଳିଆ ଅଂଚଳ ଜଳମଗ୍ନ ହୋଇଛି । କନ୍ୟାଶ୍ରମ ପୋଲ ଉପରେ ୪ ଫୁଟର ପାଣି ଚାଲୁଥିବାରୁ କାଲିମେଳା ପଡିଆକୁ ଯୋଗାଯୋଗ ବିଛନ୍ନ ହୋଇଥିଲା ବେଳେ ପୋଟେରୁ, କାଙ୍କରକୋଣ୍ଡା, ଏମଭି୯୦ ରାସ୍ତାରେ ମଧ୍ୟ ବର୍ଷା
Read More...

ଟ୍ରାଫିକର କଡା କଟକଣା

ଭୁବନେଶ୍ୱର- ସାବଧାନ; ଏଣିକି କଡା ହେଲା ଟ୍ରାଫିକ କଟକଣା । ଯେଉଁମାନେ ଉଲ୍ଲଘଂନ କରିବେ ସେମାନଙ୍କ ଡ୍ରାଇଭିଂ ଲାଇାସେନ୍ସ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ । ସୁପ୍ରିମକୋର୍ଟ ସଡକ ନିରାପତା ଗାଇଡଲାଇନ୍ସ ଅନୁଯାୟୀ ପରିବହନ କମିଶନରଙ୍କ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ୧- ଧାର୍ଯ୍ୟ
Read More...

ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଏହାର ପ୍ରଭାବରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ରୁ ୨୫ ତାରିଖ ୩ ଦିନ ଧରି ଦକ୍ଷିଣ-ଓଡିଶା ଏବଂ ଦକ୍ଷିଣ-ଉପକୂଳ ଅଂଚଳରେ ବର୍ଷା ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ
Read More...

ସ୍ୱଛ ସର୍ବେକ୍ଷଣ : ଓଡିଶାକୁ ‘ଦୃତତମ ଗତିଶୀଳ ରାଜ୍ୟ ମାନ୍ୟତା’

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସ୍ୱଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ 'ଦୃତତମ ଗତିଶୀଳ ରାଜ୍ୟ'ଭାବରେ ସ୍ୱୀକୃତି ପାଇଛିି । ସ୍ୱଛତା ହାସଲ କ୍ଷେତ୍ରରେ ଓଡିଶା ସର୍ବାଧିକ ବେଗରେ ଆଗକୁ ବଢୁଥିବା ରାଜ୍ୟର ମାନ୍ୟତା ପାଇଛି । ଏଥି ସହ ଏହି ସର୍ବେକ୍ଷଣରେ ୧୦ମ
Read More...

ରାମ ମନ୍ଦିର ନିର୍ମାଣ ସମୟରେ ବ୍ୟବହାର ହେବନି ଲୁହା

ନୂଆଦିଲ୍ଲୀ- ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ବ୍ୟବହା ହେବନି ଲୁହା । ରାଜସ୍ଥାନର ପାହାଡପୁରର ବାଲି ଓ ପଥରରେ ନିର୍ମିତ ହେବ ରାମଙ୍କ ମନ୍ଦିର । ମନ୍ଦିର ପଥରରେ ନିର୍ମାଣ କରାଗଲେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତିଷ୍ଟି ରହିବପାରିବ ବୋଲି ରମା ମନ୍ଦିର ଟ୍ରଷ୍ଟର ସାଧାରଣ
Read More...

ବନ୍ୟା ବିତ୍ପାତ

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ବନ୍ୟା ପରିସ୍ଥିତି ଦେଖିଦେଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ଜଳକା, ବୈତରଣୀ ବିପଦ ସଂକୁଳ ଉପରେ ରହିଛି । ଆଜି ଭାର୍ଗବୀ ନଦୀରେ ଜଳସ୍ତର ବୃଦ୍ଧି ପାଇ ନଦୀ ଉପରେ
Read More...

ଦିଲ୍ଲୀରେ ପ୍ରବଳ ବର୍ଷା: ଜନଜୀବନ ଅତ୍ୟବସ୍ତ

ନୂଆଦିଲ୍ଲୀ- ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ସ୍ଥିତି ବେହାଲ ହୋଇପଡିଛି । ରାସ୍ତାରେ ପାଣି ଜମି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ଟ୍ରାଫିକ ଜାମ ପରିସ୍ଥିତି ଦେଖିଦେଇଛି । ଯାହାଫଳରେ ଲୋକେ
Read More...

ଲଗଇନ ହୋଇପାରୁନି ଜି-ମେଲ୍

ନୂଆଦିଲ୍ଲୀ- ଜି-ମେଲ୍ ଲଗଇନ କରିପାରୁ ନାହାଁନ୍ତି ୟୁଜର । ଯଦି ଓ ଲଗଇନ ହେଉଛି ତେବେ ମେଲ ଯାଉନି କି ଆସୁନି । ଏନେଇ ୟୁଜର ଅଭିଯୋଗ କରିଛନ୍ତି । ଗୁଗୁଲ ଏହି ଅଭିଯୋଗକୁ ସ୍ୱୀକାର କରି କହିଛି ଯେ, ଏହି ଘଟଣାର କାରଣ ଜାଣିବା ପାଇଁ ଆମ ଟିମ କାମ କରୁଛି । କେବଳ ଭାରତ ନୁହେଁ ଅନ୍ୟ
Read More...