ଦିଲ୍ଲୀରେ ପ୍ରବଳ ବର୍ଷା: ଜନଜୀବନ ଅତ୍ୟବସ୍ତ
ନୂଆଦିଲ୍ଲୀ- ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀର ସ୍ଥିତି ବେହାଲ ହୋଇପଡିଛି । ରାସ୍ତାରେ ପାଣି ଜମି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଯୋଗୁଁ ବିଭିନ୍ନ ଅଂଚଳରେ ଟ୍ରାଫିକ ଜାମ ପରିସ୍ଥିତି ଦେଖିଦେଇଛି । ଯାହାଫଳରେ ଲୋକେ!-->…
Read More...
Read More...