କାଶ୍ମୀରୁ ୧୦ ହଜାର ଯବାନ ପ୍ରତ୍ୟାହୃତ
ଶ୍ରୀନଗର- କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ଯବାନ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି । ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରେ ୪୦୦ ଆଡିସିନାଲ କମ୍ପାନୀ ମୁତୟନ କରିଥିଲେ । ଅଗଷ୍ଟ ୪ ତାରିଖରୁ!-->…
Read More...
Read More...