Browsing Category

ପ୍ରମୁଖ ଖବର

ପ୍ରବଳ ଛେଚିବ: ୨୩ ଜିଲ୍ଲାକୁ ସର୍ତକ ସୂଚନା

ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଏହାର ପ୍ରଭାବରେ ୨୩ ଜିଲ୍ଲାକୁ ବର୍ଷା, ଝଡତୋଫାନ ନିମନ୍ତେ ସର୍ତକ ସୂଚନା ଜାରି କରିଛନ୍ତି ପାଣିପାଗ ବିଭାଗ କେନ୍ଦ୍ର । ବଲାଙ୍ଗିର, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ
Read More...

ବୈତରଣୀରେ ଜଳସ୍ତର ବୃଦ୍ଧି

ଭଦ୍ରକ- ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବାହିତ ଜଳକା ଓ ବୈତରଣୀ ନଦୀ ବିପଦ ସଂକେତ ଉପରେ ରହିଛି । ସମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି
Read More...

ବିପଦ ସଂକେତ ଜଳକା

ବାଲେଶ୍ୱର- ଫୁଲୁଛି ଜଳକା ନଦୀ । ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁୁ ବିପଦ ସଂକେତ ଅବସ୍ଥାରେ ଜଳକା ନଦୀ । ଜଳପା ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଂଚଳରେ ଗତକାଲି ଠାରୁ ବର୍ଷା ଲାଗି ରହିଛି । ଫଳରେ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି
Read More...

୧୧ ଜିଲ୍ଲାରେ ଯୁବ ନୂଆ କଂଗ୍ରେସ ସଭାପତି

ଭୁବନେଶ୍ୱର- ରାଜ୍ୟର ୧୧ଟି ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତିଙ୍କୁ ନିଯୁକ୍ତି ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଭାବେ ଅଂଶୁମାନ ଦାସ, ବୌଦ୍ଧ ମହେଶ୍ୱର ପ୍ରଧାନ, କେନ୍ଦୁଝର ସୁନେଶ କୁମାର ଧୀର, ଭୁବନେଶ୍ୱର ରଞ୍ଜିତ ପାତ୍ର, ଖୋର୍ଦ୍ଧା ସ୍ୱାଗତ କର, କନ୍ଧମାଳ ବସନ୍ତ କୁମାର
Read More...

ହୋମଗାର୍ଡଙ୍କ ପାଇଁ ହାଇକୋର୍ଟଙ୍କ ବଡ ନିଷ୍ପତି

କଟକ- ହୋମଗାର୍ଡଙ୍କ ଭତା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ହୋମଗାର୍ଡଙ୍କ ଦୈନିକ ଭତା ୫୩୩ ଟଙ୍କାକୁ ବୃଦ୍ଧି କରିବାକୁ ନିର୍ଦେଶ ଦେଇଛନ୍ତି । ୩ ମାସ ଭିତିରେ ବର୍ଦ୍ଧିତ ଦେୟ ପ୍ରକ୍ରିୟା ସାରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ୨୦୧୬ରୁ
Read More...

ରାଜଧାନୀରୁ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ରାଜଧାନୀରୁ ୩୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ୧୬୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୬୬ ଲୋକାଲ କେସ ରହିଛି । ସେହିପରି ଆଜି ଭୁବନେଶ୍ୱରରୁ ୧୫୦ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୭ରେ ପଂହଚିଥିବା
Read More...

ଏୟାର ଇଣ୍ଡିଆ ବିମାନ ଉପରେ ରୋକ ଲଗାଇଲା ହଂକଂ

ନୂଆଦିଲ୍ଲୀ- ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନ ଉପରେ ହଂକଂ ରୋକ ଲଗାଇଛି । ଏଆର ଇଣ୍ଡିଆ ବିମାନରେ ଯାତ୍ରା କରୁଥିବା କିଛି ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ଯଦି ଯାତ୍ରୀଙ୍କ ୭୨ ଘଂଟା ପୂର୍ବରୁ କୋଭିଡ ଟେଷ୍ଟ ହୋଇଥିବ ଓ ସେମାନଙ୍କ
Read More...

ବାରାମୁଲା ଆକ୍ରମଣରେ ସହିଦ ହୋଇଥିବା ପରିବାରକୁ ୩୬ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା

ନୂଆଦିଲ୍ଲୀ- ଜମ୍ମୁକଶ୍ମୀର ବାରାମୁଲା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ୩୬ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହା ଛଡା ରାଜ୍ୟ ସରକାର ସହିଦ ପରିବାରୁ ଜଣଙ୍କୁ ସରକାରୀ ଚାକିର ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।
Read More...

ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ପାଇଁ ସର୍ତକ ସୂଚନା ଜାରି

ଭୁବନେଶ୍ୱର- ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏଥି ସହ କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବା ନେଇ ମଧ୍ୟ ସର୍ତକ କରାଯାଇଛି । ପାହାଠିଆ ଅଂଚଳରେ ଭୂସ୍ଖଳନ ହେବାର ସମ୍ଭାବନା ଅଧିକ ରହିଛି । ପାଣି ଜମିବା, ଆକସ୍ମିକ ବନ୍ୟା, ଭୂସ୍ଖଳନ ପାଇଁ ବିଡିଓ,
Read More...

ରେମୁଣା ବିଧାୟକଙ୍କୁ ର୍ଦୁବ୍ୟବହାର

ବାଲେଶ୍ୱର- ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ସହ କିଛି ଯୁବକ ର୍ଦୁବ୍ୟବହାର କରିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏନେଇ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ବୁଧବାର ରାତି ୯ଟା ସମୟରେ ବିଧାୟକ ଘରକୁ ଯିବା ବାଟରେ ବାଲେଶ୍ୱର ମେଡିକାଲର ମୁଖ୍ୟ ଫାଟକ
Read More...