Browsing Category

ପ୍ରମୁଖ ଖବର

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର- ବଙ୍ଗୋପସାଗ ପୁଣି ଏକ ଲଘୁ ଚାପ ସଷ୍ଟି ହେଉଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଲଘୁଚାପ ପ୍ରଭାବରେ ୫ ଜିଲ୍ଲା ଗଞ୍ଜମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ରାୟଗଡାରେ ପ୍ରବଳ ବର୍ଷା ହେବାର
Read More...

କରୋନାରୁ ଆରୋଗ୍ୟ ହୋଉଥିବା ଲୋକଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର- କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହି ପ୍ରକ୍ରିୟାରେ ଆଶା, ଏନଏମ, ଅଙ୍ଗନବାଡି କର୍ମୀ, ଆୟୁଷ ଡାକ୍ତର ସାମିଲ ହେବେ । କରୋନା ମୁକାବିଲା କରିବା ପାଇଁ ଗଞ୍ଜମ ଜିଲ୍ଲାପାଳ ବଜୟ ଅମୃତ କୁଲାଙ୍ଗେ ଏଭଳି ପଦକ୍ଷେପ ନେଇଛନ୍ତି । ଯଦି
Read More...

ଫିଲ୍ମ ଶୈଳୀରେ ବସ୍ ଅପହରଣ : ୩୪ ଜଣ ଯାତ୍ରୀଙ୍କ ମିଳୁନି ପତ୍ତା

ଆଗ୍ରା : ଉତ୍ତର ପ୍ରଦେଶର ଆଗ୍ରାରେ ବୁଧବାର ଏକ ବସକୁ ଅପହରଣ କରି ନିଆଯାଇଛି। ଦୀର୍ଘ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବସର କୌଣସି ପତ୍ତା ମିଳି ନାହିଁ। ଆଗ୍ରା ମାଲପୁରାର ନ୍ୟୁ ସାଉଥ୍ ବାଇପାସ୍ ଠାରେ ଥିବା ରାଇବା ଟୋଲ୍ ପ୍ଲାଜା ନିକଟରୁ ଏକ ବସକୁ ଅପହରଣ କରିନିଆଯାଇଛି। ଏହି ବସ୍‌ରେ
Read More...

ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗତକାଲି ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନା ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢଉ
Read More...

ଗୁରୁବାର ପ୍ରକାଶ ପାଇବ ସ୍ୱଛ ସର୍ବେକ୍ଷଣ-୨୦୨୦ ଫଳଫଳା

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଗୁରୁବାର ସ୍ୱଛ ସର୍ବେକ୍ଷଣ ଫଳାଫଳ ପ୍ରକାଶ କରିବେ । ଏହା ଦେଶର ପଂଚମ ସ୍ୱଛତା ସର୍ବେକ୍ଷଣ କାଯ୍ୟକ୍ରମ । ଏଥିରେ ୧୨୯ଟି ପୁରସ୍କାର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ହିତାଧିକକାରୀ, ସ୍ୱଛାଗ୍ରହୀ ଓ ସଫେଇ
Read More...

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ପାଟନା : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ସ୍ବାଗତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତି ସହିତ ଏହାର କୌଣସି ସଂପର୍କ ନାହିଁ, ଏହା ହେଉଛି ନ୍ୟାୟର
Read More...

ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତର କରିବ ସିବିଆଇ

ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବଆଇ ତଦନ୍ତ କରିବ ବୋଲି ବୁଧାବର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଯେଉଁ ତଦନ୍ତ କରାଯାଇଥିଲା ତାର ସମସ୍ତ ପ୍ରମାଣ ସିବିଆଇକୁ ଦେବା ପାଇଁ ସୁପ୍ରିମକୋର୍ଟ ମୁମ୍ବାଇ ପୋଲିସକୁ ନିର୍ଦେଶ ଦେଇଛନ୍ତି ।
Read More...

ଗତ ୨୪ ଘଂଟାରେ ୬୪ହଜାର ହାର ପାରକଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ଦେଶରେ ୬୪,୫୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମଗ୍ର ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭,୬୭,୨୭୩ରେ ପଂହଚିଛି ଓ ୨୦,୩୭,୮୭୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ୫୨,୮୮୯ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା
Read More...

କରୋନା ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଆଜି ୧୦ଜଣଙ୍କ ଜୀବନ ନେଇଛି କରୋନା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦ ଥିଲା ବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡରୁ ୨ ଲେଖାଏଁ, ବରଗଡ ଓ ଭଦ୍ରକ ଜିଲ୍ଲାରୁ ଜଣେ
Read More...

ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର- ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ । ପାସ ହାର ୭୪.୯୫% ପ୍ରତିଶତ ରହିଛି । ଚଳିତ ବର୍ଷ ଝିଅଙ୍କୁ ପଛରେ ପକାଇ ପୁଅମାନେ ବାଜିମାତ କରିଛନ୍ତି । ମୋଟ ୨୫,୭୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୯,୩୧୮ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୨,୨୧୫ ପୁଅ
Read More...