Browsing Category

ପ୍ରମୁଖ ଖବର

ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭଜିଲାନ୍ସ ଗିରଫ କରିଥିବା ଜଣାପଡିଛି। ଗତକାଲି ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନା ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢଉ
Read More...

ଗୁରୁବାର ପ୍ରକାଶ ପାଇବ ସ୍ୱଛ ସର୍ବେକ୍ଷଣ-୨୦୨୦ ଫଳଫଳା

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଗୁରୁବାର ସ୍ୱଛ ସର୍ବେକ୍ଷଣ ଫଳାଫଳ ପ୍ରକାଶ କରିବେ । ଏହା ଦେଶର ପଂଚମ ସ୍ୱଛତା ସର୍ବେକ୍ଷଣ କାଯ୍ୟକ୍ରମ । ଏଥିରେ ୧୨୯ଟି ପୁରସ୍କାର ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ହିତାଧିକକାରୀ, ସ୍ୱଛାଗ୍ରହୀ ଓ ସଫେଇ
Read More...

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ପାଟନା : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ସ୍ବାଗତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତି ସହିତ ଏହାର କୌଣସି ସଂପର୍କ ନାହିଁ, ଏହା ହେଉଛି ନ୍ୟାୟର
Read More...

ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତର କରିବ ସିବିଆଇ

ମୁମ୍ବାଇ- ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ସିବଆଇ ତଦନ୍ତ କରିବ ବୋଲି ବୁଧାବର ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଯେଉଁ ତଦନ୍ତ କରାଯାଇଥିଲା ତାର ସମସ୍ତ ପ୍ରମାଣ ସିବିଆଇକୁ ଦେବା ପାଇଁ ସୁପ୍ରିମକୋର୍ଟ ମୁମ୍ବାଇ ପୋଲିସକୁ ନିର୍ଦେଶ ଦେଇଛନ୍ତି ।
Read More...

ଗତ ୨୪ ଘଂଟାରେ ୬୪ହଜାର ହାର ପାରକଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ଦେଶରେ ୬୪,୫୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମଗ୍ର ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭,୬୭,୨୭୩ରେ ପଂହଚିଛି ଓ ୨୦,୩୭,୮୭୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ୫୨,୮୮୯ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା
Read More...

କରୋନା ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଆଜି ୧୦ଜଣଙ୍କ ଜୀବନ ନେଇଛି କରୋନା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୦ ଥିଲା ବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡରୁ ୨ ଲେଖାଏଁ, ବରଗଡ ଓ ଭଦ୍ରକ ଜିଲ୍ଲାରୁ ଜଣେ
Read More...

ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର- ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ । ପାସ ହାର ୭୪.୯୫% ପ୍ରତିଶତ ରହିଛି । ଚଳିତ ବର୍ଷ ଝିଅଙ୍କୁ ପଛରେ ପକାଇ ପୁଅମାନେ ବାଜିମାତ କରିଛନ୍ତି । ମୋଟ ୨୫,୭୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୯,୩୧୮ ଛାତ୍ରଛାତ୍ରୀ ପାସ କରିଛନ୍ତି । ୧୨,୨୧୫ ପୁଅ
Read More...

ପାକ ସୀମାରେ ତେଜସ ମୁତୟନ

ନୂଆଦିଲ୍ଲୀ: ଚୀନ ସୀମାରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବାବେଳେ ଏବେ ପାକିସ୍ତାନ ସୀମାରେ ମଧ୍ୟ ସମାନ ପଦକ୍ଷେପ ନେଇଛି। ପାକିସ୍ତାନ ପଟୁ ବରାବର ବିପଦ ଲାଗିରହିଥିବାରୁ ଏହାର ଉଭୟ ଉତ୍ତର ଓ ପଶ୍ଚିମ ସୀମାରେ ସାମରିକ ପ୍ରସ୍ତୁତି ଜୋର୍‌ଦାର କରିଛି। ଲଦାଖ ସୀମାରେ ସୁଖୋଇ,
Read More...

ଦିନକରେ ଚିହ୍ନଟ ହେଲେ ୨,୫୮୯ ନୂଆ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହେଲେ ୨,୫୮୯ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୧,୫୭୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧,୦୧୫ ଲୋକାଲ କେସ୍ ରହିଛି । ଆଜି ପୁଣି ଗଞ୍ଜାମକୁ ପଛରେ ଖୋର୍ଦ୍ଧା ରେକର୍ଡ ପାର କରିଛି । ଖୋର୍ଦ୍ଧାରେ ୪୬୬ ପଜିଟଭି ଚିହ୍ନଟ ହୋଇଥିବା ବେଳେ
Read More...

ଗୋହ୍ୱାଟିରେ କୋଭାକ୍ସିନର ଦ୍ୱିତୀୟ ପରୀକ୍ଷଣ

ନୂଆଦିଲ୍ଲୀ- ଗୋହ୍ୱାଟି ହସ୍ପିଟାଲରେ କୋଭାକ୍ସିନର ଦ୍ୱିତୀୟ କ୍ଳିନିକାଲ ଟେଷ୍ଟ କରାଯାଇଛି । ଏନେଇ ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ହେମନ୍ତ ବିଶ୍ୱ ସରମା କହିଛନ୍ତି । ଏହି ଟେଷ୍ଟ ମଧ୍ୟ ସଫଳ ହୋଇଛି । ପ୍ରଥମ ଫେଜରେ ଏହି ପରୀକ୍ଷଣ ସଫଳ ହୋଇଥିଲା । ଆସାମରେ ୧୮,୨୨ ଲକ୍ଷ ସାମ୍ପୁଲ ଟେଷ୍ଟ
Read More...