Browsing Category

ପ୍ରମୁଖ ଖବର

ବିଶ୍ୱ ମାନବତା ଦିବସ

ଜାତି ସଂଘ ର ସାଧାରଣ ପରିଷଦର ଅନୁମୋଦନକ୍ରମେ ୨୦୦୯ରୁ ଅଗଷ୍ଟ ୧୯ରେ ବିଶ୍ୱ ମାନବତା ଦିବସ ବା ଇଂରାଜୀରେ ୱାର୍ଲଡ ହ୍ୟୁମାନିଟାରିଅନ୍ ଡେ ପାଳନ କରାଯାଉଛି । ବିଶ୍ୱର ଶତାଧିକ ଦେଶରେ ଏହି ଦିବସ ପାଳନ କରାଯାଉଛି । ତେବେ ବିଶ୍ୱ ଶାନ୍ତି ତଥା ମାନବତାର କରୁଥିବା କର୍ମୀମାନଙ୍କୁ ସ୍ୱୀକୃତି
Read More...

ରାଜ୍ୟରେ ଦୈନିକ ୫୦ ହଜାର କରୋନା ଟେଷ୍ଟ

ଭୁବନେଶ୍ୱର- ରାଜ୍ୟରେ ଦୈନକ ୫୦ ହଜାର କରୋନା ଟେଷ୍ଟ କରାଯାଉଛି । ଗତ ୨୪ ଘଂଟାରେ ୫୩,୦୧୫ କରୋନା ପରୀକ୍ଷା କରାଯାଇଛି । ଆରଟିପିସିଆର ୫୦୬୮, ଆଂଟିଜେନ ୪୭୮୩୪ ଓ ଟ୍ରୁନଟ୍ ଟେଷ୍ଟ ୧୧୩ ରହିଛି । ଗଞ୍ଜାମରେ ସର୍ବାଧିକ ୫୩୫୪ ଟେଷ୍ଟ କରାଯାଇଥିବା ବେଳେ ବାଲେଶ୍ୱରରେ ୪୩୧୦ ଓ ସୁନ୍ଦରଗଡରେ
Read More...

କରୋନା ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତି

ଭୁବନେଶ୍ୱର- ଏଣିକି କରୋନା ଚକିତ୍ସାର ତଦାରଖ କରିବେ ଟେକ୍ନିକାଲ କମିଟି । ୭ଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରକୁ ନେଇ ଏହି ଟେକ୍ନିକାଲ କମିଟି ଗଠନ କରାଯାଇଛି । ଏହି ଟମିର ସଦସ୍ୟ ୩୦ ଜିଲ୍ଲା ଗ୍ରସ୍ତ କରି କରୋନା ଚିକିତ୍ସାର ତଦାରଖ କରିବେ । ଯାହାଫଳରେ କରୋନା ଚିକିତ୍ସା ଅଧିକ
Read More...

ରାଜ୍ୟରେ ବର୍ଷା ଜାରି

ଭୁବନେଶ୍ୱର- ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରକୋପ ଜାରି ରହିଛି । ଏହା ୨ ଦିନ ଧରି ଲାଗି ରହିବ । ଉତର ଓଡିଶା ଆଭ୍ୟନ୍ତରୀଣ ଅଂଚଳରେ ଆଗାମୀ ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଂଳିକ ପାଣିପାଗ କେନ୍ଦ୍ର
Read More...

କରୋନା ଟିକାର ଫେଜ-୩ ଟ୍ରାଏଲ

ନୂଆଦିଲ୍ଲୀ- ଅକ୍ସଫୋର୍ଡ ବ୍ରିଟେନରେ ପ୍ରସ୍ତୁତ କରୁଥିବା କରୋନା ଟିକାର ଫେଜ-୩ ଟ୍ରାଏଲ ଭାରତରେ ଆରମ୍ଭ ହେବାକୁ ଯାଉଛି । ଫେଜ-୩ ଟ୍ରାଏଲ ଶେଷ ହେବା ପରେ ଭାରତରେ ଅକ୍ସଫୋର୍ଡର କରୋନା ଟିକା କୋଭିସିଲଡ ଉତ୍ପାଦନ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ୨୦ ଟି
Read More...

ଭୁବନେଶ୍ୱରରୁ ୨୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮୪ ଲୋକାଲ କେସ୍ ରହିଛି । ଏ ନେଇ ମହାନଗର ନିଗମ ସୂଚନା ଦେଇଛନ୍ତି । ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫ ଆକ୍ରାନ୍ତ, ଚନ୍ଦ୍ରଶେଖରପୁର ୮,
Read More...

ଆଳୁ ଦର ବଢିବ

ଆଳୁ ହେଉଛି ରୋଷଇ ଘରର ମୁଖ୍ୟ ପରିବା । ସବୁ ପରିବା ଭିତରୁ ଆଳୁର ଚାହିଦା ଅଧିକ ରହିଛି । ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଆଳୁ ପ୍ରିୟ । ରୋଷଇ ଘରେ ଯଦି ଆଳୁ ଥିବ ତବେ ଆଉ କୈଣସି ପରିବାର ଆବଶ୍ୟକ ନାହିଁ । ଯେତେବେଳେ ଆଳୁ ଦର ବୃଦ୍ଧି ପାଏ ଖାଉଟି ବେଶି
Read More...

ମଧ୍ୟପ୍ରଦେଶ ସରକାର: ଏଣିକି ସରକାରୀ ଚାକିରିରେ ବାହାର ରାଜ୍ୟ ଲୋକଙ୍କୁ ମନା

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଚାକିରୀ କେବଳ ମଧ୍ୟପ୍ରଦେଶର ବାସିନ୍ଦାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହା ଅଧୀନରେ ରାଜ୍ୟରେ ଉପଲବ୍ଧ ସରକାରୀ ଚାକିରିରେ ରାଜ୍ୟବାସୀ
Read More...

ଫିଲପିନ୍ସରେ ବଡଧରଣର ଭୂମିକମ୍ପ

ନୂଆଦିଲ୍ଲୀ-ଫିଲପିନ୍ସରେ ବଡଧରଣର ଭୂିମିକମ୍ପ ହୋଇଛି । ଏହାର ତ୍ରିବତା ଏତେ ଥିଲା ଯେ ୩ ମହଲା ଘର ଭୁଶୁଡି ପଡିଛି, ଓ ସହରର ସଡକ ଉପରେ ବଡ ବଡ ଫାଟକ ସୃଷ୍ଟି ହୋଇଛି । ରିଚର ସ୍କେଲରେ ଏହାର ତୀବତ୍ରା ୬.୫ ଥିବା ଜଣାପଡିଛି । ଭୁଶୁଡି ପଡିଥିବା ଘରେ ଅନେକ ଲୋକ ଫସି ରହିଛନ୍ତି । ହଜାର
Read More...

ଗଶେଶ ପୂଜା ପାଇଁ ହାଇକୋର୍ଟରେ ମାମଲା

କଟକ- କଟକ-ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ ପାଇଁ ହାଇକୋର୍ଟରେ ଅପିଲ କରାଯାଇଛି । ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ଏଥିରେ ମୁଖ୍ୟସଚିବ, ଏସଆରସି, ପୋଲିସ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ସିଏମସି କମିଶନରଙ୍କୁ
Read More...