ଘରେ ଶୋଇଥିବା ନବଜାତକୁ ପାଟିରେ କାମୁଡ଼ି ନେଇଗଲା କୁକୁର
କାନପୁର : ଉତରପ୍ରଦେଶ କାନପୁରରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଯାହାକୁ ଶୁଣି ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ। ଘରେ ଶୋଇଥିବା ଅବସ୍ଥାରେ ଏକ ନବଜାତକୁ ଏକ କୁକୁୁର ନିଜ ମୁହଁରେ କାମୁଡ଼ି ପଳାଇଥିଲା। ବହୁ ଖୋଜାଖୋଜି କରିବା ପରେ ଲୋକଙ୍କୁ ବୁଦା ମୂଳରୁ ଉକ୍ତ ନବଜାତର ମୃତଦେହ!-->…
Read More...
Read More...