Browsing Category

ପ୍ରମୁଖ ଖବର

ଆଇଏସଆଇ ଟାର୍ଗେଟରେ ବିଜେପି ଓ ଆରଏସଏସ ନେତା

ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଟାର୍ଗେଟରେ ରହିଛନ୍ତି ଭାରତର ବିଜେପି ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ନେତା। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ବିଜେପି ଏବଂ ଆରଏସଏସ ନେତାମାନଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବାକୁ ଗୁଇନ୍ଦା
Read More...

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ, ୨ ଯବାନ ଶହୀଦ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ନୱଗାଁଓରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ସମ୍ପୃକ୍ତ ଅଞ୍ଚଳକୁ
Read More...

ରାଜ୍ୟରେ ଆଉ ୧୯୭୭ ପଜିଟିଭ୍ ଚିହ୍ନଟ ; ୫୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟର ୩୦ ଜିଲାରୁ ଆଜି ଆଉ ୧୯୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ଚିହ୍ନଟ ୧୯୭୭ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ ହଜାର ୬୩୦ ରେ ପହଞ୍ଚିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୨୪୧ କ୍ବାରେଣ୍ଟାଇନରୁ ଥିବା ବେଳେ ୭୩୬ ଜଣ
Read More...

ରାଜ୍ୟରୁ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର : ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି। ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରୁ ମୃତ୍ୟୁ ବରଣ
Read More...

ରାଜ୍ୟ ବାହାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ରାଜ୍ୟର ୨୧ ସହର ସମେତ ଅନ୍ୟ ରାଜ୍ୟର ୩ ସହରରେ ଅନୁଷ୍ଠିତ ହେବ। ଏଥିପାଇଁ ଓଜେଇଇ ପକ୍ଷରୁ ଅନ୍‍ଲାଇନ୍‍ ପରୀକ୍ଷା କେନ୍ଦ୍ର ମନୋନୟନ କରାଯାଇ ଥିବାବେଳେ ଗୁରୁବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି
Read More...

କରୋନା କାୟା; ଦିନକରେ ୧୦୦୭ ମୃତ, ୬୪ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିଚାଲିଛି। ଏହା ହ୍ରାସ ପାଇବାର ନାଁ ଧରୁନାହିଁ। ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୪ ହଜାର ୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଲକ୍ଷ ୬୧ ହଜାର
Read More...

ଭାରତରେ କରୋନା ଔଷଧର ଶୁଭାରମ୍ଭ କରିଛି ଜିଡସ୍ କ୍ୟାଡିଲା

ନୂଆଦିଲ୍ଲୀ : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । ସାରା ବିଶ୍ୱରେ କରୋନା ଟିକା ଏବଂ ଔଷଧ ନେଇ ଗବେଷଣା ଚାଲିଛି। ଇତି ମଧ୍ୟରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କ୍ୟାଡିଲା ଗୁରୁବାର ଦିନ କହିଛି ଯେ ରେମୋଡେକ୍ ବ୍ରାଣ୍ଡ ନାମରେ ଭାରତୀୟ ବଜାରରେ କରୋନା ଭୂତାଣୁ
Read More...

କୋଭିଡ୍‍-୧୯ ଆରୋଗ୍ୟ ହାର ୭୦. ୭୭%

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ଶତକଡ଼ା ୭୦ ଭାଗକୁ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ବ୍ୟାପକ ନମୁନା ପରୀକ୍ଷା, ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ଯୋଗୁଁ ଦେଶରେ ଏପର୍ଯ୍ୟନ୍ତ ୧୬ଲକ୍ଷ ୯୫ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ
Read More...

ପୁଣି ଫେରିବ ‘ଟିକ୍ ଟକ୍’: ରିଲାଏନ୍ସ ଜିଓ କିଣିବ ଭାରତ ଅଂଶ

ମୁମ୍ବାଇ: ଟିକଟକ୍ ବ୍ୟବହାରୀଙ୍କ ପାଇଁ ଏକ ଖୁସି ଖବର । ଭାରତକୁ ପୁଣି ଫେରିପାରେ ଟିକ୍ ଟକ୍ । ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଟିକଟକର ଭାରତ କାରବାର କିଣିବା ନେଇ କଥାବାର୍ତା ଚଳାଇଥିବା ସୂଚନା ମିଳିଛି । ଅନୁରୂପ ଭାବରେ ଆମେରିକାରେ ଟିକଟକକୁ ମାଇକ୍ରୋସଫ୍ଟ କିଣିବାର
Read More...

ରାଜ୍ୟରେ କରୋନା ନେଲା ଆଉ ୯ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୩୧୪

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନା ଆଉ ୯ ଜଣଙ୍କ ଜୀବନ ନେଇଛି। ଗଞ୍ଜାମ ଜିଲାରୁ ସର୍ବାଧିକ ୩ଜଣଙ୍କର ମୃତ୍ୟୁ ହୋଇଛି। କଟକ ଓ ମୟୁରଭଞ୍ଜ ଜିଲାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ
Read More...