Browsing Category

ପ୍ରମୁଖ ଖବର

ଓଡିଶାରେ କରୋନା ମୃତ୍ୟ ସଂଖ୍ୟା ୩୩୩କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କରେନା ନେଲା ପୁଣି ୯ ମୁଣ୍ଡ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ସମ୍ବଲପୁରରୁ ୪ ଜଣ, କଟକ ୨, ଗଞ୍ଜାମ, କେନ୍ଦୁଝର, ନୟାଗଡରୁ ଜଣେ ଲେଖାଏଁ ରହିଛି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା
Read More...

ରାଜ୍ୟରେ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଗତ ୨୪ ଘଂଟାରେ ୨୪୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୯୦୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବୈଦ୍ଧ ୧୧୫, କଟକ ୧୨୮, ଢେଙ୍କାନାଳ ୬୯, ଗଜପତି ୬୮, ଗଞ୍ଜାମ ୩୨୭,
Read More...

ଦିନକରେ ୪୭,୮୮୭ ନମୁନା ପରୀକ୍ଷା

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୪୭,୮୮୭ ନୁମନା ପରୀକ୍ଷା କରାଯାଇଛି । ୪୦,୭୧୬ ଆଂଟିଜେନ ୭୦୦୦ ଆରଟିପିସିଆର ପରୀକ୍ଷା କରାଯାଇଛି । ଏନେଇ ସୂଚନା ଦେଇଛନ୍ତ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଦୈନିକ ୫୦ ହଜାର କୋଭିଡ ଟେଷ୍ଟ କରାଯାଉଛି । ଗତ ୫ ଦିନ ମଧ୍ୟରେ
Read More...

ଲାଲକିଲ୍ଲାରୁ ପତକା ଉତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ୭୪ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଲାଲକିଲ୍ଲା ଠାରେ ପତକା ଉତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ବୀର ସହିଦଙ୍କୁ ସମ୍ମାନ ଜଣାଇବା ସହିତ କରୋନା ଯୋଦ୍ଧାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଆଗକୁ ବଢିବା ପାଇଁ ଆଜିର
Read More...

ପତକା ଉତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-କୋଭିଡ କଟକଣା ସତ୍ୱେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ପାଳିତ ହେଲା ସ୍ୱାଧୀନତା ଦିବସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତକା ଉତୋଳନ କରି ରାଜ୍ୟବାସୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବୀର ଯବାନ ଓ କୋଭିଡ ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
Read More...

ରାଜ୍ୟରେ କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ

ଭୁବନେଶ୍ୱର : ରାଜ୍ୟରେ କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ କରାଯାଇଛି। ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର । ଏବେ ୮ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯିବ । ପୂର୍ବରୁ ୪ ଟି ଘର ଥିବା ଅଟ୍ଟାଳିକାକୁ ଆପର୍ଟମେଣ୍ଟ କୁହାଯାଉଥିଲା ।
Read More...

ଆରଟିଓ ଅଫିସ ଖୋଲିବାକୁ ଗାଇଡଲାଇନ୍ ଜାରି କଲା ପରିବହନ ବିଭାଗ

ଭୁବନେଶ୍ୱର : କୋରୋନା କଟକଣା ମଧ୍ୟରେ ଖୋଲିବ ଆରଟିଓ କାର୍ଯ୍ୟାଳୟ । ତେବେ କୋଭିଡ ମହାମାରୀ ଯୋଗୁଁ ଆରଟିଓ ଅଫିସକୁ କିଏ ଆସିବେ ଓ କିଏ ଆସିବେ ନାହିଁ ସେ ନେଇ ନୂଆ ଗାଇଡ଼ଲାଇନ ଜାରି କରିଛି ରାଜ୍ୟ ପରିବହନ ବିଭାଗ। କୋରୋନା ମହାମାରୀ ସମୟରେ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
Read More...

କରୋନା ଟିକାକୁ ନେଇ ଚୀନ-ରୁଷ ଛକାପଞ୍ଝା

ବେଜିଂ: ରୁଷ ପ୍ରଥମେ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହି ଟିକାର ନାଁ ହେଉଛି ‘ସ୍ଫୁଟନିକ ବି’। ଆଗାମୀ ୨ ସପ୍ତାହ ଭିତରେ ଏହା ବଜାରକୁ ଆସିବ। କିନ୍ତୁ ଏହା ପୂର୍ବରୁ ରୁଷର ଦାବିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଚୀନ ପ୍ରଥମେ କରୋନା ଟିକା ପ୍ରସ୍ତୁତ କରିଥିବା କହିବା ପରେ
Read More...

ସୁଧୁରୁନି ପ୍ରଣବଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ​‌ କୌଣସି ସୁଧାର ଆସୁନାହିଁ। ​‌ସେ ଏବେ ବି ସଙ୍କଟାପନ୍ନ ରହିଛନ୍ତି। ଦିଲ୍ଲୀର ସେନା ହସ୍ପିଟାଲର ଆଇସିୟୁରେ ତାଙ୍କୁ ଭେଣ୍ଟଲେଟର ସପୋର୍ଟରେ ରଖାଯାଇଥିବା ଶୁକ୍ରବାର ସକାଳେ ହସ୍ପିଟାଲ ପକ୍ଷରୁ ବୁଲେଟିନ୍‌ ଜାରି
Read More...

ଓଡ଼ିଶାର ୧୪ ଜଣଙ୍କୁ ମିଳିବ ପୁଲିସ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପୁଲିସ ପଦକ ସମ୍ପର୍କରେ ଘୋଷଣା କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ପୁଲିସ ପଦକ ତାଲିକାରେ ୧୪ ଜଣ ଓଡିଶାର ପୁଲିସ ରହିଛନ୍ତି। ତଦନୁଯାୟୀ ଓଡ଼ିଶାର ୧୪ ପୁଲିସଙ୍କୁ
Read More...