ମାଟି ତଳୁ ଶୁଭିଲା କାନ୍ଦର ଶବ୍ଦ ; ଉଦ୍ଧାର ହେଲା ନବଜାତ
ଝାଡ଼ଖଣ୍ଡ : କଥାରେ ଅଛି ରଖେ ହରି ତ ମାରେ କିଏ ? ଏହା ଯେତେବେଳେ ବାସ୍ତବରେ ଘଟେ ପ୍ରକୃତରେ ଆଶ୍ଚର୍ଯ୍ୟ ଲାଗେ। ଏଭଳି ହିଁ ଏକ ଘଟଣା ଝାଡ଼ଖଣ୍ଡରେ ଲୋହରଦଗା ଜିଲାର। ଏଠାରେ ଏକ ଶିଶୁକୁ ମାଟି ତଳୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ଲୋହରଦଗାର କୁୁଡ଼ୁ ଥାନା!-->…
Read More...
Read More...