Browsing Category

ପ୍ରମୁଖ ଖବର

ଶ୍ରଦ୍ଧାଞ୍ଜଳି ୰ ରବି ନାରାୟଣ ମହାନ୍ତି

ଆପଣ ପ୍ରକୃତରେ ଥିଲେ ଓଡିଶା ସାମ୍ବାଦିକତା କ୍ଷେତ୍ରରେ ଏକ ଚଳନ୍ତି ଅନୁଷ୍ଠାନ । ରାଜ୍ୟର ସାମ୍ବାଦିକଙ୍କ ଉନ୍ନତି ଓ ଉପକାର ଲାଗି ଲଢିବା ସହ ନିର୍ଭିକ ସମ୍ବାଦ ପରିବେଷଣ କରିବା ଥିଲା ଆପଣଙ୍କର ବୈଶିଷ୍ଟ୍ୟତା । ଦେଶ ସ୍ୱାଧିନତା ଲାଭ ପରେ ୬୦ ରୁ ୭୦ ଦଶକ ମଧ୍ୟରେ ଓଡିଶାରେ ଆରମ୍ଭ ହୋଇଯାଇଥିଲା
Read More...

ଗ୍ରୋସରି, ପରିବା ଦୋକାନୀଙ୍କ କରୋନା ପରୀକ୍ଷା ଲାଗି କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଏପରି ସ୍ଥଳେ ଅନେକ ଅଂଚଳରେ ଲକ୍ଡାଉନ୍ ସତ୍ୱେ ପରିବା ଏବଂ ଗ୍ରୋସରି ଦୋକାନ ଖୋଲା ରହୁଛି । ତେଣୁ ସେି ବ୍ୟବସାୟୀମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କର କରୋନା ପରୀକ୍ଷା କରାଇବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ
Read More...

କାଳିଆ ଟଙ୍କା ଫେରସ୍ତ ନିର୍ଦେଶକୁ ସ୍ଥଗିତ

ଭୁବନେଶ୍ୱର- କାଳିଆ ଟଙ୍କା ଫେରସ୍ତ ନିର୍ଦେଶ କୁ ସ୍ଥଗିତ ରଖାଯାଇଛି । ଏନେଇ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦେଶାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ଏତଦ୍ ବ୍ୟତିତ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ଚିଠି ମଧ୍ୟ କରାଯାଇଛି । ରାଜ୍ୟରେ କରୋନା ସ୍ଥିତି ଓ ଖରିଫ ଚାଷ
Read More...

ଅଯୋଧ୍ୟା ଭଳି ନେପାଳରେ ତିଆରି ହେବ ରାମ ମନ୍ଦିର, ନିର୍ଦେଶ ଦେଲେ ଓଲି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ନିଜ ଦେଶରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିବେ। ପୂର୍ବରୁ ସେ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବି କରିଥିବାବେଳେ ଏବେ ସେଠାରେ ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଛନ୍ତି। ଗତମାସରେ ଓଲି ନେପାଳର ଠୋରି ନିକଟରେ
Read More...

ପ୍ରଭୁ ରାମଙ୍କ ଅଭିଷେକ କଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ଲଣ୍ଡନ: ଅଯୋଧ୍ୟାରେ ଗତ ୫ ତାରିଖରେ ଶ୍ରୀରାମମନ୍ଦିର ଭୂମି ପୂଜନ ସମୟରେ ଦେଶ ବିଦେଶରେ ଏଥିପାଇଁ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚନା ହୋଇଛି । ଆମେରିକାର ଟାଇମ୍ସ ସ୍କୋୟାରଠାରୁ ଆରମ୍ଭ କରି ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଶ୍ରୀରାମଙ୍କ ଡ଼ିଜିଟାଲ ଛବି ପ୍ରଦର୍ଶିତ ହୋଇଛି । ଏବେ ଆଉ
Read More...

ଜାମ୍ମୁରେ ପୁଣି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ରବିବାର ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। କାଶ୍ମୀର ବିଭିନ୍ନ ପ୍ରାନ୍ତରେ ବିଜେପି ନେତାମାନଙ୍କ ଉପରେ ବାରମ୍ବାର
Read More...

ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା

କଟକ- ଚଳିତ ବର୍ଷ ମହାମାରୀ କରୋନା ପାଇଁ ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା । ଯେଉଁମାନେ ଚାହିଁବେ ଘରେ ନିରାଡମ୍ବର ଭାବେ ପୂଜା କରିବେ । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତି
Read More...

ରାଜ୍ୟରେ ୬୫ ନୂଆ ଜେଏମଏଫସି କୋର୍ଟ

କଟକ- ରାଜ୍ୟର ୨୫ ଜିଲ୍ଲାରେ ଆଉ ୬୫ ନୂଆ ଜେଏମଏମଫସି କୋର୍ଟ ଖୋଲିବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଏନେଇ ହଇକୋର୍ଟ ପ୍ରଶାସନିକ ସ୍ପୋଶାଲ ଅଫିସର ସମସ୍ତ ଜିଲ୍ଲା ସେସନ ଜଜଙ୍କୁ ଅବଗତ କରିବା ସହ ଆବଶ୍ୟକ ଭିତିମୂମି ସମ୍ପର୍କରେ ଜଣାଇବାକିୁ କହିଛନ୍ତି । ଜେଏମଏମଫସି ପାଇଁ ରାଜ୍ୟର ୨୫
Read More...

ରାଜ୍ୟରେ କରୋନା ନେଲା ଆଉ ୧୩ ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ କରୋନା ନେଇଛି ୧୩ ଜୀବନ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୬, ଖୋର୍ଦ୍ଧା, ବାଲେଶ୍ୱର, ଭୁବନେଶ୍ୱର, ବରଗଡ ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ ବିଭିନ୍ନ ରୋଗରେ
Read More...

ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଓଜେଇଇ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ କରିବା ପାଇଁ ଓଜେଇଇ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। କରୋନା ମହାମାରୀ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଥିଲେ। ଫଳରେ ଓଜେଇଇ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ
Read More...