Browsing Category

ପ୍ରମୁଖ ଖବର

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୫୯୨୭କୁ ବୃଦ୍ଧି

ଭୁବନେଶ୍ୱରର- ରାଜ୍ୟରେ ପୁଣି୧୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬୫୯ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଗଞ୍ଜାମ ଠାରୁ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ୩୪୨ ଓ
Read More...

ପାକିସ୍ତାନ : କ୍ରିକେଟ ମ୍ୟାଚ ବେଳେ ଆତଙ୍କବାଦୀଙ୍କ ଗୁଳିବର୍ଷା

ଇସଲାମାବାଦ: ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ ସୁରକ୍ଷିତ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ବାରମ୍ବାର ଦାବି କରୁଛି। ଏହାପରେ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଭଳି କେତେକ ଟିମ୍‌ ପାକିସ୍ତାନ ଗସ୍ତ କରିଛନ୍ତି। କିନ୍ତୁ ପିସିବିର ଏହି ଦାବି ଉପରେ ଶୁକ୍ରବାରର
Read More...

ଲକ୍ଷାଧିକ ଟଙ୍କାର ଗାଡି ଖତ

କଟକ- ଅପରାଧିକ ମାମଲାରେ ଜବତ ହୋଉଥିବା ଯାନବାହନ ଦୀର୍ଘଦିନ ଧରି ଖରା, ବର୍ଷାରେ ପଡି ନଷ୍ଟ ହେଉଛି । ଫଳରେ ଲକ୍ଷାଧିକ ଟଙ୍କାର ଗାଡି ଖତ ଖାଉଛି । ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରି ଓଡିଶା ହାଇକୋର୍ଟ କହିଛନ୍ତି ଦୀର୍ଘଦିନ ଧରି ଗାଡି ଗୁଡିକ ଖରା, ବର୍ଷାରେ ନପକାଇ ଆବଶ୍ୟକ ପଦକ୍ଷେପ
Read More...

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଏବଂ ଆହାତ ହୋଇଥିବା ଯାତ୍ରୀଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁ ମାନେ ଆହାତ ହୋଇଛନ୍ତି ସେମାନଙ୍କ ଆଶୁଆରେଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦୁର୍ଘଟଣାରେ
Read More...

ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ

ପୁରୀ- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖା ନୀତି । ଭାଦ୍ରବ ମାସ କୃଷ୍ଣ ପଂଚମୀ ତିଥିରେ ଠାକୁରଙ୍କ ରାହୁ ରେଖା ଲାଗି ହୋଇଥାଏ । ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମଣ୍ଡଳରେ ସୁବର୍ଣ୍ଣ ରେଖା ପରିଧାନ କରିବେ । ବିଗ୍ରହଙ୍କ ଶ୍ରୀ ମୁଖର ଚତୁପାଶ୍ୱର୍ରେ ସ୍ପର୍ଶ ନିର୍ମିତ
Read More...

ଉପର ମୁହାଁ କରୋନା ମୃତ୍ୟୁ ସଂଖ୍ୟା: ଦିନକରେ ଆଖି ବୁଜିଲେ ୧୨ ଆକ୍ରାନ୍ତ

ଭୁବନେଶ୍ୱର- କରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଗତ ୨୪ ଘଂଟାରେ ୧୨ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ବର୍ତମାନ ସୁଦ୍ଧା ରାଜ୍ୟରେ କରେନା ଜନିତ ମୃତ୍ୟୁ ସଂକ୍ୟା ୨୫୯କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ୧୨ ମୃତକଙ୍କ
Read More...

ରାଜ୍ୟରେ ନୂଆ ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଅଣୟାତ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୧୬୪୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୮ ସଙ୍ଗରୋଧ କେନ୍ଦ୍ରର
Read More...

ଦୁଇ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ଭୁବନେଶ୍ୱର- ଓଡିଶା କ୍ୟାଡର ଦୁଇ ବରିଷ୍ଠ ଆଇପିଏସଙ୍କୁ କେନ୍ଦ୍ର ସରକାରରେ ନୂଆ ଦାୟିତ୍ୱ ମିଳିଛି । ୨୦୧୫ ମସିହା ମେ ମାସରୁ ସିବିଆଇ ଯୁଗ୍ମ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଆଇପିଏସ ଅମ୍ରିତ ମୋହନ ପ୍ରସାଦଙ୍କୁ ଇଣ୍ଡୋ-ତିଦ୍ଧତୀୟ ବାଟାଲିୟନ ପୋଲିସର ଅତିରିକ୍ତ ଡିଜି ଭାବେ ନିଯୁକ୍ତି
Read More...

ନୂଆଖାଇ ପାଇଁ ସଟଡାଉନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର- ଆସନ୍ତା ୨୩ ତାରିଖ ନୂଆଖାଇ ପାଇଁ ସମ୍ବଲପୁର ସଟଡାଉନକୁ ଘୁଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସମ୍ବଲପୁରକୁ ୨୨ ଓ ୨୩ ଦୁଇ ଦିନ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଯାହାର ପ୍ରଭାବ ନୂଆଖାଇରେ ପଡିବ । ପର୍ବ
Read More...

ଗଗନଯାନ ଅଭିଯାନ; ରୁଷରେ ୪ ମହାକାଶଚାରୀଙ୍କ ପ୍ରଶିକ୍ଷଣ ସରିଲା

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ନିଟକ ଭବିଷ୍ୟତରେ ଗଗନଯାନ ଅଭିଯାନ ଲଞ୍ଚ କରିବ। ଏଥିରେ ପ୍ରଥମ ଥର ଲାଗି ମହାକାଶଚାରୀଙ୍କୁ ମହାକାଶ ପଠାଯିବ। ଏଥିପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି। ଏହି ୪ ଜଣ ହେଉଛନ୍ତି ବାୟୁସେନାର ଲଢୁଆ ପାଇଲଟ୍‌। ସେମାନଙ୍କୁ
Read More...