Browsing Category

ପ୍ରମୁଖ ଖବର

ନରସିଂହପୁର ୭୨ ଘଂଟିଆ ସଟଡାଉନ

କଟକ- ନିଜିଗଡ ଗ୍ରାମପଂଚାୟତ ଅଧିନ ତହସିଲ କାର୍ଯ୍ୟାଳୟର ଦୁଇ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ସରପଂଚ ୭୨ ଘଂଟିଆ ସଟଡାଉନ ଘୋଷଣା କରିଛନ୍ତି । ଗତକାଲି ରାତି ୯ ଟାରୁ ସେମବାର ସକାଳ ୫ ଟା ପର୍ଯ୍ୟନ୍ତ ଏହି ସଟଡାଉନ ବଳବତର ରହିବ । ଏହି ସମୟରେ ମେଡିସିନ ଦୋକାନ ଓ ପେଟ୍ରୋଲ ପମ୍ପ
Read More...

ରାଜ୍ୟରେ ଆଉ ୬ ନୂଆ ଥାନା

ଭୁବନେଶ୍ୱର- ରାଜ୍ୟରେ ଆଉ ୬ଟି ନୂଆ ଥାନା ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ପ୍ରଦାନ କରିଛନ୍ତି । ୬ ଟି ଥାନା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡା ଟାଉନ ଥାନା, ଭଂଜନଗର ଥାନା, ଭଦ୍ରକ ଗ୍ରାମଂଚଳ ଥାନା ଓ ତିହିଡି ଥାନା ପରିସୀମା ଭଙ୍ଗାଯାଇ ଏହି ନୂଆ ଥାନା
Read More...

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କରୋନା ଟେଷ୍ଟ

ଖୋର୍ଦ୍ଧା- ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ସନତ ମହାନ୍ତିଙ୍କ କରୋନା ପରୀକ୍ଷା କରାଯାଇଛି । ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ବେଳେ ଏସନି ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାପାଳଙ୍କ ସମେତ ତାଙ୍କ ଅଫିସର ଅନ୍ୟ
Read More...

ଖୁବଶୀଘ୍ର ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର- ଚଳିତ ବର୍ଷ ଶେଷ ସପ୍ତହାରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଟ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ସେ କହିଛନ୍ତି ବାଚସ୍ପତିଙ୍କ ସହ ମୋର ଆଲୋଚନା ହୋଇଥିଲା । ବାଚସ୍ପତି ଖୁବଶୀଘ୍ର ବିଧାନସଭା ଅଧିବେଶନ ଡାକିବେ ବୋଲି କହିଥିଲେ ।
Read More...

ଟିକ୍‌ଟକ୍‌, ୱିଚାଟ୍‌କୁ ନିଷିଦ୍ଧ କଲା ଆମେରିକା

ୱାଶିଂଟନ: ଶେଷରେ ଚାଇନିଜ୍‌ ମୋବାଇଲ୍‌ ଆପ୍‌ ଟିକ୍‌ଟକ୍‌ ଏବଂ ୱିଚାଟ୍‌ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁବାର ବିଳମ୍ବିତ ରାତିରେ ଏହି ୨ଟି ଆପ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ଆଦେଶନାମାରେ ହସ୍ତାକ୍ଷର
Read More...

ରାଜ୍ୟରେ କରୋନା ନେଲା ଆଉ ୧୨ମୁଣ୍ଡ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରରେ ଲାଗିଛି । ଆଗି ଗୋଟିଏ ଦିନରେ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା ଏନେଇ ରାଜ୍ୟ ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜମ ଓ ସୁନ୍ଦରଗଡ ଜିଲ୍ଲାରୁ ୩, ମୟୂରଭଞ୍ଜ ,ଗଜପତି,
Read More...

ଓଡିଶାରେ ଦିନକରେ ଚିହ୍ନଟ ହେଲେ ୧୮୩୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାର ୧୮୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୧୧୮ ଓ ଲୋକାଲ କେସ୍ ୭୧୫ ରହିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ୨୭୯, କଟକ ୧୨୪,
Read More...

ଖର୍ଚ୍ଚ ହିସାବ ଦେଇନାହାନ୍ତି ସମ୍ବଲପୁର ଓ ରେଭେନ୍ସା ବିଶ୍ବବିଦ୍ୟାଳୟ

ଭୁବନେଶ୍ବର:୨୦୧୯-୨୦ ଆର୍ଥିକ ବର୍ଷ‌ରେ ଜିଆଇଏ ଦରମା ପାଇଁ ସରକାର ଦେଇଥିବା ଅର୍ଥର ହିସାବ ଦାଖଲ କରିନି ରେଭେନ୍ସା ବିଶ୍ବବିଦ୍ୟାଳୟ। ଏଯାବତ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅର୍ଥର ହିସାସ ବା ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇନି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟ ଚତୁର୍ଥ ଶ୍ରେଣୀ
Read More...

ଇଡି ସମ୍ମୁଖରେ ହାଜର ହେବାକୁ ମନାକଲେ ରିୟା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଏବଂ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ)। ଏହି ମାମଲାରେ ଇଡି ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଶୁକ୍ରବାର ହାଜର ହେବାକୁ ସମନ ଜାରି କରିଥିଲା। ତେବେ
Read More...

ଓଡ଼ିଶା ରୋଲ୍‍ ମଡେଲ୍‍, ସୁନାମି ସୁପରିଚାଳନା ପାଇଁ ୨ଗ୍ରାମକୁ ୟୁନେସ୍କୋ ସାର୍ଟିଫିକେଟ୍‌

ଭୁବନେଶ୍ୱର: ସୁନାମି ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ସଫଳତା। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ଦୁଇଟି ଉପକୂଳ ଗ୍ରାମକୁ ସୁନାମି ମୁକାବିଲା ପ୍ରତିରୋଧୀ (ମୁକାବିଲା ପାଇଁ ପ୍ରସ୍ତୁତ) ବୋଲି ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି। ଭାରତ ମହାସାଗର ଅଞ୍ଚଳ ଭାବେ ଭାରତକୁ ଏହି ସଫଳତା
Read More...