Browsing Category

ପ୍ରମୁଖ ଖବର

୨୦ ଲକ୍ଷ ଟପିଲା କରୋନା; ଦିନକରେ ୬୨ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୨୦ ଲକ୍ଷ ଅତିକ୍ରମ କରିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଦୈନିକ ସଂକ୍ରମଣ। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୫୦ରୁ ୫୫ ହଜାର ଭିତରେ ରହୁଥିଲା ବେଳେ ଶୁକ୍ରବାର ତାହା ୬୦
Read More...

ଭାରତ ମହାକାଶ ପଠାଇବ ୬ଟି ’ଆକାଶ ଆଖି’: ଚୀନ ସେନା ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ଚୀନ ସେନାର ଗତିବିଧି ସହ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ନଜର ରଖିବା ପାଇଁ ଭାରତ ମହାକାଶରେ ସ୍ଥାପନ କରି ଆଉ ୬ଟି କୃତ୍ରିମ ଉପଗ୍ରହ । ଭାରତୀୟ ସୁରକ୍ଷା ସଂସ୍ଥାର ଆବଶ୍ୟକତା ଅନୁସାରେ ଏହି କୃତ୍ରିମ ଉପଗ୍ରହ ଖୁବ୍ ଶୀଘ୍ର ମହାକାଶରେ ସ୍ଥାପନ ନିମନ୍ତେ ଆରମ୍ଭ ହୋଇଛି
Read More...

ଆଇପିଏଲ ୨୦୨୦ : VIVO କୁ ହଟାଇଲା BCCI, ୨ ଦିନରେ ନୂଆ ଟେଣ୍ଡର

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦ୍ୱାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ ।ନୂଆ
Read More...

‘ମଡ଼ର୍ଣ୍ଣା’ର କୋବିଡ଼-୧୯ ଟିକାକୁ ମିଳିଲା ସଫଳତା; ମୂଷା ଦେହରେ ପ୍ରୟୋଗ ସଫଳ

ୱାଶିଂଟନ: ଆମେରିକାର ଜୈବ ପ୍ରାଦ୍ୟୋଗିକୀ କମ୍ପାନୀ ମଡ଼ର୍ଣ୍ଣ ଫାର୍ମା ଦ୍ବାରା ବିକଶିତ ଟୀକା ମୂଷାମାନଙ୍କୁ କୋବିଡ଼-୧୯ ସଂକ୍ରମଣରୁ ରକ୍ଷା କରିବା​‌ରେ ସଫଳ ସାବ୍ୟସ୍ତ ହୋଇଛି । କୋବିଡ଼-୧୯ ବିଷାଣୁକୁ ପ୍ରତିହତ କରି ମୂଷାମାନଙ୍କୁ ସୁରକ୍ଷିତ ରଖିବାରେ ଏହି ଟୀକା ସଫଳ ହେବା ଦ୍ବାରା ମଣିଷ
Read More...

ପ୍ରତି ୧୫ ସେକେଣ୍ଡରେ ମରୁଛନ୍ତି ଜଣେ କରୋନା ରୋଗୀ, ସ୍ଥିତି ଗୁରୁତର ଆଶଙ୍କା

ନୂଆଦିଲ୍ଲୀ:  ସାରା ବିଶ୍ଵରେ କରୋନା ସଂକ୍ରମଣ ସ୍ଥିତି ଦିନକୁଦିନ ଖରାପ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ସାରା ବିଶ୍ଵରେ ହାରାହାରି ପ୍ରତି ୧୫ ସେକେଣ୍ଡରେ ଜଣେ କରୋନା ସଂକ୍ରମିତ ମୃତ୍ୟୁବରଣ କରୁଛନ୍ତି । ବର୍ତମାନ ସୁଦ୍ଧା ସାରା ପୃଥିବୀରେ ମୃତକଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ
Read More...

ବିଏମସି ଅଂଚଳରୁ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୧୮ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୭୧ ହୋଇଥିବା ବେଳେ ୪୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ରିଜର୍ଭ
Read More...

କୋଭିଡ ମୁକାବିଲା ପାଇଁ କେନ୍ଦ୍ରର ୮୯୦ କୋଟି ଟଙ୍କା ଆର୍ଥିକ ସହାୟତା

ନୂଆଦିଲ୍ଲୀ- କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ରସରକାର ୮୯୦.୩୨ କୋଟି ଆର୍ଥିକ ସାହାୟତା ରାଶି ଘୋଷଣା କରିଛନ୍ତି । ଦ୍ୱିତୀୟ କିସ୍ତିରେ ୨୨ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଂଚଳ ପାଇଁ ଏହି ସହାୟତା ରାଶି ଘୋଷଣା କରିଛନ୍ତି । କରୋନା ଟେଷ୍ଟର ଉନ୍ନତି କରଣ, ଆଇସିୟୁ ବୋଡର ଉନ୍ନତି,
Read More...

ଚୀନରେ ବ୍ୟାପୁଛି ଆଉ ଏକ ଭୂତାଣୁ; ୭ ମୃତ, ୬୦ ଆକ୍ରାନ୍ତ

ବେଜିଂ: କରୋନା ପରେ ଚୀନରେ ଆଉ ଏକ ଭୂତାଣୁ ଯୋଗୁ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ସଂକ୍ରମିତ ହୋଇଥିବା ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ସୂଚନା ଅନୁସାରେ, ଏହି ଭୂତାଣୁ ଏକ କୀଟଠାରୁ ମଣିଷକୁ
Read More...

ଙ୍ଘଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଳିବ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର- ୨୦୨୨ ମାର୍ଚମାସ ସୁଦ୍ଧା ଦିଲ୍ଲୀ- ମୁମ୍ବାଇ ଓ ଦିଲ୍ଲୀ- ହାଓଡା ପାସେଞ୍ଜର ଟ୍ରେନ ଘଂଟାପ୍ରତି ୧୬୦ କିଲୋମିଟର ବେଗରେ ଚଳାଇବାକୁ ରେଳମନ୍ତ୍ରାଳୟ ଲକ୍ଷ୍ୟ ରଖିଛି । ବର୍ତମାନ ଦୁଇ ରୁଟରେ ଘଂଟା ପ୍ରତି ବେଗ ୧୩୦ କିଲୋମିଟର ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ରେଳ ମନ୍ତ୍ରାଳୟ
Read More...

ଶ୍ରୀଜିଉଙ୍କ ଦର୍ଶନ ଲାଗି ମାର୍ଗଦର୍ଶିକା ଜାରି

ପୁରୀ- ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ମାର୍ଗଦର୍ଶିକା । ଭକ୍ତ କିପରି ମହାପ୍ରଭୁଙ୍କୁ ଦର୍ଶନ କରିବେ ସେଥିପାଇଁ ବିଚାର ବିମର୍ଶ ଆରମ୍ଭ ହୋଇଛି । ପ୍ରଭୁଙ୍କ ଦର୍ଶନ ଲାଗି ଅନଲାଇନ ମାଧ୍ୟମରେ ପଂଞ୍ଜିକରଣ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଖେଲାଯିବ । ଏହି ୱେବସାଇଟ ଜରିଆରେ
Read More...