Browsing Category

ପ୍ରମୁଖ ଖବର

‘ମଡ଼ର୍ଣ୍ଣା’ର କୋବିଡ଼-୧୯ ଟିକାକୁ ମିଳିଲା ସଫଳତା; ମୂଷା ଦେହରେ ପ୍ରୟୋଗ ସଫଳ

ୱାଶିଂଟନ: ଆମେରିକାର ଜୈବ ପ୍ରାଦ୍ୟୋଗିକୀ କମ୍ପାନୀ ମଡ଼ର୍ଣ୍ଣ ଫାର୍ମା ଦ୍ବାରା ବିକଶିତ ଟୀକା ମୂଷାମାନଙ୍କୁ କୋବିଡ଼-୧୯ ସଂକ୍ରମଣରୁ ରକ୍ଷା କରିବା​‌ରେ ସଫଳ ସାବ୍ୟସ୍ତ ହୋଇଛି । କୋବିଡ଼-୧୯ ବିଷାଣୁକୁ ପ୍ରତିହତ କରି ମୂଷାମାନଙ୍କୁ ସୁରକ୍ଷିତ ରଖିବାରେ ଏହି ଟୀକା ସଫଳ ହେବା ଦ୍ବାରା ମଣିଷ
Read More...

ପ୍ରତି ୧୫ ସେକେଣ୍ଡରେ ମରୁଛନ୍ତି ଜଣେ କରୋନା ରୋଗୀ, ସ୍ଥିତି ଗୁରୁତର ଆଶଙ୍କା

ନୂଆଦିଲ୍ଲୀ:  ସାରା ବିଶ୍ଵରେ କରୋନା ସଂକ୍ରମଣ ସ୍ଥିତି ଦିନକୁଦିନ ଖରାପ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ସାରା ବିଶ୍ଵରେ ହାରାହାରି ପ୍ରତି ୧୫ ସେକେଣ୍ଡରେ ଜଣେ କରୋନା ସଂକ୍ରମିତ ମୃତ୍ୟୁବରଣ କରୁଛନ୍ତି । ବର୍ତମାନ ସୁଦ୍ଧା ସାରା ପୃଥିବୀରେ ମୃତକଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ
Read More...

ବିଏମସି ଅଂଚଳରୁ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଭୁବନେଶ୍ୱରରୁ ଚିହ୍ନଟ ହେଲେ ୧୧୮ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୭୧ ହୋଇଥିବା ବେଳେ ୪୭ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ରିଜର୍ଭ
Read More...

କୋଭିଡ ମୁକାବିଲା ପାଇଁ କେନ୍ଦ୍ରର ୮୯୦ କୋଟି ଟଙ୍କା ଆର୍ଥିକ ସହାୟତା

ନୂଆଦିଲ୍ଲୀ- କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ରସରକାର ୮୯୦.୩୨ କୋଟି ଆର୍ଥିକ ସାହାୟତା ରାଶି ଘୋଷଣା କରିଛନ୍ତି । ଦ୍ୱିତୀୟ କିସ୍ତିରେ ୨୨ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଂଚଳ ପାଇଁ ଏହି ସହାୟତା ରାଶି ଘୋଷଣା କରିଛନ୍ତି । କରୋନା ଟେଷ୍ଟର ଉନ୍ନତି କରଣ, ଆଇସିୟୁ ବୋଡର ଉନ୍ନତି,
Read More...

ଚୀନରେ ବ୍ୟାପୁଛି ଆଉ ଏକ ଭୂତାଣୁ; ୭ ମୃତ, ୬୦ ଆକ୍ରାନ୍ତ

ବେଜିଂ: କରୋନା ପରେ ଚୀନରେ ଆଉ ଏକ ଭୂତାଣୁ ଯୋଗୁ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ସଂକ୍ରମିତ ହୋଇଥିବା ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ସୂଚନା ଅନୁସାରେ, ଏହି ଭୂତାଣୁ ଏକ କୀଟଠାରୁ ମଣିଷକୁ
Read More...

ଙ୍ଘଟା ପ୍ରତି ୧୬୦ କିଲୋମିଟର ବେଗରେ ଚାଳିବ ପାସେଞ୍ଜର ଟ୍ରେନ

ଭୁବନେଶ୍ୱର- ୨୦୨୨ ମାର୍ଚମାସ ସୁଦ୍ଧା ଦିଲ୍ଲୀ- ମୁମ୍ବାଇ ଓ ଦିଲ୍ଲୀ- ହାଓଡା ପାସେଞ୍ଜର ଟ୍ରେନ ଘଂଟାପ୍ରତି ୧୬୦ କିଲୋମିଟର ବେଗରେ ଚଳାଇବାକୁ ରେଳମନ୍ତ୍ରାଳୟ ଲକ୍ଷ୍ୟ ରଖିଛି । ବର୍ତମାନ ଦୁଇ ରୁଟରେ ଘଂଟା ପ୍ରତି ବେଗ ୧୩୦ କିଲୋମିଟର ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ରେଳ ମନ୍ତ୍ରାଳୟ
Read More...

ଶ୍ରୀଜିଉଙ୍କ ଦର୍ଶନ ଲାଗି ମାର୍ଗଦର୍ଶିକା ଜାରି

ପୁରୀ- ଶ୍ରୀଜିଉଙ୍କ ଦର୍ଶନ ଲାଗି ଜାରି ହେଲା ମାର୍ଗଦର୍ଶିକା । ଭକ୍ତ କିପରି ମହାପ୍ରଭୁଙ୍କୁ ଦର୍ଶନ କରିବେ ସେଥିପାଇଁ ବିଚାର ବିମର୍ଶ ଆରମ୍ଭ ହୋଇଛି । ପ୍ରଭୁଙ୍କ ଦର୍ଶନ ଲାଗି ଅନଲାଇନ ମାଧ୍ୟମରେ ପଂଞ୍ଜିକରଣ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ୱେବସାଇଟ୍ ଖେଲାଯିବ । ଏହି ୱେବସାଇଟ ଜରିଆରେ
Read More...

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୦ କର୍ମଚାରୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୦ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ବିଭାଗରେ ଜଣେ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ କାର୍ଯ୍ୟରତ
Read More...

କୋଭିଡ ହସ୍ପିଟାଲର ଅଗ୍ନି ନିରାପତା ସୁରକ୍ଷା ଯାଂଚ

ଭୁବନେଶ୍ୱର- ରାଜ୍ୟର ସମସ୍ତ କୋଭିଡ ମେଡିକାଲରେ ଅଗ୍ନି ନିରାପତା ସୁରକ୍ଷା ଯାଂଚ କରାଯିବ ବୋଲି ଅଗ୍ନଶମ ଡିଜି ସତ୍ୟଜିତ ମହାନ୍ତି କହିଛନ୍ତି । ଅଗ୍ନି ନିରାପତା ଯାଂଚ କରିବାକୁ ଏଏଓ ଏବଂ ଡିଏଓଙ୍କୁ କୁହାଯାଇଛି । ଯାଂଚ ସମୟରେ ଯଦି କୌଣସି ଅସୁବିଧା ଦେଖିଦିଏ ତେବେ ତୁରନ୍ତ ପରାମର୍ଶ ଦବାକୁ
Read More...

୯ରୁ ଭିଜିବ ଓଡିଶା

ଭୁବନେଶ୍ୱର- ଆସନ୍ତା ୯ ତାରିଖ ଠାରୁ ପଶ୍ଚିମ କେନ୍ଦ୍ରୀୟ ଏବଂ ଉତର ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଥି ସହ ମୌସୁମୀ ସକ୍ରିୟ ହେବାର ସମ୍ଭବନା ରହିଛି ବୋଲି ପାଣିପାଗ ବିଭାଗ ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି । ତେବେ ଆଗାମୀ ୯ ତାରିଖରେ
Read More...