Browsing Category

ପ୍ରମୁଖ ଖବର

ବଲାଙ୍ଗିର ୪ ଦିନ ସଟଡାଉନ

ବଲାଙ୍ଗୀର- ବଲାଙ୍ଗିର ଜିଲ୍ଲାରେ କରେନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ୪ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ବଳବତର ରହିବ । ଏହି ସମୟରେ କୋଭିଡ କଟକଣା କଡାକଡି ଭାବେ ପାଳନ କରାଯିବ ବୋଲି ପ୍ରଶାସନ
Read More...

ଖୋର୍ଦ୍ଧା ଏସପିଙ୍କୁ କରୋନା

ଖୋର୍ଦ୍ଧା- ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନାରେ ଆକ୍ରାନ୍ତ । ତାଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିବା ପରେ ଏସିପି ସୂଚନା ଦେଇଛନ୍ତି । ପୂର୍ବରୁ ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ ଷ୍ଟାଫ୍ ସଂକ୍ରମିତ ହୋଇଥିଲେ । ତେଣୁ ସମସ୍ତଙ୍କ ସ୍ୱାବ ଟେଷ୍ଟ କରାଯାଇଥିଲା । ଟେଷ୍ଟରେ
Read More...

ବେରୁଟ ବିସ୍ଫୋରଣ – ୧୩୫ ମୃତ, ୫ହଜାର ଆହତ

ବେରୁଟ: ଲେବାନନ ରାଜଧାନୀ ବେରୁଟର ବନ୍ଦରାଞ୍ଚଳରେ ମଙ୍ଗଳବାର ରାତିରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ୧୩୫ରୁ ଅଧିକଙ୍କ ମୃତ୍ୟୁ ଘଟିଥିବାବେଳେ ୫୪ହଜାରରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି। ବିସ୍ଫୋରଣ ୩.୩ ମାତ୍ରାର ଭୂକମ୍ପଠାରୁ ଅଧିକ ଥିଲା। ବେରୁଟ
Read More...

ଡ୍ରାଇଭିଂ ଲାଇସେନ୍ସ ସେବା ଅନଲାଇନରେ ପାଇପାରିବେ

ଭୁବନେଶ୍ୱର- ଡ୍ରାଇଭିଂ ଲାଇସେନ୍ସ ସେବା ଅନଲାଇନରେ ପାଇପାରିବେ ବୋଲି ରାଜ୍ୟ ପରିବହନ କମିଶନର ପକ୍ଷରୁ ସୂଚନା ମିଳିଛି । ଆବେଦନ କାରୀ ସାରଥୀ ୱବେ ପୋର୍ଟାଲ WWW. PRARIVAHAN.GOV.IN ରେ ଆବେଦନ କରିପାରିବେ । ଆବେଦନକାରୀ କଣ କଣ ଆବେଦନ କରିବେ ସେଥିପାଇଁ ଆରଟିଓ ପକ୍ଷରୁ
Read More...

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୩୫ରେ ପଂହଚିଛି

ଭୁବନେଶ୍ୱର- ରାଜ୍ୟରେ କରୋନା ନେଲା ଆଉ ୧୦ ମୁଣ୍ଡ । ମୃତ୍ୟୁକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩, ସୁନ୍ଦରଗଡ ୨, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ନବରଙ୍ଗପୁରର ୪୦
Read More...

ରାଜ୍ୟର ୨୯ ଜିଲ୍ଲାରୁ ୧,୬୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଗତ ୨୪ ଘଂଟାରେ ୧,୬୯୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୧୦୭୩ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬୨୬ ଲୋକାଲ କେସ୍ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ
Read More...

ବାତିଲ ହେଲା କୋଣାର୍କ ସ୍ପୋଶାଲ ଏକ୍ସପ୍ରେସ୍

ଭୁବନେଶ୍ୱର- ମୁମ୍ବାଇରେ ଭୀଷଣ ବର୍ଷା ଯୋଗୁଁ ବାତିଲ ହେଲା କୋଣାର୍କ ସ୍ପୋଶାଲ ଏକ୍ସପ୍ରେସ୍ । ଏନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଗତ ଦୁଇ ଦିନ ଧରି ମୁମ୍ବାଇରେ ଲଗାତର ଭାବେ ବର୍ଷା ଜାରି ରହିଛି । ଯାହାଫଳରେ ଜଳମଗ୍ନ ହୋଇପଡିଛି ମୁମ୍ବାଇର ବିଭିନ୍ନ ଅଂଚଳ ।
Read More...

ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ

କଟକ- ପ୍ରତି ବୁଧବାର କଟକ ମାଲଗୋଦାମ ବନ୍ଦ ରଖିବାକୁ କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି । ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ରୁ ୧୦ ଓ ହୋଲସେଲିଂ ଗୋଦାମ ଦିନ ୧୦ରୁ ୨ ଟା ପର୍ଯ୍ୟନ୍ତ ଖୋଲା ରହିବ । ସେହିପରି ଖୁଚୁରା ଦୋକାନ ଗୁଡିକ ଦିନ ୨ ଟାରୁ ରାତି ୮ ଟା ଯାଏଁ ଖୋଲା ରହିବ
Read More...

ଭୁବନେଶ୍ୱରୁ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜଧାନୀରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶତକ ପାର କରୁଛି । ଏମାନଙ୍କ ମଧ୍ୟରୁ ୧୧୩ ସଙ୍ଗରୋଧ କେନ୍ଦ୍ରର ଓ ୨୪ ଲୋକାଲ କେସ୍ ରହିଛି । ସାଲିଆସାହିରୁ ୧୦, ଭୀମପୁର ୯, ଗଙ୍ଗନଗର ବସ୍ତି ୮, ଓସିସି ବସ୍ତିରୁ
Read More...

୫ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଂଚିଳକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୫ ଜିଲ୍ଲା ସମ୍ବଲପୁର, ଦେବଗଡ, ଝାରସୁଗୁଡା, ବରଗଡ ଓ ସୁନ୍ଦାଗଡ କୁ
Read More...