Browsing Category

ପ୍ରମୁଖ ଖବର

ପରଲୋକରେ ପୂବର୍ତନ ପୁଲିସ୍ ଡିଜି ଏସ୍.ଏନ୍ ତିୱାରୀ

ଭୁବନେଶ୍ୱର- ଆରପାରିରେ ପୂର୍ବତନ ପୁଲିସ୍ ଡିଜି ଏସ୍.ଏନ୍ ତିୱାରୀ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ବର୍ଷ ହୋଇଥିଲା । ଏନେଇ ତିୱାରୀଙ୍କ ବୋହୂ ଦୀକ୍ଷା ସୂଚନା ଦେଇଛନ୍ତି ।
Read More...

ଆଜି ଠାରୁ ଖୋଲିଲା ଯୋଗକେନ୍ଦ୍ର ଓ ଜିମ୍ ସେଂଟର

ନୂଆଦିଲ୍ଲୀ- ଦୀର୍ଘ ୪ ଧରି ବନ୍ଦ ରହିଥିବା ଯୋଗକେନ୍ଦ୍ର ଓ ଜିମ୍ ସେଂଟର ଆଜି ଖୋଲିଛି । ଏଥିପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ୧- କଂଟେନମେଂଟ ଜୋନ ବାହାରେ ଥିବା ଜିମ୍ ଓ ଯୋଗକେନ୍ଦ୍ରକୁ ଅନୁମତି ମିଳିଛି । ୨- ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୦
Read More...

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୧୮କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ରେର୍କଡ ପାର କରୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ୧୩୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ
Read More...

ରାଜ୍ୟରେ କରୋନା ନେଲା ୯ ଜୀବନ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ପ୍ରତ୍ୟେକ ଦିନ ରେର୍କଡ ପାର କରୁଛି । ଗତ ୨୪ ଘଂଟାରେ ୯ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାଣ ହରାଇଥିବା ୯ ମୃତକଙ୍କ ମଧ୍ୟରୁ ୫ ଗଞ୍ଜାମ, ଗଜପତି, କେନ୍ଦୁଝର,
Read More...

୨ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର- କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଆଜି ୬ ଟାରୁ ୬ଟା ୨ ମିନିଟ୍ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି । ରାସ୍ତା, ଘାଟ ଯିଏ ଯେଉଁଠି ଥିବେ ସେହି ଠାରେ ନୀରବ ପ୍ରାର୍ଥନା କରିବେ । ଟ୍ରାଫିକ୍ ମଧ୍ୟ ଦୁଇ ମିନିଟ୍ ପାଇଁ ବନ୍ଦ
Read More...

ରାମ ମନ୍ଦିର ଭୂମିପୂଜା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ପୁରୀ- ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜା ପାଇଁ ପୁରୀ ଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ପଟ୍ଟଯୋଶୀ ଜନାର୍ଦ୍ଧନ ମହାପାତ୍ର ଏନେଇ ଏକ ସୂଚନା ଦେଇଛନ୍ତି । କୋଟି କୋଟି ଭକ୍ତଙ୍କ ଭକ୍ତିଭାବ ଯୋଗୁ ଆଜି ରାମ ମନ୍ଦିା ହେବାକୁ
Read More...

ବିରୁଟ୍ ବିସ୍ଫୋରଣ ଭୟାବହ ଆକ୍ରମଣ ସଦୃଶ : ରାଷ୍ଟ୍ରପତି ଟ୍ରମ୍ପ୍

୭୮ ପ୍ରାଣହାନୀ ଓ ପ୍ରାୟ ୪୦୦୦ ଆହତ ହୋଇଥିବା ସୂଚନା ୱାସିଂଟନ୍: ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, ମଙ୍ଗଳବାର ଦିନ ବିରୁଟ୍‌ରେ ହୋଇଥିବା ବିଶାଳ ବିସ୍ଫୋରଣ ଭୟାବହ ବୋମା ଆକ୍ରମଣ ପରି ମନେହେଉଥିବା କଥା ତାଙ୍କୁ ଆମେରିକୀୟ ଜେନେରାଲ୍‌ମାନେ କହିଛନ୍ତି। ଏଠାରେ ସୂଚାଇ
Read More...

ଗାଙ୍ଗୁଲି, ଶାହାଙ୍କ କାର୍ୟ୍ୟକାଳ ବୃଦ୍ଧି ବିପକ୍ଷରେ ସୁପ୍ରିମ୍‌କୋର୍ଟରେ ଅପିଲ

ନୂଆଦିଲ୍ଲୀ : ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଯାଇଛି। ଏହାକୁ ୨୦୨୫ ପର୍ୟ୍ୟନ୍ତ ବଢ଼ାଇବା ପାଇଁ ସୁପ୍ରିମକୋର୍ଟରେ ବିସିସିଆଇ ଆବେଦନ କରିଛନ୍ତି। ତେବେ ଏହି ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ପାଲଟା ଆବଦେନ କରିଛନ୍ତି ଝାଡ଼ଖଣ୍ଡ
Read More...

ଆଫଗାନିସ୍ତାନ କାରାଗାର ବିସ୍ଫୋରଣ, ନେତୃତ୍ବ ନେଇଥିଲା କେରଳୀ ଯୁବକ

କାବୁଲ: ଆଫଗାନିସ୍ତାନର ଜଲାଲାବାଦସ୍ଥିତ କାରାଗାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନେତୃତ୍ବ କେରଳ ଯୁବକ ନେଇଥିବା ସୂଚନା ମିଳିଛି। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ରବିବାର ରାତିରେ ହୋଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ କଏଦୀ, ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ୨୯ଜଣ
Read More...

ଦେଶରେ ୧୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୫୨,୫୦୯ ପଜିଟିଭ୍ ଚିହ୍ନଟ, ୮୫୭ ମୃତ

ନୂଆଦିଲ୍ଲୀ : ଦେଶରେ ଅସମ୍ଭାଳ ହେଉଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ  ଗତ ୨୪ ଘଣ୍ଟାରେ ୫୨ ହଜାର ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି୫୨ ହଜାର ୫୦୯ ଜଣ ନୂଆ
Read More...