Browsing Category

ପ୍ରମୁଖ ଖବର

ଗାଙ୍ଗୁଲି, ଶାହାଙ୍କ କାର୍ୟ୍ୟକାଳ ବୃଦ୍ଧି ବିପକ୍ଷରେ ସୁପ୍ରିମ୍‌କୋର୍ଟରେ ଅପିଲ

ନୂଆଦିଲ୍ଲୀ : ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ୟ୍ୟକାଳ ସମାପ୍ତ ହୋଇଯାଇଛି। ଏହାକୁ ୨୦୨୫ ପର୍ୟ୍ୟନ୍ତ ବଢ଼ାଇବା ପାଇଁ ସୁପ୍ରିମକୋର୍ଟରେ ବିସିସିଆଇ ଆବେଦନ କରିଛନ୍ତି। ତେବେ ଏହି ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ପାଲଟା ଆବଦେନ କରିଛନ୍ତି ଝାଡ଼ଖଣ୍ଡ
Read More...

ଆଫଗାନିସ୍ତାନ କାରାଗାର ବିସ୍ଫୋରଣ, ନେତୃତ୍ବ ନେଇଥିଲା କେରଳୀ ଯୁବକ

କାବୁଲ: ଆଫଗାନିସ୍ତାନର ଜଲାଲାବାଦସ୍ଥିତ କାରାଗାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନେତୃତ୍ବ କେରଳ ଯୁବକ ନେଇଥିବା ସୂଚନା ମିଳିଛି। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ରବିବାର ରାତିରେ ହୋଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ କଏଦୀ, ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ୨୯ଜଣ
Read More...

ଦେଶରେ ୧୯ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା : ୨୪ ଘଣ୍ଟାରେ ୫୨,୫୦୯ ପଜିଟିଭ୍ ଚିହ୍ନଟ, ୮୫୭ ମୃତ

ନୂଆଦିଲ୍ଲୀ : ଦେଶରେ ଅସମ୍ଭାଳ ହେଉଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଦେଶରେ  ଗତ ୨୪ ଘଣ୍ଟାରେ ୫୨ ହଜାର ପାର୍‌ କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି୫୨ ହଜାର ୫୦୯ ଜଣ ନୂଆ
Read More...

ଲଘୁଚାପ ଘନୀଭୂତ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଏବେ ଉତ୍ତର ବଙ୍ଗୋପସାଗରର ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ରହିଛି। ଆସନ୍ତା ୨୪ଘଣ୍ଟା ଭିତରେ ଏହା ଅଧିକ
Read More...

ବିଏସଏଫ କ୍ୟାମ୍ପ ରେ ବିଏସଏଫ ଯବାନଙ୍କ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ବିଏସଏଫ କ୍ୟାମ୍ପ ରେ ଜଣେ ବିଏସଏଫ ଯବାନ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଜଣାପଡ଼ିଛି। ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି କରି ଯବାନ ଜଣଙ୍କ ଆତ୍ମହତ୍ୟା କରିଥିବା ବେଳେ ଦୀର୍ଘଦିନରୁ ସେ ମାନସିକ ଚାପରେ ଥିବା ସୂଚନା ମିଳିଛି ।
Read More...

ଭିମସାର ଓ ଏମ୍‍କେସିଜିରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ବୁର୍ଲା: ଆଜି ବୁର୍ଲା ଭିମସାରରେ ପ୍ଲାଜ୍‍ମା ବ୍ୟାଙ୍କ ଉଦଘାଟିତ ହେବ। ବୁର୍ଲା ଭିମାସାରର ରକ୍ତ ଭଣ୍ଡାରରେ ଏହି ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଟା ହେବା ପାଇଁ ସମସ୍ତ ବ୍ୟବସ୍ତା ହୋଇଥିବା ବେଳେ ବୁଧବାର ଅପରାହ୍ନ ୫ ଟାରୁ ୫ଟା୧୨ ମିନିଟ ମଧ୍ୟରତେ ମୂଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଙ୍ଗ
Read More...

’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭୂମିପୂଜନ ଓ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଅଯୋଧ୍ୟାରେ ’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭୂମିପୂଜନ ବା ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ । କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ
Read More...

ଉତ୍ସବମୁଖର ଅଯୋଧ୍ୟା; ହନୁମାନଙ୍କ ଦର୍ଶନ ପରେ ଭୂମିପୂଜନ କରିବେ ମୋଦୀ

କାର୍ଯ୍ୟକ୍ରମରେ ଭାଗ ନେବେ ୧୩୫ ଜଣ ସାଧୁ ସନ୍ଥ ଅଯୋଧ୍ୟା : ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ପୂର୍ବରୁ ଅଯୋଧ୍ୟା ଉତ୍ସବମୁଖର ହୋଇପଡ଼ିଛି ଭୂମିପୂଜନ କାର୍ଯ୍ୟକ୍ରମକୁ ଲୋକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଅଯୋଧ୍ୟା ନଗରୀରେ ରାମ କୀର୍ତ୍ତନ ଓ ରାମଚରିତ ମାନସ ଭଳି ଧାର୍ମିକ
Read More...

ଦେଶରୁ ହଟିଲା ଚୀନର ଦୁଇ ଆପ୍

ନୂଆଦିଲ୍ଲୀ: ନିକଟ ଅତୀତରେ ଚୀନର ଶତାଧିକ ଆପକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିବା ବେଳେ ପୁଣି ଦୁଇ ଲୋକପ୍ରିୟ ଆପ୍ ଭାରତରୁ ବ୍ୟାନ୍ ହୋଇଛି । ବାଇଦୁ ସର୍ଚ ଏବଂ ୱାଇବୋ ଆପ୍କୁ ଭାରତରେ ବ୍ୟାନ୍ କରାଯାଇଥିବା ସୂଚନା ରହିଛି । ୨୦୦୯ ମାସରେ ଲଞ୍ଚ ହୋଇଥିବା ୱାଇବୋ ଆପ୍ର ଏବେ ସୁଦ୍ଧା ୫୦୦
Read More...

ବୁର୍ଲା ଭିମସାରରେ ୯ ଡ଼ାକ୍ତରଙ୍କୁ କରୋନା , ଭେଷଜ ବିଭାଗ ଓପିଡି ବନ୍ଦ

ବୁର୍ଲା: ବୁର୍ଲା ଭିମସାରରେ ଏକାସାଙ୍ଗରେ କିଛି ଵରିଷ୍ଠ ଡ଼ାକ୍ତରଙ୍କ ସହିତ ଅନ୍ୟ ଡ଼ାକ୍ତର ପ୍ରାୟ ୯ ଜଣ ଡ଼ାକ୍ତରଙ୍କ ସମେତ ୧୨ ଜଣ କରୋନା ପଜିଟିଭ ଵାହାରିବା ପରେ ମେଡ଼ିସିନ ଓପିଡି ଵନ୍ଦ କରି ଦିଆଯାଇଛି। ସୂଚନା ଅନୁଯାୟୀ, ଗତ ୩୧ ତାରିଖ ଦିନ ଏଚଡିୟୁ(ହାଇ ଡିଫେନସିଭ ୟୁନିଟ)ରୁ କରୋନା
Read More...