Browsing Category

ପ୍ରମୁଖ ଖବର

ସ୍କିମ୍ ୱାର୍କରଙ୍କ ସର୍ବନିମ୍ନ ଦାବି ନେଇ ଅଗଷ୍ଟ ୭ ଓ ୮ରେ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସ୍କିମ୍ ୱାର୍କର ବିରୋଧୀ ପଦକ୍ଷେପ ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଯଥା – ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ ଓ ଅନ୍ୟାନ୍ୟ ସ୍ୱାଧୀନ ସ୍କିମ୍ ୱାର୍କର ୟୁନିୟନ୍ ତରଫରୁ ଆଗାମୀ ଅଗଷ୍ଟ ୭ ଓ ୮ରେ
Read More...

ଜରୁରୀ ଔଷଧ ଓ ଟଙ୍କା ପଠାଇବାର ବିକଳ୍ପ ମାଧ୍ୟମ ଭାରତୀୟ ଡାକ ସେବା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଯେଉଁଠି ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛି ସେସବୁ ସ୍ଥାନରେ ସଟ୍‍ଡାଉନ୍‍, ଲକ୍‍ଡାଉନ୍‍, କଣ୍ଟେନ୍‍ମେଣ୍ଟ ଜୋନ୍‍, ବଫର ଜୋନ୍‍ ଆଦି ଘୋଷଣା କରାଯାଇ ସାଧାରଣ
Read More...

ପ୍ରଶାସନିକ ସ୍ତରରେ ଅଦଳବଦଳ: ସନତ କୁମାର ମହାନ୍ତି ହେଲେ ଖୋର୍ଦ୍ଧାର ଜିଲାପାଳ

ଭୁବନେଶ୍ଵର : ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ବଦଳିଛନ୍ତିି ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ । ତାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଭାବରେ ବଦଳି କରାଯାଇଛି । ସୀତାଂଶୁ କୁମାର ରାଉତଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲାପାଳ ଭାବରେ ସନତ କୁମାର
Read More...

ଶ୍ରୀ ମନ୍ଦିରରେ ଗହ୍ମା ପୂର୍ଣ୍ଣମୀ ପାଳିତ

ପୁରୀ- ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଗହ୍ମା ପୂର୍ଣ୍ଣମୀ ନୀତି । ସର୍ବବୃହତ ରାକ୍ଷୀ ପିନ୍ଧିବେ ମହାପ୍ରଭୁ । ଆଜିର ଦିନରେ ଭୋଗ ମଣ୍ଡପ ବଡିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇ ମହାସ୍ନାନ ହୋଇଥିଏ । ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସର୍ବାଙ୍ଗ ଲାଗି
Read More...

୨୦୦ ଟିପିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଉପର ମୁହାଁ । ପୁଣି ଆଜି ୧୦ ଜଣଙ୍କ ମୁଣ୍ଡ ନେଇଛି କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ମୃତ୍ୟକଙ୍କ ମଧ୍ୟରୁ ଗଞ୍ଜାମ ଓ ରାୟଗଡା ଜିଲ୍ଲାରୁ ୩, ଗଜପତି ୨, ଖୋର୍ଦ୍ଧା ଓ କଳାହାଣ୍ଡିରୁ ଜଣେ
Read More...

ରାଜ୍ୟର ଗୋଟିଏ ଦିନରେ ୧୩୮୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଲ ହେବାରେ ଲାଗିଛି । ଗତ ୨୪ ଘଂଟାରେ ନୂଆ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୫୧୧ ସ୍ଥାନୀୟ ସଂକ୍ରମିତ ଓ ୮୭୩ ସଙ୍ଗରୋଧ କେନ୍ଦ୍ରର ବେଶଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି
Read More...

ଅମିତ ଶାହାଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା ହୋଇଛି । ଟେଷ୍ଟ ପରେ କରୋନା ପଜେଟିଭରେ ସେ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଏହା ଶ୍ରୀ ଶାହା ନିଜେ ଟ୍ୱିଟ କରି ଜଣାଇଛନ୍ତି । ସୂଚନାଯୋଗ୍ୟ ୫ ତାରିଖରେ ରାମ ମନ୍ଦିର ଶିଳାନ୍ୟାସ ଉତ୍ସବରେ ଯୋଗ ଦେବାକୁ ତାଙ୍କର ଯେଉଁ
Read More...

ବିସିସିଆଇ ମଧ୍ୟ ମହିଳା ଆଇପିଏଲ୍ ଆୟୋଜନ କରିବ : ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ରବିବାର କହିଛନ୍ତି ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବାର ସମ୍ପୂର୍ଣ୍ଣ ଯୋଜନା ରହିଛି। ଯାହା ଦେଶର ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ହେବ।
Read More...

କୂଅରୁ ମିଳିଲା ନବଜାତ ଶିଶୁର ମୃତଦେହ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା  ଦେଖିବାକୁ ମିଳିଛି। ଏହି ଅମାନବୀୟ ଜଘନ୍ୟ କାଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
Read More...

କରୋନା ରେକର୍ଡ : ୫୧ ହଜାର ୨୫୫ ସୁସ୍ଥ, ୨.୧୩%କୁ କମିଲା ମୃତ୍ୟୁ ହାର

ଦେଶରେ ଆଜି ରେକର୍ଡ ସଂଖ୍ୟକ ୫୧ ହଜାର ୨୫୫ ଜଣ କୋଭିଡ ନାଇଣ୍ଟିନ୍‍ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଦେଶରେ କରୋନା ବ୍ୟାପିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ। ଏହା ଫଳରେ ଆରୋଗ୍ୟ ହାର ୬୫ ଦଶମିକ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ହାର
Read More...