Browsing Category

ପ୍ରମୁଖ ଖବର

ବିସିସିଆଇ ମଧ୍ୟ ମହିଳା ଆଇପିଏଲ୍ ଆୟୋଜନ କରିବ : ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ରବିବାର କହିଛନ୍ତି ମହିଳା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ କରିବାର ସମ୍ପୂର୍ଣ୍ଣ ଯୋଜନା ରହିଛି। ଯାହା ଦେଶର ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ହେବ।
Read More...

କୂଅରୁ ମିଳିଲା ନବଜାତ ଶିଶୁର ମୃତଦେହ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ପଞ୍ଚାୟତର ଭଗାମୁଣ୍ଡା ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବା  ଦେଖିବାକୁ ମିଳିଛି। ଏହି ଅମାନବୀୟ ଜଘନ୍ୟ କାଣ୍ଡକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
Read More...

କରୋନା ରେକର୍ଡ : ୫୧ ହଜାର ୨୫୫ ସୁସ୍ଥ, ୨.୧୩%କୁ କମିଲା ମୃତ୍ୟୁ ହାର

ଦେଶରେ ଆଜି ରେକର୍ଡ ସଂଖ୍ୟକ ୫୧ ହଜାର ୨୫୫ ଜଣ କୋଭିଡ ନାଇଣ୍ଟିନ୍‍ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିଛନ୍ତି। ଦେଶରେ କରୋନା ବ୍ୟାପିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ। ଏହା ଫଳରେ ଆରୋଗ୍ୟ ହାର ୬୫ ଦଶମିକ ୪୩ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ହାର
Read More...

୫୦ କୋଟିରେ ନିର୍ମାଣ ହେବ କ୍ରିକେଟ ଏକାଡେମୀ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ଆପେକ୍ସ କାଉନସିଲ ବୈଠକ ଶୁକ୍ରବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅନ୍ତର୍ଜାତୀୟସ୍ତରର କ୍ରିକେଟ ଏକାଡ଼େମୀ ନିର୍ମାଣ ନେଇ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ
Read More...

କରୋନା ପ୍ରଭାବ : ଏଣିକି ଡ୍ରପ୍ ବକ୍ସ ଜରିଆରେ ହାଇକୋର୍ଟରେ ଦାୟର ହେବ ମାମଲା

କଟକ : କରୋନା କାଳରେ ହାଇକୋର୍ଟ ଏକ ନୂଆ ନିଷ୍ପତ୍ତି ନେଇଛନ୍ତି । ଅତି ଗୁରୁତ୍ତ୍ବପୂର୍ଣ୍ଣ ମାମଲା ଥିଲେ ଏଣିକି ଡ୍ରପ ବକ୍ସ ଜରିଆରେ ଲୋକମାନେ ହାଇକୋର୍ଟରେ ମାମଲା ଦାଏର କରିପାରିବେ । ସାମାଜିକ ଦୂରତା ବଜାୟ ରଖିବାକୁ ହାଇକୋର୍ଟ ପରିସରରେ ଏହି ଡ୍ରପ୍‌ ବକ୍ସ ବ୍ୟବସ୍ଥା ଆରମ୍ଭ ହେବାକୁ
Read More...

ସବୁ ଘରୋଇ ହସ୍ପିଟାଲରେ ନମୁନା ପରୀକ୍ଷା କରାଯାଇପାରିବ: ଏସିଏସ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତଗତି ରେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ସବୁ ଘରୋଇ ହସ୍ପିଟାଲ୍, ନର୍ସିଂହୋମ ଏବଂ କ୍ଲିନିକ୍ ଗୁଡିକ ଅଇସିଏମ୍ଆର ଗାଇଡଲାଇନ ଅନୁଯାୟୀ ଆଣ୍ଟିଜେନ୍ ଏବଂ ଆରଟି ପିସିଆର୍ କରାଇ ପାରିବେ ବୋଲି
Read More...

ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଆଡ଼ମିଶନ ବିଜ୍ଞପ୍ତି

ଭୁବନେଶ୍ୱର : ଆସନ୍ତା ସପ୍ତାହ ଭିତରେ ଯୁକ୍ତ ଦୁଇ ଆଡ଼ମିଶନ ନେଇ ବିଜ୍ଞପ୍ତି ପ୍ରକାଶ କରିବେ ସରକାର। ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ତେଣୁ ସରକାର ଆଡ଼ମିଶନ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି।  ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
Read More...

ବାପାଙ୍କ ଚିନ୍ତା ବଢ଼ାଇଛି ପୁଅର ଏ-୧ ଗ୍ରେଡ୍‌

ବାଲିଅନ୍ତା: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ପୁଅ ୫୫୪ ନମ୍ବର(୯୨.୩ ପ୍ରତିଶତ) ରଖି ଗ୍ରେଡ୍‌ ଏ-୧ ପାଇବା ସହ ବିଦ୍ୟାଳୟ ଟପର୍‌‌ ହୋଇଛି। ତେଣୁ ଗାଁରୁ ଆରମ୍ଭ କରି ବିଦ୍ୟାଳୟ ଓ ସ୍ଥାନୀୟ ଅଞ୍ଚଳରୁ ପୁଅ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। କିନ୍ତୁ ମନେ ମନେ ଗୁମୁରିବାରେ ଲାଗିଛନ୍ତି ବାପା।
Read More...

ଦେଶରେ ୧୭ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ସଂକ୍ରମିତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଦେଶରେ ୧୭ ଲକ୍ଷ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଦେଶରେ  ଗତ ୨୪ ଘଣ୍ଟାରେ ୫୪ ହଜାର ପାର୍‌ କରିଛି
Read More...

କରୋନାରେ ଉତ୍ତରପ୍ରଦେଶ ମନ୍ତ୍ରୀ କମଳ ରାଣୀ ବରୁଣଙ୍କ ପରଲୋକ

ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶିକ୍ଷାମନ୍ତ୍ରୀ କମଳରାଣୀ ବରୁଣଙ୍କର ରବିବାର ପରଲୋକ ଘଟିଛି । କରୋନା ସଂକ୍ରମଣର ଶିକାର ହୋଇ କମଳରାଣୀ ଲକ୍ଷ୍ନୌସ୍ଥିତ ସଞ୍ଜୟଗାନ୍ଧୀ ପିଜିଆଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଡ଼ାକ୍ତରଖାନାରେ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର
Read More...