Browsing Category

ପ୍ରମୁଖ ଖବର

ସ୍ନାନଯାତ୍ରା ଆଜି : ଛେରାପହଁରା କରିବେନି ଗଜପତି

ପୁରୀ: କରୋନା କଟକଣା ମଧ୍ୟରେ ଆସନ୍ତା କାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିଲାଗି ପୁରିରେ ଆଜି ରାତି ୧୦ଟାରୁ ୧୪୪ଧାରା ଜାରୀ କରାଯାଇଛି । ଅନ୍ୟପକ୍ଷରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସ୍ନାନ ଯାତ୍ରାରେ ମହାପ୍ରଭୁଙ୍କର ଛେରାପହଁରା କରିବେ
Read More...

ଶ୍ରୀଲିଙ୍ଗରାଜ ମନ୍ଦିରରେ ମାଳମାଳ ସମସ୍ୟା , ସିଂହଦ୍ୱାର କବାଟକୁ ଶିକୁଳି ସାହା

ଭୁବନେଶ୍ୱର : ମାଳମାଳ ସମସ୍ୟାରେ ଛନ୍ଦି ହୋଇ ରହିଛି ଶ୍ରୀଲିଙ୍ଗରାଜ ମନ୍ଦିର । ରକ୍ଷଣାବେକ୍ଷଣ ଦିଗରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର(ଏଏସ୍‌ଆଇ) ଅବହେଳା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ସେହିଭଳି ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ଯୋଜନା ମନ୍ଦିରର ବାହ୍ୟ ପରିସରର
Read More...

ଭୁବନେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ଉତର ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଏବଂ ମୌସୁମୀ ପ୍ରବାହରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଥିଲା ବେଳେ ରାଜଧାନୀ ଭୁବନେଶ୍ୱରରେ ଦେଶରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ
Read More...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ ୪୬ ମୃତ, ୩୪୫୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨ଦିନ ଧରି ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା ବେଳେ ଆଜି ପୁଣି ଉପର ମୁହାଁ ହୋଇଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାରକୁ ଟପିଥିଲା ବେଳେ ୪୬ଜଣ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସରକାରୀ ସୁତ୍ରରୁ ମିଳିଥିବା ରିପୋର୍ଟ
Read More...

ଆତଙ୍କବାଦୀ ହାଫିଜର ଘର ନିକଟରେ ବିସ୍ଫୋରଣ

ଲାହୋର: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଏଠାରେ ଥିବା ବାସଭବନ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।
Read More...

ନକଲି ଔଷଧ ମାମଲାରେ ୩ଗିରଫ

କଟକ : ମହାମାରି କରୋନା କାଳରେ ବହୁ ଚର୍ଚ୍ଚିତ ନକଲି ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିିରଫଙ୍କ ମଧ୍ୟରେ ମେଡିଲ୍‌ଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେର୍ଡ ନିର୍ଦ୍ଦେଶକ ତଥା କମ୍ପାନୀର ମାଲିକ ଶିବ ଜେନାଙ୍କ ପତ୍ନୀ
Read More...

ଚିନ୍ତା ବଢାଇଲା ଡେଲଟା ପ୍ଲସ୍‌

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱୀତିୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଇଥିଲା ବେଳେ ଏବେ ଡେଲଟାହ ପ୍ଲସ୍ ଭାରଏଂଟା ଚିନ୍ତାର କାରଣ ହୋଇଛି । ଦେଶର ୪ଟି ରାଜ୍ୟରେ ଡେଲ୍ଟା ପ୍ଲାସ୍ ଭାରିଏଂଟା ଠାବ ହୋଇଛି । ଦେଶରେ ମୋଟ୍ ୪୦ଜଣଙ୍କ ଠାରେ ଡେଲଟା ପ୍ଲସ୍ ଭାରିଏଂଟା ଭୂତାଣୁ ଚିହ୍ନଟ
Read More...

କୂଳ ଲଂଘିଲା ସମୁଦ୍ର

ପୁରୀ: ପୁରୀ ବେଳାଭୂମିରେ କୂଳ ଲଂଘିଛି ଅଶାନ୍ତ ସମୁଦ୍ର । ଆଜି ଅପରାହ୍ଣରେ ସମୁଦ୍ର ଲହଡ଼ି ବିସ୍ତୃତ ଅଞ୍ଚଳରେ ବେଳାମାର୍ଗକୁ ଧୋଇନେଇଛି । ଲାଇଟ୍ ହାଉସ୍‌ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟିହୋଇଛି । ଲଘୁଚାପଜନିତ ବର୍ଷା ଯୋଗୁ ଆଜି ପୁରୀ
Read More...

କେବଳ ପୁରୀରେ ହେବ ରଥଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ କେବଳ ପୁରୀରେ ରଥଯାତ୍ରା ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ । ରାଜ୍ୟ ସରକାରଙ୍କ ଏ ସଂକ୍ରାନ୍ତୀୟ ନିଷ୍ପତ୍ତିରେ ଓଡିଶା ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି । କେନ୍ଦ୍ରାପଡା ଓ ଭଟଲୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ
Read More...

ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣମା ଆଜି: ୧୪୪ ଧାରା ଜାରି

ଭୁବନେଶ୍ୱର: ପବିତ୍ର ଦେବସ୍ନାନ ପୂର୍ଣ୍ଣମା ଅବସରରେ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୨୩
Read More...