କୂଳ ଲଂଘିଲା ସମୁଦ୍ର
ପୁରୀ: ପୁରୀ ବେଳାଭୂମିରେ କୂଳ ଲଂଘିଛି ଅଶାନ୍ତ ସମୁଦ୍ର । ଆଜି ଅପରାହ୍ଣରେ ସମୁଦ୍ର ଲହଡ଼ି ବିସ୍ତୃତ ଅଞ୍ଚଳରେ ବେଳାମାର୍ଗକୁ ଧୋଇନେଇଛି । ଲାଇଟ୍ ହାଉସ୍ଠାରୁ ମଙ୍ଗଳା ମୁହାଣ ପର୍ଯ୍ୟନ୍ତ ୩ ରୁ ସାଢ଼େ ୩ ଫୁଟ ଗଭୀରତାରେ ଗର୍ତ୍ତମାନ ସୃଷ୍ଟିହୋଇଛି । ଲଘୁଚାପଜନିତ ବର୍ଷା ଯୋଗୁ ଆଜି ପୁରୀ!-->…
Read More...
Read More...