Browsing Category

ପ୍ରମୁଖ ଖବର

ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ!

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ । ଏହା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ । ରାଜ୍ୟ ସରକାରଙ୍କ ତାଙ୍କ କାମ ସାରିନଥିବାରୁ ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି । ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟାଳୟ ମାର୍ଚ୍ଚ ୧୦, ୨୦୨ରେ ସରିବା । ନିର୍ବାଚନ
Read More...

ଆଜି ବି ବର୍ଷିବ, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ୧୨ଟି ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୧୨ ଜିଲ୍ଲା ହେଉଛି ନୂଆପଡ଼ା, ସମ୍ବଲପୁର, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ସେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ । ଏଠାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷ ସମ୍ଭାବନା
Read More...

ଦେଶରେ ଦୈନିକ ସଂକ୍ରମଣ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ୮୮ ଦିନ ପରେ କରୋନା ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ କରାଯାଇଛି । ୨୪ ଘଂଟାରେ ଆଉ ୫୩ ହଜାର ୨୫୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୩୫,୨୨୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୪୨୨
Read More...

ଓଡ଼ିଶାରେ ୩୦୩୧ ନୂଆ ପଜିଟିଭ: ରେଡ ଜୋନ୍‌ରେ ୪ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ସଂକ୍ରମିତ ୧୨୯୩ ରହିଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୨୧, ବାଲେଶ୍ୱର ୨୯୦, ବରଗଡ ୩୯, ଭଦ୍ରକ ୧୩୫,
Read More...

ଯୁକ୍ତ ଦୁଇ ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ବା ତା’ଠାରୁ ଅଧିକ ମିଳିବ

ଭୁବନେଶ୍ୱର: କିପରି ମୂଲ୍ୟାୟନ ହେବ ଯୁକ୍ତ ୨ ମାର୍କ, ଭବିଷ୍ୟତ କ୍ୟାରିଅର ପାଇଁ ଏହା ସହାୟକ ହେବ ନା ନାଇଁ ତାକୁ ନେଇ ସସ୍ପେନ୍ସରେ ଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶେଷରେ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯୁକ୍ତ ୨
Read More...

୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଂଟାରେ ୪୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ବରଗଡରୁ ୫ ଜଣ ପ୍ରାଣ ହରାଇଥିବା ବେଳେ ବଲାଙ୍ଗୀରରୁ ୨, ବଉଦରୁ ୨, କଟକରୁ ୫ ଜଣ, ଗଞ୍ଜାମରୁ ୩, ଝାରସୁଗୁଡାରୁ ୪, କଳାହାଣ୍ଡି,
Read More...

ଯୋଗ ଏକ ସାମଗ୍ରିକ ଜୀବନ ପଦ୍ଧତି: ପ୍ରଧାନମନ୍ତ୍ରୀ

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗ ସାଧାନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ । ସୁତରାଂ ବିଶ୍ୱସ୍ତରରେ ଏହି ଦିବଦ ପାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ସେପ୍ଟେମ୍ବର ୨୭ରୋ ଜାତିସଂଘରେ ପ୍ରସ୍ତାବ ରଖିଥିଲେ । ସେ କହିଲେ, ଯୋଗ ଭାରତର ପ୍ରାଚୀନ ପରମ୍ପରାର ଏକ
Read More...

ୟୁଟ୍ୟୁବ କ୍ଲାସ ପରେ ହେବ ଇ-ମୁଲ୍ୟାୟନ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ୟୁଟ୍ୟୁବରେ ପାଠପଢ଼ା ଆରମ୍ଭ ହୋଇଛି । ଅନ୍ୟପଟେ ଅନଲାଇନରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ, କେମିତି ପାଠପଢ଼ା ଚାଲିଛି ଏହାର ତଦାରଖ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ତଦାରଖ ପରେ କହିଛନ୍ତି, ୟୁଟ୍ୟୁବ୍ କ୍ଲାସ ପରେ ଛାତ୍ରଛାତ୍ରାଙ୍କ
Read More...

ଓଡ଼ିଶାକୁ ଆସିପାରେ ତୃତୀୟ ଲହର ସତର୍କ ରହିବାକୁ ପରାମର୍ଶ

ତୃତୀୟ ଲହରକୁ ନେଇ ଆଶଙ୍କା ବଢ଼ୁଥିବା ବେଳେ କିଛି ବରିଷ୍ଠ ଡାକ୍ତରଙ୍କ ମତରେ ଏହା ଦ୍ୱିତୀୟ ଲହର ଠାରୁ ଅଧିକ ସାଂଘଶତିକ ହୋଇପାରେ । କାରଣ ତୃତୀୟ ଲହରରେ ଅଧିକ ମ୍ୟୁଟେସନ୍ ଓ ଅଧିକ ସଂକ୍ରମଣ ହେବା ଆଶଙ୍କା ରହିଛି । ଟିକା ନେଇନଥିବାରୁ ପିଲାମାନେ ଅଧିକ ଅସୁରକ୍ଷିତ ରହିବା ସମ୍ଭାବନା ଥିବାରୁ
Read More...

ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା, ଆସିପାରେ କରୋନାର ଚତୁର୍ଥ ଲହର

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନା ତୃତୀୟ ଲହରକୁ ନେଇ ଆଶଙ୍କାରେ ରାହିଥିବା ବେଳେ ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡର ଏହି ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ତାହାସହିତ ଏଥିପାଇଁ ଅତ୍ୟନ୍ତ ସତର୍କ ରହିବାର
Read More...