Browsing Category

ପ୍ରମୁଖ ଖବର

ଦାଦାବଟି ଆଦାୟ କରିବା ପଡିଲା ମହଙ୍ଗା: ନିଲମ୍ବିତ ହେଲେ ଦୁଇ କନେଷ୍ଟବଳ

ଖୋର୍ଦ୍ଧା: ପ୍ରଚୁର ମଦ୍ୟପାନ କରି ବାଲି ବୋଝେଇ ଟ୍ରକ୍ ଠାରୁ ଦାଦାବଟି ମାଗିବା ଏବଂ କ୍ଷମତାର ଅପବ୍ୟବହାର କରିବା ଦୁଇ କନେଷ୍ଟବଳଙ୍କୁ ପଡିଛି ମହଙ୍ଗା । ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ ଖୋର୍ଦ୍ଧା ଏସ୍ପି ଅଜେୟ ପ୍ରତାପ ସ୍ୱାଇଁ ଦୁଇ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ।
Read More...

ରାଉଲକେଲା IGH ପ୍ଳାଜମା ବ୍ୟାଙ୍କ ଲେକାର୍ପିତ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ରାଉଲକେଲା IGH ପ୍ଲାଜମା ବ୍ୟାଙ୍କ ଲୋକର୍ପଣ କରିଛନ୍ତି । ପୂର୍ବରୁ କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଉଦଘାଟିତ କରିଥିଲୋ । ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜରେ ଖୁବଶୀଘ୍ର
Read More...

ବବିତା ଫୋଗାଟ, କବିତା ଦେବୀ ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତି

ଚଣ୍ଡିଗଡ: ହରିୟାନା ସରକାର ଭାରତୀୟ ରେସଲର ବବିତା ଫୋଗାଟ ଏବଂ କବାଡି ଖେଳାଳି କବିତା ଦେବୀଙ୍କୁ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ଡେପୁଟି ଡାଇରେକ୍ଟର ଭାବେରେ ନିଯୁକ୍ତି କରିଛନ୍ତି । ଉଭୟ ଆଥଲେଟ୍ ଏହି ପଦ ପାଇଁ ଆବେଦନ କରିଥିଲେ । ହରିୟାନା ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର
Read More...

କରୋନା ଭାଇରସ୍ ମୁକାବିଲା ଜାରି ରହିଛି : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତ ସରକାର ମହାମାରୀ କରୋନା ଭାଇରସ୍ ମୁକାବିଲା ଲାଗି ଲଢେଇ ଜାରି ରଖିଛନ୍ତି । କରୋନା ମହାମାରୀ ପରଠାରୁ ଦେଶବାସୀ ଅନେକ ଅଭିଜ୍ଞତା ହାସଲ କରିଛନ୍ତି । ଏଥି ସହିତ ଦେଶରେ ଭେଂଟିଲେଟର ନିର୍ମାଣର କ୍ଷମତା ବଢିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।
Read More...

ରାସ୍ତା କଡରେ ପରିବା ବିକୁଛନ୍ତି ଫୁଟବଲ ପ୍ରଶିକ୍ଷକ

ମୁମ୍ବାଇ: ସାରା ବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି । ଏହି ମହାମାରୀ କାହାର ଜୀବନ ଛଡାଇ ନେଉଛି ତ କାହାର ଜୀବିକା । ତେବେ ଏହି ମହାମାରୀ ସମୟରେ ନିଜର ଚାକିରି ହରାଇ ପରିବା ବିକ୍ରି କରୁଛନ୍ତି ମହାରାଷ୍ଟ୍ରର ଏକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଭୋସଲ ନାମକ ଜଣେ
Read More...

ହ୍ୟାଣ୍ଡ ସାନିଟାଇଜର ପିଇ ନଅ ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ମଦ ନମିଳିବାରୁ ହ୍ୟାଣ୍ଡ ସାନିଟାଇଜର ପିଇ ନଅ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲା କୁରିଚେଡୁ ସହରରେ ହୋଇଛି । ସୂଚନା ଅନୁସାରେ ସାନିଟାଇଜର ପିଇ ବୁଧବାର ରାତିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ
Read More...

ଚୀନରୁ ଆମଦାନୀ ହୋଇପାରିବନି ରଙ୍ଗୀନ ଟିଭି

ନୂଆଦିଲ୍ଲୀ: ଚୀନରୁ ଭାରତ ରଂଗୀନ ଟିଭି ଆମଦାନୀ ଉପରେ ମୋଦୀ ସରକାର କଟକଣା ଲାଗୁ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଲା ଘରୋଇ ଟିଭି କଂପାନୀକୁ ପ୍ରୋତ୍ସାହନ ଦେବା ଏବଂ ଚୀନରୁ ଜିନିଷ ପତ୍ର କମ୍ କିଣିବା । ଏହି କଟକଣା ୩୬ ସେଂଟିମିଟର ଠାରୁ ୧୦୫ ସେଂଟିମିଟରରୁ ଅଧିକ  ଏବଂ ସ୍କ୍ରିନର ଆକାର
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ହରମ୍ୟାନ କ୍ୟାନଙ୍କ ମୃତ୍ୟୁ

ୱାଶିଂଟନ: କରୋନା ମହାମାରୀକୁ ଖାତିର ନକରି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ଆମେରିକୀୟ ବ୍ୟବସାୟୀ ବା ରାଷ୍ଟ୍ରପତି ପଦ ପାଇଁ ଲଢେଇ କରୁଥିବା ପୂର୍ବତନ ପ୍ରାର୍ଥୀ ହରମ୍ୟାନ କ୍ୟାନଙ୍କ ପରଲୋକ ହୋଇଛି । କ୍ୟାନ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ସେ ଟ୍ରମ୍ପଙ୍କ ଟୁଲାସା ରାଲିରେ
Read More...

କ୍ୟାପିଟାଲ ଥାନାର ୪ ପୋଲିସ କର୍ମଚାରୀ ଓ ୨ ହୋମଗାର୍ଡ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର- ଭୁବନେଶ୍ୱର କ୍ୟାପିଟାଲ ଥାନାର ୪ ପୋଲିସ କର୍ମଚାରୀ ଓ ୨ ହୋମଗାର୍ଡ କରୋନାରେ ଆକ୍ରାନ୍ତ । ଥାନାର ୬ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟ ସମସ୍ତ କର୍ମଚାରୀ ଓ ଆଇଆଇସି ଓ ଆସିଷ୍ଟାଣ୍ଡ କିମଶନର ପୋଲିସ ହୋମକ୍ୱାରେଂନଟାଇରେ ରହିଛନ୍ତି । ମିଳିଥିବା ସୂଚନା
Read More...

୧୨ ହଜାର ବଦଳରେ ଦୈନିକ ୨୦ ହଜାର ଟେଷ୍ଟ

ଭୁବନେଶ୍ୱର- ଏଣିକି ୧୨ ହଜାର ନୁହେଁ ଦୈନିକ ୨୦ ହଜାର କୋଭିଡ ଟେଷ୍ଟ କରାଯିବ । ୮ ହଜାର ଆରଟିପିସିଆର ଓ ଆଂଟିଜେନ ଏବଂ ଟ୍ରୁନେଟ ଟେଷ୍ଟ ହେବ । ଅଗଷ୍ଟ ମାସରୁ ଏହି ପକ୍ରିୟା ଜାରି ରହିବ ବୋଲି କରୋନା ସମୀକ୍ଷା ବୈଠକ ପରେ ଆଇଏସ୍ସି ନିର୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ସେ ଆହୁରି
Read More...